ଏହି ପ୍ରସିଦ୍ଧ ବ୍ୟାଟ୍ସ ମ୍ୟାନ୍ ମାନେ ନିଜ ଭଉଣୀଙ୍କୁ ବିବାହ କରିଛନ୍ତି , କାରଣ ଜାଣିକରି ଚକିତ ହୋଇଯିବେ ଆପଣ – ନିଶ୍ଚୟ ଜାଣି ନିୟନ୍ତୁ

ଯେମିତି ଆମେ ସବୁ ଜାଣନ୍ତି କି କ୍ରିକେଟ୍ ଆଜିର ସମୟରେ ସମସ୍ତଙ୍କ ଲୋକପ୍ରିୟ ଖେଳ ଅଟେ । ଏହି ଖେଳ ଏବେ କେବଳ ବାହାର ଦେଶର ନୁହେଁ ବରଂ ଭାରତ ଓ ପାକିସ୍ଥାନ ଯେପରି ଦେଶରେ ବି ଖେଳ ହୋଇଥାଏ । ଏହି କଥାରେ କୌଣସି ଭାବିବାର ନାହିଁ କି ଦେଶର କ୍ରିକେଟ୍ ଟିମ୍ ରୁ କେହି ନା କେହି ବ୍ୟକ୍ତି ଲୋକପ୍ରିୟତା ହାସିଲ୍ କରିଥାଏ । ସେ ଭାରତୀୟ ଖେଳାଳି ବିରାଟ କୋହଲି ହୁଅନ୍ତୁ କିମ୍ବା ମହେନ୍ଦ୍ର ସିଂ ଧୋନୀ । କିମ୍ବା ପାକିସ୍ଥାନର ଶାହିଦ୍ ଆଫ୍ରିଦି । ସମସ୍ତଙ୍କ ବ୍ୟାଟିଙ୍ଗ୍ ଏକରୁ ବଢି ଏକ ହୋଇଥାଏ । ଯେବେ ଭାରତ ଓ ପାକିସ୍ଥାନ ମଧ୍ୟରେ ମ୍ୟାଚ ଚାଲିଥାଏ । ତେବେ ଦୁଇ ଦେଶର ଉତ୍ସୁକତା ବୃଦ୍ଧି ପାଇଥାଏ । ଆଜି ଆମେ କଥା ହେଉଛେ ପାକିସ୍ଥାନର ପୂର୍ବ କ୍ରିକେଟିୟର୍ ଶାହିଦ୍ ଆଫ୍ରିଦିଙ୍କ ବିଷୟରେ ।

ଶାହିଦ୍ ଆଫ୍ରିଦି ଏକ ଭଲ ବ୍ୟାଟସ୍ ମ୍ୟାନ୍ ବୋଲି ଜଣା ଯାଅନ୍ତି । କେବଳ ଏତିକି ନୁହେଁ ବରଂ ବାକି ଦେଶରେ ସେ ଭଲ ବୋଲର୍ ବୋଲି ଜଣା ଯାଇଛନ୍ତି । କିନ୍ତୁ ଆଜି ଆମେ ତାଙ୍କର ବ୍ୟାଟିଙ୍ଗ୍ ନୁହେଁ ବରଂ ତାଙ୍କ ନିଜ ଜୀବନ ବିଷୟରେ କଥା ହେଉଛେ । ଏହି କିଛି ଦିନ ଶହୀଦ ଆଫ୍ରିଦି ନିଜ ବେଗମ ସାହିବା ଙ୍କୁ ନେଇକରି ବହୁତ ଚର୍ଚ୍ଚାରେ ଅଛନ୍ତି ।

ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ଶାହିଦ୍ ଙ୍କ ନିକାହ ନାଦିଆଙ୍କ ସହ ହୋଇଥିଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଆଫ୍ରିଦି ଙ୍କ ବାହାଘର ନିଜ ଭଉଣୀଙ୍କ ସହ୍ ହୋଇଥିଲା ପ୍ରକୃତରେ ନାଦିଆ ନିଜ ତାଙ୍କର ନିଜ ମାମୁଁଙ୍କ ଝିଅ ଥିଲେ । ଯାହାକି ସଂମ୍ପର୍କରେ ନିଜ ଭଉଣୀ ଥିଲେ ।

ଏକ ରିପୋର୍ଟର ଅନୁସାରେ ଶାହିଦ୍ ଙ୍କ ବାହାଘର ୧୮ ବର୍ଷ ପୂର୍ବରୁହୋଇଥିଲା । ମିଳିଥିବା ଜାନକାରୀ ଅନୁସାରେ ସାହିଦ୍ ଓ ନାଦିଆ ଙ୍କ ନିକାହ ୨୨ ଅକ୍ଟୋବର୍ ୨୦୦୦ ରେ ହୋଇଥିଲା । ସାହିଦ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ନିଜ ପତ୍ନୀ ନାଦିଆଙ୍କ ସହ ସେ ବହୁତ ଖୁସି ଅଛନ୍ତି । ଏତିକି ବି ନୁହେଁ ସାହିଦ୍ ଙ୍କ ଚାରିଜଣ ଝିଅ ଅଛନ୍ତି । ସାହିଦ୍ ଆଫ୍ରିଦି ନିଜ ଆକ୍ରାମଣୀୟ ବ୍ୟାଟିଙ୍ଗ୍ ପାଇଁ ବହୁତ ପ୍ରସିଦ୍ଧି ପାଇଛନ୍ତି ।

ନିଜ କ୍ରିକେଟ୍ ଖେଳିବା ସମୟରେ ସେ ବହୁତ ଶତକ ଲଗେଇସାରିଲେଣୀ । ଓ ପାକିସ୍ଥାନକୁ ଜିତେଇ ସାରିଛନ୍ତି । ଏତିକି ନୁହେଁ ବହୁତ ଥର କେବଳ ୩୭ ଟି କିମ୍ବା ୪୫ ଟି ବଲ୍ ରୁ ସାହିଦ୍ ଶତକ ଲଗାଇ ସାରିଛନ୍ତି ।

ଆପଣଙ୍କ ଜାନକାରୀ ପାଇଁ କହିଦେଉଛୁ କି ପାକିସ୍ଥାନର ରେ ମାମୁଁ ପିଉସୀ । ଚାଚା ଓ ଆଦି ସଂମ୍ପର୍କୀୟଙ୍କ ବାହାଘର କରାଇବା କୌଣସି ବଡ କଥା ନୁହେଁ ସାୟଦ୍ ଏହି ରୀତି ନୀତି ଚାଲିବା ଦେଖି ତାଙ୍କ ନିଜ ମାମୁଁଙ୍କ ଝିଅଙ୍କ ସହ କରିଦେଇଥିଲେ । ଏକ ରିପୋର୍ଟ ଅନୁସାରେ ଶାହିଦ୍ କେବଳ ସାଢେ ୧୬ ବର୍ଷ ବୟସରେ କ୍ରିକେଟ୍ ଜଗତରେ ନିଜ ପାଦ ରଖିଥିଲେ ।

ନିଜର ଦ୍ୱୀତୀୟ ମ୍ୟାଚ ରେ ସାହିଦ୍ ଙ୍କ ସାମନା ଶ୍ରୀଲଙ୍କାର ଟିମ୍ ସହ କରିଥିଲେ । ଯେଉଁଥିରେ ସେ କିଛି ସମୟ ନିଜର ଶତକ ଲଗାଇକରି ନିଜକୁ ପ୍ରମାଣ କରିଦେଇଥିଲେ ।

ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ସାହିଦ୍ ଆଫ୍ରିଦି ସବୁଠାରୁ କମ୍ ବୟସରେ ଶତକ ଲଗାଇବାର ବ୍ୟାଟସ୍ ମ୍ୟାନ୍ ରେ ଟପ୍ ଲିଷ୍ଟରେ ଅଛନ୍ତି । ତାଙ୍କର ବ୍ୟାଟିଙ୍ଗ୍ ବହୁତ ଖେଳାଳି ଙ୍କୁ ଆଚମ୍ବିତ କରିଦିଏ । ଏହା ଛଡା ଯଦି ସାହିଦ୍ ଙ୍କ ସାମନା ଭାରତୀୟ ଟିମ୍ ସହ୍ ହୋଇଥାଏ । ତେବେ ଦୁଇ ଟିମ୍ ନିଜକୁ ଭଲ ଦେଖେଇବା ପାଇଁ ଚେଷ୍ଟା କରିଥାନ୍ତି । ପାକିସ୍ଥାନ ଚ୍ୟାନେଲ୍ ରେ ଏକ ଇଣ୍ଟରଭ୍ୟୁରେ ସାହିଦ୍ କହିଥିଲେ କି ସେ ନିଜ ଝିଅ ମାନଙ୍କୁ ଓ ନାଦିଆଙ୍କୁ ଖୁସି ଦେଖିବାକୁ ଚାହନ୍ତି । ଓ ନାଦିଆ ପରି ସ୍ତ୍ରୀ ପାଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *