ବାଘ ରାସ୍ତାରେ ଯାଉଥିବା ସମୟରେ ଅଜଗର ଆସିବା ପରେ ଯାହା ଘଟିଲା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ବାଘ ସହ ଅନେକ ଜୀବଜନ୍ତୁ ନୁ ଦେଖି ଥିବେ । ବାଘ ଏମିତି ଏକ ବଳଶାଳୀ ପ୍ରାଣୀ ଯାହାକୁ ଦେଖିଲେ ସବୁ ପଶୁ ମାନେ ଭ-ୟ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବାଘ ସାମନା ରେ ଅନେକ ପଶୁ ପକ୍ଷୀ ଆସିଥାନ୍ତି କିନ୍ତୁ ଯେତେବେଳେ ଅଜଗର ଆସି ପହଞ୍ଚେ ତେବେ ସେହି ସମୟରେ କଣ ହୋଇଥାଏ ତାହା କହିବାକୁ ଯାଉଛୁ । ଏହି ଘଟଣା ଟି କର୍ଣ୍ଣାଟକର ନାଗର ହୋଲ ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରେଜାର୍ଟ ରେ ଗୋଟେ ବାଘ କୁ ରାସ୍ତାରେ ଯାଉଥିବା ସମୟରେ ଏକ ବିଶାଳକାୟ ଅଜଗର ଦେଖିବାକୁ ମିଳିଥିଲା ।

ସେଠାରେ ଥିବା କିଛି ଲୋକ ମାନେ ବାଘ ଓ ଅଜଗର ମଧ୍ୟ ରେ ଲଢେଇ ହେବ ନେଇ ଭ-ୟଭୀତ ହୋଇଥିଲେ । ଏହା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ମାନେ ଏହାର ଭିଡିଓ ରେକର୍ଡ କରିବା ଆରମ୍ଭ କରି ଦେଲେ ।

କିନ୍ତୁ ଲୋକ ମାନେ ଯାହା ଭାବି ଥିଲେ ଠିକ ତାର ଓଲଟା ପରିଣାମ ସେମାନେ ଦେଖିବାକୁ ପାଇଲେ । ଏହି ଭିଡିଓ ରେ ବାଘ ଅଜଗର କୁ ଦେଖି ନିଜର ଚତୁରତା ପ୍ରମାଣ ନ କରି ଅଜଗର ପଛ ପଟ ଦେଇ ସେଠାରୁ ଚାଲି ଯାଇଥିଲା । ବାଘ ସବୁ ପଶୁ ମାନଙ୍କର ରାଜା ହୋଇଥାଏ ।

କିନ୍ତୁ ଏଠାରେ ଏହା ସ୍ପଷ୍ଟ ହେଉଛି ଯେ ବାଘ ଅଜଗର କୁ ଦେଖିବା ପରେ ନିଜର ଚତୁରତା ଦେଖାଇବାକୁ ମନ କଳା ନାହି । ବୋଧ ହୁଏ ବାଘ ଏତେ ବିଶାଳକାୟ ଅଜଗର ସାପ କୁ ଦେଖି ଡଋ ଯାଇଥିଲା । ଏମିତି ବି ହୋଇପାରେ ବାଘ ତା ମନରେ ଅନ୍ୟ କିଛି ଚିନ୍ତା ଧାରା ନେଇ ସେଠାରୁ ପଳାୟନ କରିଲା ।

ତେବେ ଯାହା ହେଉ ନାଁ କାହିଁକି ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ସାପ ଓ ବାଘ ମଧ୍ୟ ରେ କେବେ ବି ଦୁଶମନୀ ହୋଇପାରେ ତ ଆଉ କେବେ ମିତ୍ରତା ହୋଇପାରେ । ମିତ୍ରତା ହେବା କହିବା ଠିକ ହେବ ନାହି କିନ୍ତୁ ଶତ୍ରୁତା ହେବା ସ୍ଵାଭାବିକ କଥା ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *