Abhishek Bachchan ନେବାକୁ ଚାହାଁନ୍ତି Aishwarya Rai Bachchanଙ୍କ ଠାରୁ ତଲାକ? କଣ ଅଛି ଏହା ଅପଚାର କାରଣ ଜାଣନ୍ତୁ !

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଘର ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ପର୍ଶନାଲିଟି ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ରେ ରହିଥାନ୍ତି । ବଲିଉଡର କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ପ୍ରେମ କରି ବିବାହ କରି ବହୁତ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

କିନ୍ତୁ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ବିବାହ ପରେ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ବରୀୟ ରାଏ ବଚ୍ଚନଙ୍କ ମଧ୍ୟ ରେ ଏମିତି ଏକ ସମୟ ଆସିଥିଲା ଯେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ଚାହୁଥିଲେ କଣ ରହିଥିଲା ଏହା ପଛରେ କାରଣ ଆସନ୍ତୁ ଜାଣିବା । ବଲିଉଡର ସବୁଠାରୁ ମୋଷ୍ଟ ବିୟୁଟିଫୁଲ ଅଭିନେତ୍ରୀ ଐଶ୍ଵରୀୟା ବଚ୍ଚନ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଲଭ ମ୍ୟାରେଜ କରିଛନ୍ତି ।

୨୦୧୬ରେ ଐଶ୍ଵରୀୟା ତାଙ୍କର ବ୍ଲକବାଷ୍ଟର ଫିଲ୍ମ “ସରବଜିତ” ର ପ୍ରଚାର ପାଇଁ ଅଭିଷେକଙ୍କ ସହ ଯାଇଥିଲେ ଏଭେଣ୍ଟ କୁ ଯେଉଁ ଠାରେ ସାମ୍ବାଦିକ ମାନେ ଦୁହିଙ୍କୁ ଏକା ସହ ପୋଜ ଦେବାକୁ କହିଥିଲେ ସେହି ସମୟରେ ଅଭିଷେକ ରାଗି ଯାଇଥିଲେ । ଅଭିଷେକ ରାଗି ଯାଇ କହିଥିଲେ ଯେ କେବଳ ଐଶ୍ଵରୀୟାଙ୍କର ଫୋଟୋ ନେବାକୁ ଯାହାକୁ ଶୁଣିବା ପରେ ଐଶ୍ଵରୀୟା ଙ୍କ ବ୍ଯତୀତ ସେଠାରେ ଥିବା ଲୋକଙ୍କୁ ଖରାପ ଲାଗିଥିଲା । ଏହା ପରେ ଦୁହିଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

ଏହା ପରେ ଦୁହେଁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଖବର ପ୍ରଚାର ହେବାରେ ଲାଗିଲା । ମାମଲା ଅଧିକ ବଢିବା ଦେଖି ଅଭିଷେକ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଥିଲେ ଯେ “ମୁଁ ଅଲଗା ହେଉଛି ଜଣାଇଥିବାରୁ ଧନ୍ୟବାଦ କଣ ଆପଣ ମାନେ କହିବେ ମୁଁ ଦିତୀୟ ମ୍ୟାରେଜ କେବେ କରିବି” ? ଏହା ପରେ ଅଭିଷେକ ୱେବସାଇଟରେ ଏକ ଇଣ୍ଟରବିୟୁରେ କହିଥିଲେ ଯେ “ମୁଁ ଜାଣିଛି ମୋର ଓ ଐଶ୍ଵରୀୟାଙ୍କ ସମ୍ପର୍କ କେତେ ଗଭୀର ରହିଛି’ ।

ଏହା ଛଡା ଦୁହେଁ ଦୁହିଙ୍କୁ କେତେ ଭଲ ପାଉଛନ୍ତି ତାହା ଅନ୍ୟ କୌଣସି ତୃତୀୟ ଲୋକଙ୍କୁ କହିବା ଜରୁରୀ ନୁହେଁ ବୋଲି ଅଭିଷେକ କହିଥିଲେ । ଏହା ଛଡା ତାଙ୍କ ସମ୍ପର୍କକୁ ନେଇ ସେମାନେ କେତେ ସିରିଏସ ଅଛନ୍ତି ତାହା ସେମାନଙ୍କୁ ବହୁତ ଭଲ ଭାବେ ଜଣା ଅଛି । ଏହି ଭଳି ଭାବେ ଅଭିଷେକ ପ୍ରତିକ୍ରିୟା ଦେଇଥିଲେ । ଏହି କଥାରୁ ଏତିକି କୁହା ଯାଇପାରେ ଯେ ଦୁହିଙ୍କ ମଧ୍ୟରେ କେତେ ଭଲ ପାଇବା ରହିଛି । ଏହା ଛଡା ଐଶ୍ଵରୀୟାଙ୍କ ଉନ୍ନତି ଦେଖି ଅଭିଷେକ ଈର୍ଷା ଅନୁଭବ କରୁଛନ୍ତି କହିବା ଠିକ ହେବ ନାହି । କାରଣ କୌଣସି ଦମ୍ପତିଙ୍କ ମଧ୍ୟରେ ତୃତୀୟର ଲୋକଙ୍କର ପ୍ରବେଶ ହେବା ଦ୍ଵାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଯାହା ଦୁହିଙ୍କ ସମ୍ପର୍କରୁ ଜଣା ପଡୁଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *