ଆମ ଜୀବନରେ ଆମେ ଅନେକ କଥା ଜାଣିବା କୁ ପାଇ ଥାଉ । ଏହା ଭିତରେ ଥିବା କିଛି କଥା ଏଭଳି ଅଛି ଯାହାକୁ ଆମେ ଜାଣିନେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
1.ସବୁ ଠାରୁ ପୁରୁଣା ବେଦ କଣ ଅଟେ ?
ଉତ୍ତର – ରୁକବେଦ
2.ଦୁନିଆରୁ ସବୁ ଠାରୁ ବଡ ପ୍ରତିମା କଣ ଅଟେ ?
ଉତ୍ତର – ଷ୍ଟେଚୁ ଅଫ ୟୁନିଟି
3.ସେ କେଉଁ ଜୀବ ଅଟେ ଯିଏ କି କେବେ ଭି ସୋଏ ନି ?
ଉତ୍ତର – ପିମ୍ପୁଡି
4.ସେ କେଉଁ ଚଢେଇ ଯିଏ କେବେଭି ବସା କରେନୀ ?
ଉତ୍ତର -କୋଇଲି
5.ଭାରତ ର ସବୁ ଠାରୁ ଗରିବ ରାଜ୍ୟ କଣ ?
ଉତ୍ତର – ଓଡିଶା
6.ଏମିତି କେଉଁ ଜୀବ ଅଛି ଯିଏ କି ଅମର ?
ଉତ୍ତର – ଜେଲି ଫିଶ
7.କେଉଁ ଫଳ ଚାରି ରଙ୍ଗର ଅଟେ ?
ଉତ୍ତର – ତରଭୁଜ
8.ପ୍ରଧାନ ମନ୍ତ୍ରୀ ଆବାସ ର ନାମ କଣ ?
ଉତ୍ତର – ପଞ୍ଚବଟୀ
9.ଭାରତ କୁ ଛାଡିକି ପଦ୍ମ ଫୁଲ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?
ଉତ୍ତର – ଭିଏତନାମ
10.କେଉଁ ଦେଶରେ ଆଗେ ସୂର୍ଯ୍ୟ ଅସ୍ତ ହୋଇଥାଏ ?
ଉତ୍ତର – ନିଉଜର୍ଲାଣ୍ଡ
11.ଚୁଟି କେଉଁ ଥିରୁ ତିଆରି ହୋଇଥାଏ ?
ଉତ୍ତର – ପ୍ରୋଟିନ
12.ଭାରତରେ କେଉଁ ଲୋକକୁ କେବେ ଭି ଦ-ଣ୍ଡ ଦିଆଯାଇ ପାରିବ ନି ?
ଉତ୍ତର – ରାଷ୍ଟ୍ରପତି
13.ତମ୍ବାର ଦେସ କାହାକାଉ କୁହାଯାଏ ?
ଉତ୍ତର – ଜାମ୍ବିଆ
14.କେଉଁ ଦେଶରେ ଗୋଟେ ଭି ମନ୍ଦିର ନାଇ ?
ଉତ୍ତର – ସାଉଦି ଆରବ
15.ଏମିତି କଣ ଜିନିଷ ଯାହା ପାଣିରେ ଭି ଜଳେ ?
ଉତ୍ତର – ସୋଡିୟମ
16.ଏମିତି କେଉଁ ଦେଶ ଅଛି ଯିଏ କି କେବେ ଭି କାହା ଅଧୀନରେ ଆସିନୀ ?
ଉତ୍ତର – ନେପାଳ
17.କେଉଁ ଯିବାର ଝାଳ ଗୋଲାପି ହୋଇଥାଏ ?
ଉତ୍ତର – ପାଣି ଅଶ୍ଵ
18.ଆଗ କେଉଁ ଦେଶରେ ପେପର ର ଆରମ୍ଭ ହୋଇଥିଲା ?
ଉତ୍ତର – ଚୀନ
19.ଖଟା ମହୁ କେଉଁ ଜାଗାରେ ମିଳେ ?
ଉତ୍ତର – ବ୍ରାଜିଲ ର ଜଙ୍ଗଲ ରେ
20.ସବୁଠାରୁ ବୁଦ୍ଧି ମାନ ବାଲା ମାଛ କିଏ ଅଟେ ?
ଉତ୍ତର – ଡଲଫିନ
21.ଅନ୍ତରିକ୍ଷ ରେ ପହଞ୍ଚି ଥିବା ପ୍ରଥମ ଭାରତୀୟ କିଏ ?
ଉତ୍ତର – ରାକେଶ ଶର୍ମା
22.କେଉଁ ଜାତିର ଭାଇ ଭଉଣୀ ମାନେ ବିବାହ କରି ପାରନ୍ତି ?
ଉତ୍ତର – ଧୁରବା ଜନଜାତି
23.ଏମିତି କେଉଁ ପକ୍ଷୀ ଅଛି ଯିଏ କି ସତୀ ଅଟେ ?
ଉତ୍ତର – ସାରସ
24.ଏମିତି କଣ ଜିନିଷ ଯାହାକୁ ଆମେ ସବୁ ଜାଗାରେ ଛାଡିବା ପରେ ଭି ଏହା ଆମ ସାଙ୍ଗରେ ଥାଏ ?
ଉତ୍ତର – ଫିଙ୍ଗର ପ୍ରିଣ୍ଟ