ଏମିତି କୁହାଯାଇଥାଏ କି ଏକ ମାଆ ପାଇଁ ତା ପୁଅ ଠାରୁ ବଡ ଆଉ କେହିହୋଇନଥାନ୍ତି । କିନ୍ତୁ କୌଣସି ବି ମହିଳା କୁ ବିବାହ ପରେ ପୁତ୍ରର ପ୍ରାପ୍ତି ନିଜ ସ୍ଵାମୀ ଦ୍ଵାରା ହୋଇଥାଏ । ସେ ସ୍ଵାମୀ ଯିଏ ତା ସହିତ ଜନ୍ମ ଜନ୍ମ ରହିବା ପାଇଁ କଥା ଦେଇଥାଏ ଏହା ସହିତ ସେ ସ୍ଵାମୀ ନିଜ ସ୍ତ୍ରୀ ସହିତ ସବୁ ଦୁଖଃ ସୁଖ ବାଣ୍ଟି ଥାଏ । ଏମିତି କୁହାଯାଇଥାଏ କି ମହିଳାଙ୍କ ପାଇଁ ଯେମିତି ତାଙ୍କ ପୁତ୍ର ମୁଖ୍ୟ ହୋଇଥାଏ ସେମିତି ହିଁ ମହିଳାମାନଙ୍କୁ ନିଜ ଜୀବନସାଥୀ ର ବି ସେହି ପରି ଜରୁରତ ହୋଇଥାଏ ।
ଯିଏ ତାର ସମସ୍ୟାକୁ ଭଲ ଭାବରେ ବୁଝି ପାରିବ ଏବଂ ସେ କହିଥିବା କିଛି କଥାକୁ ଆପଣାଇଥାଏ । ବିବାହ ପରେ ମହିଳା ଏବଂ ପୁରୁଷ ମାନଙ୍କ ଉପରେ ବହୁତ ଜିମେଦାରି ବଢି ଯାଇଥାଏ ।
ବିବାହ ପୂର୍ବରୁ ସେ ନିଜର ଦାଇତ୍ଵ ନେଇଥାଏ କିନ୍ତୁ ସେହି ବିବାହ ପରେ ସେ ତା ସ୍ଵାମୀ ର ବି ଦାୟିତ୍ଵ ନେଇଥାଏ । ତାଙ୍କୁ ନିଜର ବଂଶ ବଢାଇବା ପାଇଁ ଏକ ସନ୍ତାନ ର ଆବଶ୍ୟକ ହୋଇଥାଏ ,ଏଥିପାଇଁ ମହିଳା ଏବଂ ପୁରୁଷ ଉଭୟଙ୍କୁ ସମଭୋଗ କାରଣରୁ ସନ୍ତାନ ର ଉତ୍ପତି ହୋଇଥାଏ । ଏହା ସୃଷ୍ଟିର ନିୟମ ଅଟେ କି ସ୍ତ୍ରୀ ବିନା କୌଣସି ବି ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇପାରିବ ନାହିଁ ସେହି ପୁରୁଷ ବିନା ବି କୌଣସି ମହିଳା କୌଣସି ବି ସନ୍ତାନକୁ ଜନ୍ମ ଦେଇପାରିବ ନାହିଁ । ମହିଳା ଏବଂ ପୁରୁଷଙ୍କୁ ନିଜ ବଂଶ ବଢାଇବା ପାଇଁ ସାଥି ହୋଇ ଆସିବାର ଜରୁରତ ଅଛି । କିନ୍ତୁ ମୁ ଯଦି କହିବି କି ଗୋଟେ ଏମିତି ଗାଁ ଅଛି ଯେଉଁଠି ମହିଳାମାନେ ପୁରୁଷଙ୍କ ବିନା ଗର୍ଭବତୀ ହେଇଯାଉଛନ୍ତି । ଆପଣ ଆଶ୍ଚଜ୍ୟ ହୋଇଗଲେନା ,ସତରେ ଏକ ଏମିତି ଗାଁ ଅଛି ଯେଉଁଠି ମହିଳାମାନେ ପୁରୁଷଙ୍କ ବିନା ସନ୍ତାନକୁ ଜନ୍ମ ଦେଉଛନ୍ତି ।
ଯେଉଁ ଗାଁ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାହା ହେଉଛି ଏକ ରହସ୍ୟମୟ ଗାଁ । ଆପଣ ଜାଣି ଆଶ୍ଚଜ୍ୟା ହେବେ କି ସେହି ଗାଁ କୁ ୨୭ ବର୍ଷ ହେଲା କୌଣସି ବି ପୁରୁଷ ସେଟାକୁ ଯାଇନାହାଁନ୍ତି । ଏବେ ଆପଣଙ୍କ ମୁଣ୍ଡରେ ଏହି ପ୍ରଶ୍ନ ଥିବା କି ଯଦି ୨୭ ବର୍ଷ ହେଲା କୌଣସି ବି ପୁରୁଷ ସେହି ଗାଁ କୁ ଯାଇନାହାଁନ୍ତି ତାହେଲେ ସେଠାରେ ଥିବା ମହିଳାମାନେ ପ୍ରଗନେଟ କେମିତି ହେଉଛନ୍ତି । ଏହା ସହିତ ଏହି ରହସ୍ୟମୟ ଗାଁ ର ଖାସ କଥା ଏହାକି ଏହି ଗାଁ ରେ କେବଳ ମହିଳାମାନେ ରୁହନ୍ତି ଯେଉଁଠି ମହିଳାମାନଙ୍କ ଛଡା କୌଣସି ପୁରୁଷଙ୍କୁ ଦେଖିବାକୁ ପାଇବା ନାହିଁ । ଏହି ଗାଁ କଣ୍ଟାର ତାର ଦ୍ଵାରା ଘେରା ଯାଇଛି ଏହା ଶବର ମାନଙ୍କର ଉମଉଜା ଗାଁ ।
କେନିୟା ର ଏହି ଗାଁ ଦୁନିଆର ସବୁଠାରୁ ଅନୋଖା ଏବଂ ରହସ୍ୟମୟ ଗାଁ ଯିଏ ନିଜ ଭିତରେ କେତେ ରାଜ ଏବଂ କେତେ ପ୍ରଶ୍ନ ର ଉତ୍ତର କୁ ଘେରି ହୋଇଛି । ଏହି ଗାଁ ହୁ ଏହି କାରଣରୁ ଜାଣାଯାଇଥାଏ କାରଣ ଏହି ଗାଁ ରେ ମହିଳାମାନଙ୍କ ଛଡା ପୁରୁଷଙ୍କର ଆସିବା ସିଧା ଭାବେ ମନା ହୋଇଛି । ଏବଂ ପୁରୁଷଙ୍କ ବିନା ଏଠାରେ ମହିଳାମାନେ ପ୍ରେଗନେଟ ହେଉଛନ୍ତି । ପାଖାପାଖି ୨୭ ବର୍ଷ ରୁ ଏହି ଗାଁରେ ମହିଳାମାନେ ହିଁ ରହିଆସୁଛନ୍ତି । ଏହା ଏଥିପାଇଁ କାରଣ ୧୯୯୦ ମସିହାରେ ଏହି ଗାଁକୁ ୧୫ ଏମିତି ମହିଳାମାନଙ୍କ ପାଇଁ ତିଆରି କରାଯାଇଥିଲା ଯାହାକୁ ବ୍ରିଟିଶ ଯବାନ ମାନେ ରେପ କରିଥିଲେ । ଏହା ପରେ ଏହି ଗାଁ ପୁରୁଷମାନଙ୍କର ହିଂସାର ଶିକାର ହୋଇଥିବା ମହିଳାମାନଙ୍କର ଠିକଣା ହୋଇଗଲା । ତାହା ପରଠାରୁ ଏହି ଗାଁ ରେ କେବଳ ମହିଳା ମାନଙ୍କର ବାସ ହୋଇଗଲା । ଯାହା ପରେ ଏହି ଗାଁ ରେ ମହିଳା ମାନଙ୍କର ହିଁ ରାଜ ଚାଲୁଛି । ଏହି ମହିଳା ରାତିରେ ଲୁଚି ଛପି ଗାଁ ବାହାରକୁ ଯାଉଛନ୍ତି ଏବଂ ନିଜ ପସନ୍ଦର ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରାଖୀ ଆସିଥାନ୍ତି ଯେଉଁ କାରଣରୁ ସେ ପ୍ରେଗନେଟ ହୋଇଥାନ୍ତି ।