ନବରାତ୍ରି ପୂର୍ବରୁ ଘରକୁ ଆଣନ୍ତୁ ଏହି ୩ଟି ରୁ କେବଳ ଗୋଟିଏ ଜିନିଷ ? ଭିକାରୀବି ହୋଇଯିବ ଧନୀ !

ବନ୍ଧୁଗଣ ମା ଦୁର୍ଗାଙ୍କ ନବରାତ୍ରିର ପର୍ବ ବହୁତ ଜଲଦି ଆସିବାକୁ ଅଛି । ଏମିତିରେ ମାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ପର୍ବଠୁ ବଡ ଆଉ କୌଣସି ସମୟ ନାହିଁ । କେବଳ ପୂଜାପାଠ ଦ୍ୱାରା ନୁହେଁ କାରଣ ପ୍ରତିଥର ଆମେ ପୂଜା ପାଠରେ ମାଙ୍କୁ ପ୍ରସନ୍ନତ କରିଥାଉଁ, କିନ୍ତୁ ଏହି ନବରାତ୍ରିରେ କିଛି ଖାସ ଉପାୟ ଦ୍ୱାରା ଯଦି ଆମେ ମାଙ୍କୁ ପ୍ରସନ୍ନ କରିବା ତେବେ ମାଙ୍କ କୃପା ଆମେ ନିହାତି ପାଇ ପାରିବା । ଏଥିପାଇଁ ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ୩ଟି ଏମିତି ବସ୍ତୁ ବିଷୟରେ କହିବାକୁ ଯାଉଅଛି ଯଦି ଆପଣ ଏହି ନବରାତ୍ରିରେ ଘରକୁ ନେଇ ଆସିବେ ତେବେ ନିଶ୍ଚିତ ଆପଣଙ୍କ ସମସ୍ତ ମନୋକାମନା ପୂରଣ ହୋଇଯିବ ।

ବନ୍ଧୁଗଣ ଏହା ମାନାଯାଏ ଏହାକୁ ଘରେ ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ବହୁ ସହଜରେ ମିଳିଯାଏ । ସାଥିରେ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ ।

ଯଦି ଆମେ ବସ୍ତୁ ବିଷୟରେ ଆଲୋଚନା କରିବା ତେବେ କିଛି ବିଶେଷ ଜିନିଷ ଅଛି ଯାହା ଘରର ସୁଖ ସମୃଦ୍ଧି ପାଇଁ ବହୁତ ଆବଶ୍ୟକ ଅଟେ ତଥା ଏହା ସାହାଯ୍ୟ କରିଥାଏ ଆମ ଜୀବନରେ ସକାରାତ୍ମକ ଉର୍ଜା ଆଣିବାରେ । କିନ୍ତୁ ନବରାତ୍ରି ଏକ ଏମିତି ସୁନ୍ଦର ସମୟ ଅଟେ ଯେଉଁଥିରେ ତାନ୍ତ୍ରିକ ଏବଂ ବସ୍ତୁ ୨ଟି ଯାକ କ୍ରିୟା କରିବା ପାଇଁ ବହୁତ ଭଲ ସମୟ ମାନାଯାଏ । ଏହି ରାତ୍ରିରେ ଯେଉଁଭି ଉପାୟ ଆପଣ କରିଥାନ୍ତି ତାହା ଆପଣଙ୍କୁ ସଫଳତା ଓ ଆପଣଙ୍କ ମନୋକାମନାକୁ ପୂର୍ଣ୍ଣ କରିଥାଏ ।

ନବରାତ୍ରି ପୂର୍ବରୁ ଘରକୁ ଆଣନ୍ତୁ ଏହି ୩ଟି ରୁ କେବଳ ଗୋଟିଏ ଜିନିଷ

ଭିକାରୀବି ହୋଇଯିବ ଧନୀ !

ବନ୍ଧୁଗଣ ଏହିଥର ନବରାତ୍ରିରେ ଯେଉଁ ବସ୍ତୁ ମୁଁ ଆପଣଙ୍କୁ କହିବାକୁ ଯାଉଅଛି ତାମଧ୍ୟରୁ କୌଣସି ଗୋଟିଏ ବସ୍ତୁ ଆପଣଙ୍କୁ ଆଣିବାକୁ ହେବ । ସମସ୍ତ ବସ୍ତୁ ଆପଣଙ୍କୁ ଆଣିବା ଆବଶ୍ୟକ ନାହିଁ । ଏହାକୁ ଘରେ ରଖିବା ଦ୍ୱାରା ମାନାଯାଏ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଏ । ବନ୍ଧୁଗଣ ଯଦି ଆପଣ ବହୁତ ଅଧିକ ଆର୍ଥିକ ସମସ୍ୟା ଦେଇ ଗତି କରୁଅଛନ୍ତି, ଯଦି ଟଙ୍କା ଆସୁଛି ହେଲେ ଘରେ ତଥାପି ଅର୍ଥର ଅଭାବ ରହୁଛି, ଆପଣଙ୍କ ପାଖକୁ ଆସୁଥିବା ଟଙ୍କା ଜଲଦିହିଁ ଶେଷ ହୋଇଯାଉଛି ତେବେ ଆପଣଙ୍କୁ ଏହି ବସ୍ତୁକୁ ଘରକୁ ଆଣିବା ନିହାତି ଆବଶ୍ୟକ ।

ବନ୍ଧୁଗଣ ସର୍ବପ୍ରଥମ ବସ୍ତୁଟି ହେଲା ଚାନ୍ଦି ଅବା ସୁନାର ମୁଦ୍ରା । ଯାହାବି ଆପଣ ନିଜ ସାମର୍ଥ୍ୟ ଅନୁସାରେ କିଣିପାରିବେ । ନବରାତ୍ରିର ୯ ଦିନ ପୂରଣ ହେବା ପୂର୍ବରୁ ଗୋଟିଏ ଏହି ମୁଦ୍ରା ଆପଣ ଘରକୁ ନିହାତି ଆଣନ୍ତୁ । ସେହି ମୁଦ୍ରାକୁ ଆଣି ଯେଉଁ ଜାଗାରେ ମା ଦୁର୍ଗା ବିରାଜମାନ ହେବେ ସେଇଠି ଆପଣଙ୍କୁ ସେହି ମୁଦ୍ରା ରଖିଦେବାକୁ ହେବ । ଯଦି ଆପଣ ପ୍ରଥମ ଦିନ କଳସ ସ୍ଥାପନ କରିଅଛନ୍ତି ତେବେ ସେଇ କଳସ ମଧ୍ୟରେ ଆପଣ ସେହି ମୁଦ୍ରାକୁ ରଖିଦିଅନ୍ତୁ ।

ପରେ ତାହାର ପୂଜନ କରିବା ପରେ ୯ ଦିନ ପରେ ନିଜ ପର୍ସରେ ଅବା ଆପଣଙ୍କ ଧନ ରଖିବା ସ୍ଥାନରେ ଲାଲ କପଡ଼ାରେ ଅବା ଗୋଲାପୀ ରଙ୍ଗର କପଡ଼ାରେ ବାନ୍ଧି ସ୍ଥାପିତ କରିଦିଅନ୍ତୁ । ତାପରେ ଆପଣ ଦେଖିବେ କିପରି ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ଓ ଆପଣଙ୍କ ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଗଣେଶ ଅବା ଲକ୍ଷ୍ମୀଙ୍କ ଛବି ଵାଲା ଚାନ୍ଦିର ମୁଦ୍ରା ଅବା ଯଦି ସୁନାର ମୁଦ୍ରା ଆପଣ ନେଇକି ଆସିବେ ତେବେ ଏହା ବହୁତ ଅଧିକ ଶୁଭ ହୋଇଥାଏ । ମାନାଯାଏ ଦେବୀ ଦୁର୍ଗା ଏହାଦ୍ୱାରା ଅଧିକ ଖୁସି ହୋଇଥାନ୍ତି ।

୨ୟ ବସ୍ତୁଟି ଯାହା ଆପଣଙ୍କୁ ମୁଁ କହିବାକୁ ଯାଉଅଛି ତାହା ବିଶେଷ କରି ବିବାହିତା ମହିଳାଙ୍କ ପାଇଁ ଆବଶ୍ୟକ । ଗୋଟିଏ ସ୍ତ୍ରୀ ଘରକୁ ସ୍ୱର୍ଗ ଓ ନର୍କ ବନାଇବାରେ ମୁଖ୍ୟ ଭୂମିକା ରହିଥାଏ । ସ୍ୱାମୀର ଲମ୍ବା ଆୟୁ ପାଇଁ ତଥା ମା ଦୁର୍ଗାଙ୍କ କୃପା ପାଇଁ ବିବାହିତା ମହିଳା ମାନଙ୍କୁ ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କୁ ସୁହାଗିତ ଜିନିଷ ଚଢାଇବା ଆବଶ୍ୟକ । ଯେମିତିକି ସିନ୍ଦୁର,ଓଢଣୀ, ଲାଲ ଶାଢ଼ୀ ଇତ୍ୟାଦି । ନବରାତ୍ରି ପରେ ଏହାସବୁ ପ୍ରସାଦ ରୂପରେ ଆପଣ ନିଜ ପାଖରେ ରଖିପାରିବେ । ଏହାଦ୍ୱାରା ମା ଦୁର୍ଗାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଘରେ ବିରାଜମାନ ରହିଥାଏ ।

୩ୟ ଜିନିଷଟି ହେଲା ମୟୁର ପଙ୍ଖ । ନବରାତ୍ରିର ଶୁଭ ଅବସରରେ ଘରେ ମୟୁର ପଙ୍ଖ ରଖିବା ସବୁଠୁ ଭଲ ସମୟ ହୋଇଥାଏ । ନବରାତ୍ରିର ୯ଦିନ ମୟୁର ପଙ୍ଖକୁ ଆପଣଙ୍କ ପୂଜା ଘରେ ରଖି ଆପଣ ଏହାର ପୂଜା କରନ୍ତୁ । ନବରାତ୍ରି ପରେ ଆପଣ ଏହାକୁ ଯେଉଁ ଜାଗାରେବି ସ୍ଥାପିତ କରିବାକୁ ଚାହିଁବେ ସ୍ଥାପନ କରିପାରିବେ । ଯେମିତିକି ଘରର ମୁଖ୍ୟ ଫାଟକ ଆଗରେ, ପିଲାଙ୍କ ଘରେ, ନିଜ ପର୍ସରେ ଅଥବା ଆପଣ ଏହାକୁ ନିଜ ବେଡ଼ ରୁମରେବି ସ୍ଥାପିତ କରିପାରିବେ ।

ଘରେ ମୟୁର ପଙ୍ଖ ରଖିବା ବହୁତ ଅଧିକ ଲାଭଦୟକ ହୋଇଥାଏ । ଏହାଦ୍ୱାରା ଘରର ସମସ୍ତ ନେଗେଟିଭ ଉର୍ଜା ଘରୁ ବାହାରକୁ ଚାଲିଯାଏ । ତଥା ଯଦି ଆପଣଙ୍କ ପିଲାଙ୍କ ମନ ପଢ଼ାରେ ଲାଗୁ ନାହିଁ ତେବେ ଏହି ମୟୁର ପଙ୍ଖକୁ ଆପଣ ତାଙ୍କ ରୁମରେ ରଖିପାରନ୍ତି, ଏହାଦ୍ୱାରା ପିଲାଙ୍କ ଧ୍ୟାନ ପଢ଼ାରେ ଲାଗିଥାଏ । ଏହା ସହିତ ଏହା ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

Leave a Reply

Your email address will not be published. Required fields are marked *