ଚ୍ୟାଲେଞ୍ଜ! ଏହି ଭିଡିଓ ଦେଖି ନିଜ ହସ ଅଟକାଇ ଦେଖାନ୍ତୁ- ଥରେ ଦେଖିଲେ, ନ ହସି ରହିପାରିବେନି

ଆପଣ ମୋବାଇଲ ରେ ବହୁତ ପ୍ରକାର କ୍ରାଇମ ଓ ବଲୀଉଡ ଖବର ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଲଗା ଦେଖେଇବା ପାଇଁ ଚାହୁଁଛୁ । କୁହା ଯାଏ ଯେ ଦୁନିଆରେ ହସିବା ବହୁତ ଜରୁରୀ ଅଟେ, ଏହା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପଡିଥାଏ ଓ ବୟସ ମଧ୍ୟ ଲମ୍ବା ହୋଇ ଯାଏ । ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବାକୁ ଯାଉଛୁ ତାହା ଲୋକଙ୍କ ହସିବା ପାଇଁ ବନା ଯାଇଛି ।

ସର୍ବ ପ୍ରଥମେ ଗୋଟେ ବର କନ୍ୟା ଚର୍ଚ ରେ ବିବାହ ପାଇଁ ଆସୁଛନ୍ତି ଓ ଦୁହେଁ ଗାଡିରୁ ଅଲହଉଛନ୍ତି ଏହା ପରେ ଦୁହେଁ ଚର୍ଚ ଆଡୁକୁ ଯାଉଛନ୍ତି ଓ ଲୋକ ତାଙ୍କ ଉପରେ ସ୍ଵାଗତ ଫୁଲ ପକାଉଛନ୍ତି ।

ହଟାତ କଉଠୁ ଗୁଳି ଶବ୍ଦ ସୁବିଲା ଯାହା ଦ୍ଵାରା ବର ଡଋ ଯାଉଛି ଓ କନ୍ୟାକୁ କୋଳରେ ଧରି ଦଉଛି କିନ୍ତୁ ଏହା ପରେ ବର ଯାହା କରୁଛି ତାହା ଦେଖି ଆପଣ ହସି ହସି ଗାଡି ଯିବେ । ଏହା ପରେ ବର କନ୍ୟାକୁ କଚଡା ରେ ଫୋପାଡି ଦଉଛି, ଏହା ଦେଖି ଲୋକଙ୍କ ହସି ହସି ପେଟ ଦରଜ ହୋଇ ଯାଇଛି । ଦୁତୀୟ ଭିଡିଓ ଯେଉଁଠି ଗୋଟେ ଝିଅ ଠିଆ ହୋଇ ଏଟିଏମ ମଶିନ ରୁ ଟଙ୍କା ବାହାର କରୁଛି, ଝିଅ ପଛରେ ଗୋଟେ ଛୋଟ ପୁଅ ଓ ଗୋଟେ ଛୋଟ ଝିଅ ଠିଆ ହୋଇଥିଲେ ।

ସେତିକି ବେଳେ ସେଠି ଗୋଟେ ବଡ ପୁଅ ଆସୁଛି ଓ ବଡ ଝିଅ ପଛରେ ଠିଆ ଥିବା ଦୁଇଟି ଛୋଟ ଛୁଆଙ୍କୁ ସାଇଡ କରି ନିଜେ ଝିଅ ପଛରେ ଠିଆ ହୋଇ ଯାଉଛି, ଯାହା ପରେ ଛୋଟ ପୁଅ ଚଗଲାମି କରୁଛି ଓ ବଡ ଝିଅ ପଛରେ ମାରି ଦଉଛି ଯାହା ପରେ ଝିଅ ବୁଲିକି ଅନେଇଲା ବେଳେ ବଡ ପୁଅକୁ ଦେଖୁଛି ଓ ନିଜ ସହ ଖରାପ ବ୍ୟବହାର କରିବା ପାଇଁ ବଡ ପୁଅକୁ ଜାବଡା ମାରି ଦଉଛି ।

ତୃତୀୟ ଭିଡିଓ ରେ ଗୋଟେ ଝିଅ କାରରୁ ବାହାରୁଛି ଓ ଝିଅକୁ ପକେଇବା ପାଇଁ ପୁଅ ରାସ୍ତାରେ ଗଛ ରଖି ଦଉଛି ଯାହା ଦ୍ଵାରା ଝିଅ ପଡି ଯାଉ କିନ୍ତୁ ଯାହା ହେଲା ତାହା ଜାଣିବା ପାଇଁ ଆପଣଙ୍କୁ ଏହି ଭିଡିଓ ଦେଖିବାକୁ ପଡିବ ଓ ନିଜ ହସ ସମ୍ଭାଳିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *