ଏହି ଫଳ ଥାଇରଏଡ୍ ଓ ଡାଇବେଟିଜ୍ ଯେପରି ରୋଗକୁ ମୂଳରୁ ଦୂର କରିଦେଇଥାଏ , ଆଜି ଠୁ ଖାଇବା ଆରମ୍ଭ କରିଦିଅନ୍ତୁ

ଯେ କୌଣସି ଫଳକୁ ସେବନ କରିବା ଦ୍ୱାରା ଶରୀରର ପାଇଁ ଫାଇଦା ଦେଇଥାଏ । ସବୁ ଫଳର ନିଜ ନିଜର ଫାଇଦା ଥାଏ । ଯେପରି ସେଓ , ପିଜୁଳି ଏମିତି କିଛି ଫଳ ଅଛି ଯାହାକୁ ଖାଇବା ପାଇଁ ଲୋକ କହିଥାନ୍ତି , କିନ୍ତୁ ଆଜି ଆମେ ଯେଉଁ ଫଳ ବିଷୟରେ କହିବୁ ତାହା ସ୍ୱାଦିଷ୍ଟ ସହ ସ୍ୱାସ୍ଥକୁ ବହୁତ ଫାଇଦା ଦେଇଥାଏ , ପିଜୁଳି କୁ ଇଂରାଜୀରେ Gruva କହନ୍ତି , ପିଜୁଳି ଖାଇବା ଦ୍ୱାରା ବହୁତ ରୋଗ ଭଲ ହୋଇଥାଏ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଏହା ଡାଇବେଟିଜ୍ ଓ ଥାଇରୟଡ୍ ଯେପରି ରୋଗକୁ ଦୂର ରଖିଥାଏ । ଆସିବା ଦିନଠାରୁ କିଛି ନା କିଛି ରୋଗ ହୋଇଥାଏ । କିନ୍ତୁ ଦୁନିଆଁରେ ଅଧିକା ଥାଇରୟଡ୍ ଓ ଡାଇବେଟିଜ୍ ରୋଗ ଅଧିକା ହୋଇଥାଏ । ଅନିୟମିତ ଜୀବନ ଶୈଳିର କାରଣରୁ ଅଧିକ ରୋଗ ହୋଇଥାଏ । ପିଜୁଳିର ଅଧିକା ସେବନ କରିବା ଦ୍ୱାରା ସ୍ୱାସ୍ଥ ସଂବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯାଏ ।

ପିଜୁଳି ଖାଇବାର ଫାଇଦା :

ପିଜୁଳି ଖାଇବା ଦ୍ୱାରା ଶରୀରରେ ଏନର୍ଜୀ ଆସି ଥାଏ । ଯାହା ଦ୍ୱାରା ଶରୀରରେ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ । ଯାହା ଆମର ହାର୍ଟ, ତ୍ୱଚା , ବାଳ, ମଷ୍ତିସ୍କ , ହାଡ ଗୁଡିକ ପାଇଁ ଲାଭ ଦାୟକ ହୋଇଥାଏ ।

ପିଜୁଳିରେ ଭିଟାମିନ୍ B9 ପାଇଥାଉ , ଯାହା ଶରୀରରେ ଥିବା କୋଶିକାକୁ DNA କୁ ସୁଧାରିବା ରେ ସାହାର୍ଯ୍ୟ କରିଥାଏ ।

ପିଜୁଳିରେ ଭରପୂର ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ମହଜୁତ ଥାଏ । ଯାହା ହୃଦୟ ଓ ମାଂସପେଶୀକୁ ମଜବୁତ କରିବାରେ ସାହାର୍ଯ୍ୟ କରେ । ପିଜୁଳି ହୃଦରୋଗ ଜନିତ ରୋଗରୁ ରକ୍ଷା କରିଥାଏ ।

ଭିଟାମିନ୍ ସି ଓ ଆଣ୍ତି ଅକ୍ସିଡେଣ୍ତ ଉଚ୍ଚ ମାତ୍ରାରେ ହୋଇଥିବା କାରଣରୁ ଏହି ଫଳରେ ରୋଗ ପ୍ରତିରୋଧକ କ୍ଷମତା ବହୁତ ଅଧିକା ହୋଇଥାଏ । ଶରୀର ଦୁର୍ବଳ  ଦୂର କରିବାପାଈଁ ଏହି ଫଳ ସବୁଠାରୁ ଭଲ ହୋଇଥାଏ । ଏହାର ସେବନ ଦ୍ୱାରା ଶରୀରରୁ ଥକା ଦୂର ହୋଇଥାଏ । ଓ ଶରୀର ମଧ୍ୟରେ ଉର୍ଜା ଆସିଥାଏ । ଏହି ଫଳରେ ଥିବା ଭିଟାମିନ୍ ସି ଆମ ଶରୀରରେ ଆଇରନ୍ କୁ ସୁଖାଇଥାଏ । ଯାହାର କାରଣରୁ ଆନୋମିଆ ରୋଗୀଙ୍କୁ ଏହି ଫଳ ଲାଭ ଦାୟକ ହୋଇଥାଏ ।

ଶରୀରରେ କୋଲେଷ୍ଟ୍ରୋଲ୍ ର ମାତ୍ରା ଅଧିକ ହେବା ଦ୍ୱାରା ରୋଗ ହୋଇଥାଏ । କିନ୍ତୁ ପିଜୁଳି ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ ରହିଥାଏ । ଏହାର ନିୟମିତ ସେବନରେ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲ୍ କୁ କମ୍ କରିଥାଏ ,

ପିଜୁଳି ଖାଇବାରେ ଭିଟାମିନ୍ A ଓ E ମିଳିଥାଏ , ଯାହା ଆଖି ଓ ତ୍ୱଚାକୁ ପୋଷଣ ଦେଇଥାଏ ।

ଏହାର ଅଧିକା ମାତ୍ରାରେ ଫାଇବର୍ ମହଜୁତ ଥାଏ ଯାହା ଡାଇବେଟିଜ୍ ରୋଗୀଙ୍କ ପାଇଁ ଫାଇଦା ଯୋଗାଇଥାଏ ।

ପିଜୁଳିରେ ଓମେଗା ୩ ଫ୍ୟାଟି ଏସିଡ୍ ମିଳିଥାଏ । ଯାହା ଆମର ହାର୍ଟ ପାଇଁ ଫାଇଦା ଦେଇଥାଏ । ଏହା ଦ୍ୱାରା ଆମ ଶରୀରରେ ରକ୍ତର ସଂଚାଳନ ଭଲ ହୋଇଥାଏ ।

ପିଜୁଳି ରେ ଥାଇରୟଡ୍ ବି ନିୟନ୍ତ୍ରଣ କରିଥାଏ । ନର୍ମାଲ୍ ଥାଇରୟଡ୍ ରେ ଅଧିକାଂଶ ପିଜୁଳି ଖାଇବାକୁ କହିଥାନ୍ତି ।

Leave a Reply

Your email address will not be published. Required fields are marked *