Interesting GK Questions: କେଉଁ ଦେଶରେ ଭାଇ ଭଉଣୀ ବିବାହ କରନ୍ତି ? 99% ଲୋକଙ୍କୁ ଜଣା ନାହିଁ

ଆମ ଜୀବନରେ ଆମେ ଅନେକ କଥା ଜାଣିବା କୁ ପାଇ ଥାଉ । ଏହା ଭିତରେ ଥିବା କିଛି କଥା ଏଭଳି ଅଛି ଯାହାକୁ ଆମେ ଜାଣିନେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

1.ସବୁ ଠାରୁ ପୁରୁଣା ବେଦ କଣ ଅଟେ ?

ଉତ୍ତର – ରୁକବେଦ

2.ଦୁନିଆରୁ ସବୁ ଠାରୁ ବଡ ପ୍ରତିମା କଣ ଅଟେ ?

ଉତ୍ତର – ଷ୍ଟେଚୁ ଅଫ ୟୁନିଟି

3.ସେ କେଉଁ ଜୀବ ଅଟେ ଯିଏ କି କେବେ ଭି ସୋଏ ନି ?

ଉତ୍ତର – ପିମ୍ପୁଡି

4.ସେ କେଉଁ ଚଢେଇ ଯିଏ କେବେଭି ବସା କରେନୀ ?

ଉତ୍ତର -କୋଇଲି

5.ଭାରତ ର ସବୁ ଠାରୁ ଗରିବ ରାଜ୍ୟ କଣ ?

ଉତ୍ତର – ଓଡିଶା

6.ଏମିତି କେଉଁ ଜୀବ ଅଛି ଯିଏ କି ଅମର ?

ଉତ୍ତର – ଜେଲି ଫିଶ

7.କେଉଁ ଫଳ ଚାରି ରଙ୍ଗର ଅଟେ ?

ଉତ୍ତର – ତରଭୁଜ

8.ପ୍ରଧାନ ମନ୍ତ୍ରୀ ଆବାସ ର ନାମ କଣ ?

ଉତ୍ତର – ପଞ୍ଚବଟୀ

9.ଭାରତ କୁ ଛାଡିକି ପଦ୍ମ ଫୁଲ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର – ଭିଏତନାମ

10.କେଉଁ ଦେଶରେ ଆଗେ ସୂର୍ଯ୍ୟ ଅସ୍ତ ହୋଇଥାଏ ?

ଉତ୍ତର – ନିଉଜର୍ଲାଣ୍ଡ

11.ଚୁଟି କେଉଁ ଥିରୁ ତିଆରି ହୋଇଥାଏ ?

ଉତ୍ତର – ପ୍ରୋଟିନ

12.ଭାରତରେ କେଉଁ ଲୋକକୁ କେବେ ଭି ଦ-ଣ୍ଡ ଦିଆଯାଇ ପାରିବ ନି ?

ଉତ୍ତର – ରାଷ୍ଟ୍ରପତି

13.ତମ୍ବାର ଦେସ କାହାକାଉ କୁହାଯାଏ ?

ଉତ୍ତର – ଜାମ୍ବିଆ

 

14.କେଉଁ ଦେଶରେ ଗୋଟେ ଭି ମନ୍ଦିର ନାଇ ?

ଉତ୍ତର – ସାଉଦି ଆରବ

15.ଏମିତି କଣ ଜିନିଷ ଯାହା ପାଣିରେ ଭି ଜଳେ ?

ଉତ୍ତର – ସୋଡିୟମ

16.ଏମିତି କେଉଁ ଦେଶ ଅଛି ଯିଏ କି କେବେ ଭି କାହା ଅଧୀନରେ ଆସିନୀ ?

ଉତ୍ତର – ନେପାଳ

17.କେଉଁ ଯିବାର ଝାଳ ଗୋଲାପି ହୋଇଥାଏ ?

ଉତ୍ତର – ପାଣି ଅଶ୍ଵ

18.ଆଗ କେଉଁ ଦେଶରେ ପେପର ର ଆରମ୍ଭ ହୋଇଥିଲା ?

ଉତ୍ତର – ଚୀନ

19.ଖଟା ମହୁ କେଉଁ ଜାଗାରେ ମିଳେ ?

ଉତ୍ତର – ବ୍ରାଜିଲ ର ଜଙ୍ଗଲ ରେ

20.ସବୁଠାରୁ ବୁଦ୍ଧି ମାନ ବାଲା ମାଛ କିଏ ଅଟେ ?

ଉତ୍ତର – ଡଲଫିନ

21.ଅନ୍ତରିକ୍ଷ ରେ ପହଞ୍ଚି ଥିବା ପ୍ରଥମ ଭାରତୀୟ କିଏ ?

ଉତ୍ତର – ରାକେଶ ଶର୍ମା

22.କେଉଁ ଜାତିର ଭାଇ ଭଉଣୀ ମାନେ ବିବାହ କରି ପାରନ୍ତି ?

ଉତ୍ତର – ଧୁରବା ଜନଜାତି

23.ଏମିତି କେଉଁ ପକ୍ଷୀ ଅଛି ଯିଏ କି ସତୀ ଅଟେ ?

ଉତ୍ତର – ସାରସ

24.ଏମିତି କଣ ଜିନିଷ ଯାହାକୁ ଆମେ ସବୁ ଜାଗାରେ ଛାଡିବା ପରେ ଭି ଏହା ଆମ ସାଙ୍ଗରେ ଥାଏ ?

ଉତ୍ତର – ଫିଙ୍ଗର ପ୍ରିଣ୍ଟ

Leave a Reply

Your email address will not be published. Required fields are marked *