ସମସ୍ତ ମା’ ମାନ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Parenting Tips

ଭାରତ ଯେଉଁଠି ସବୁ ପ୍ରକାର ଖୁଶି ମିଳିଥାଏ କିନ୍ତୁ ଏହା ନିର୍ଭର କରେ କି ଆମ ଉପରେ ଆମେ ଆମ ସଂସ୍କୃତି ଓ କଳା କୁ କିଭଳି ଭାବେ ଗ୍ରହଣ କରୁଛୁ । ଏହା ସତ୍ୟ କି କିଛି ଲୋକ ଖୁବ ମତଲବୀ ଅଛନ୍ତି କେବଳ ନିଜ ସ୍ଵାର୍ଥ ବିଷୟରେ ଚିନ୍ତା କରୁଛନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ଏହା କିଛି ମାତ୍ରା ରେ ସତ୍ୟ ଅଟେ । କିଛି ଏଭଳି ଭି ଲୋକ ଅଛନ୍ତି ଯେଉଁ ମାନେ ନିଜ ଅପେକ୍ଷା ଆଗ ଅନ୍ୟର ଭଲ ଚିନ୍ତା କରନ୍ତି ନା କୁ ମାତ୍ର ଏହାକୁ ମହାନ ବୋଲି କୁହା ଯାଇନି ।

ତେବେ ଆଜି ଆମେ କହିବା ପାଇ ଯାଉଛୁ କି ଯେଉଁ ମା ମାନେ ନିଜ ପିଲା ପାଇ ଏତେ କିଛି କରୁଛନ୍ତି ସେମାନେ ସତରେ କଣ କେବଳ ଜଣେ ସାଧାରଣ ମହିଳା କି ଆଉ କିଛି । ତେବେ ଆସନ୍ତୁ ଏହି ବ୍ବିଷୟରେ ଜାଣିବା । ସ୍ଵାମୀ ବିବେକା ନନ୍ଦା ଯେତେବେଳେ ଶିକାଗୋ କୁ ଯାଇ ଥିଲେ । ସେତେବେଳେ ଜଣେ ପତ୍ରକାର ମହିଳା ତାଙ୍କୁ ପଚାରି ଥିଲେ କି ସ୍ଵାମୀ ଜି ଆପଣ ଭାରତର ବାଶିନ୍ଦା ଅଟନ୍ତି । ଆମେ ଶୁଣିବା କୁ ଓ ଦେଖିବା ପାଇ ପାଇଛୁ କି ଆପଣଙ୍କ ଦେଶରେ ଅଧିକାଂଶ ମହିଳା କେବଳ ଘର ସମ୍ଭାଳିବା କିମ୍ବା ନିଜ ପିଲା କୁ ପାଳିବାରେ ନିଜ ଦିନ କତିଛନ୍ତି ଓ ଏବେ ଭି ମଧ୍ୟ କିଛି ଜଣ ସେଯା କରୁଛନ୍ତି ।

ତେବେ ଆପଣ ଦେଖି ନିଅନ୍ତୁ ମୁ ଏକ ସାମ୍ବାଦିକ ଅଟେ । ମୋର ଏକ ସାଙ୍ଗ ସେ ପାଇଲଟ ଅଟେ । ଆଉ ଏକ ବନ୍ଧୁ ସରକାରୀ କାମ କରୁଛି । ଜଣେ ନିଜର ବ୍ୟାପାର କରିଛି ତ ଆଉ ଜଣେ ଡାକ୍ତର ଅଟନ୍ତି । ତେବେ ଆପଣ କଣ କହିବ ଅପାୟ ଚାହିଁ ବେ ଏହି ବିଷୟରେ କି ଆମ ଦେଶରେ ଥିବା ମହିଳା ମାନେ ଏତେ ଆଗରେ ଥିବା ବେଳେ ଆପଣଙ୍କ ଦେଶର ଅମହିଳା ମାନେ କେବଳ ଘର ଭିତରେ ସୀମିତ । ଆମେ ଦେଶ ବିଦେଶର ଖବର ଜାଣିବା ପରେ ନିଜକୁ ଖୁବ ସ୍ଵାଧୀନ ମନେ କରୁଛୁ । ସତ କହିବା ପାଇ ଗଲେ ମତେ ଆପଣଙ୍କ ଦେଶର ମହିଳା ମାନଙ୍କ ପାଇ ମତେ ଖୁବ ଖରାପ ଲାଗୁଛି ।

ସ୍ଵାମୀ ଜି କହିଲେ ମତେ କିନ୍ତୁ ଆପଣଙ୍କ ଦେଶରେ ଥିବା ଶିଶୁ ମାନଙ୍କ ଉପରେ ଦୟା ଲାଗୁଛି ମୁ ତାଙ୍କ ପାଇ ଚି-ନ୍ତି-ତ । ତାଙ୍କୁ ଦୁଇଟି ପିତାର ସ୍ନେହ ମିଳିବ କେବେ ଭି ମା ର ନୁହେଁ । ଯେଉଁ ନିରସ୍ଵାର୍ଥ ପର ପ୍ରେମ ପାଇବା ଦ୍ଵାରା ସେମାନେ ସବୁ ଜିନିଷର ମୂଲ୍ୟ ବୁଝିବା କଥା ସେ କଥା ସେମାନେ ବୁଝି ପାରିବେ ନି କେବେ ଭି । ସେମାନେ ସବୁ ବେଳେ ନିଜ ମାତା ପିତା ଙ୍କ ପାଖରୁ ସମାନ ଭଲ ପାଇବା ପାଇବେ । ଗୋଟେ ମା ଜେଭଳି ନିଜ ପିଲାକୁ ଭଲ ପାଇବା ଦେବା କଥା ତାକୁ ଆଗକୁ ବଢିବାର ପ୍ରେରଣା ଦେବା କଥା ସମ୍ପୂର୍ଣ ରୂପେ ସେ ତାକୁ ଦେଇ ପାରିବ ନି । ଆଜି କାଲିର ସମାଯରେ ଉଭୟ ଚାକିରି ନ କାଲେ ଚାଲି ହେବନି ଏହା ସତ୍ୟ ଅଟେ କିନ୍ତୁ ଏହା ମଧ୍ୟ ଠିକ ଅଟେ କି ଆମେ ଆମ ସନ୍ତାନ ପାଇ ସମୟ କାଢିବା ସେମାନଙ୍କ ପାଠ ପଢା କୁ ଦେଖିବା ସେମାନଙ୍କୁ ସଂସ୍କାର ଦେବା ।

Leave a Reply

Your email address will not be published. Required fields are marked *