ଜାସୁସ ଖେଳ : ଚିତ୍ର ରେ ହିଁ ଅଛି ଏହାର ପ୍ରମାଣ, ଖୋଜି କୁହନ୍ତୁ ଏହା ମର୍ଡର ନା ଆତ୍ମହତ୍ୟା ?

ଆପଣ ସମସ୍ତେ ଟିବି ବା ଫିଲ୍ମ ରେ ଜାସୁସ ବିଷୟରେ କାହାଣୀ ଦେଖିଥିବେ, ଏହି ଜାସୁସମାନଙ୍କ କାମ ଏହା ଯେ କାହା ମର୍ଡର ରହସ୍ୟରୁ ପର୍ଦା ଉଠାଇଥାଏ ଓ ସତ ସାମ୍ନାକୁ ଆସିଥାଏ । ଏମିତି ଡିଟେକ୍ଟିଭ ଫିଲ୍ମ ଆପଣ ମଧ୍ୟ ଦେଖିଥିବେ ଓ ତାହା ଦେଖି ଆପଣ ମଧ୍ୟ ନିଜ ମୁଣ୍ଡ ଖର୍ଚ କରୁଥିବେ ଓ ନିଜ ପାଖରେ ବସିଥିବା ସାଙ୍ଗକୁ ଆପଣ ବହୁତ ସାନରେ କୁହନ୍ତି ଯେ “ଭାଇ ହତ୍ୟା ସେହି କଳା କୋର୍ଟ ମଣିଷ ଟେ କରିଚି, ଦେଖିବୁ ଜଣା ପଡିବ”।

କେତେକ ଥର ଆମ ସନ୍ଦେହ ସଠିକ ହୋଇଥାଏ ଓ ଆରୋପି ସେହି ଲୋକ ହୋଇଥାଏ ଯାହାକୁ ଆମେ କହିଥାଉ କିନ୍ତୁ କେତେକ ଥର ଆମ ନିଶାନା ଭୁଲ ଥାଏ ଓ ଆରୋପି ଆଉକିଏ ଥାଏ ।

ଏହି ଚିତ୍ରାକୁ ଧ୍ୟାନଦେଇ ଦେଖନ୍ତୁ ଓ ଏହା ଗୋଟେ ଜାସୁସ ଖେଳ ଅଟେ, ଏହି ଖେଳ ଭିତରେ ଆମେ ଆପଣଙ୍କୁ ଚିତ୍ର ଦେଖେଇବୁ ଓ ଆପଣ ସବୁତ ଖୋଜିବା ପାଇଁ ପ୍ରୟାଶ କରିବେ, ସବୁତ ପାଇଲା ପରେ ଆପଣଙ୍କୁ ନିଶ୍ଚୟ କରିବାକୁ ପଡିବ ଯେ କଣ ହୋଇଛି ?

ଚିତ୍ର ଦେଖି କୁହନ୍ତୁ ଯେ ଏହା ମର୍ଡଅର ଅଟେ ବା ଆତ୍ମହତ୍ୟା ?

ଚିତ୍ର ରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ଲୋକ ଚେୟର ଉପରେ ବସିଛି ଓ ସେହି ଲୋକ ମରି ଯାଇଛି । ଏହି ମଣିଷକୁ ଧ୍ୟାନ ଦେଇ ଦେଖନ୍ତୁ ଓ ତା ଆଖ ପାଖ ଜିନିଷ କି ପରି ଖେଳା ହୋଇ ପଡିଛି ତାହା ମଧ୍ୟ ଦେଖନ୍ତୁ । ଭଲ ଭାବରେ ଦେଖି ଚାହିଁ ନିଷ୍ପତ୍ତି କରନ୍ତୁ, ଆପଣଙ୍କୁ ଆମେ ଏହା ମଧ୍ୟ କହିବାକୁ ଚାହୁଁଛୁ ଯେ ଏହି ହତ୍ୟାକାଣ୍ଡକୁ ସୋଲଭ କରିବା ପାଇଁ ୯୯% ଲୋକ ହାରି ଯାଇଛନ୍ତି ତେବେ ଦେଖିବା ଆପଣ କଣ କରୁଛନ୍ତି ।

ଏହା ହେଲା ଚିତ୍ର ସତ୍ୟତା :

– ମଦ ବୋତଲ ଭାଙ୍ଗି ପଡିଛି ତା ମାନେ ମଲା ମଣିଷ ମଦ ପିଥିଲା ।

– ଘର ଏହି ପରି ଖେଳା ହୋଇଛି ତା ମାନେ ମଲା ମଣିଷ ବହୁତ ରାଗ ରେ ଥିଲା ।

– ବାହାରେ ଦଉଡୁ ଥିବା ଲୋକ ଉପରେ ପ୍ରାୟତଃ ସମସ୍ତେ ସନ୍ଦେହ କରିବେ କିନ୍ତୁ ଲୋକ ଗଛ ପାଖରେ ଥିଲା ବୋଲି ତା ପାଦ ଚିହ୍ନ ଅଛି କିନ୍ତୁ ରୁମରେ ଆସିବା ବା ଯିବା ଚିହ୍ନ ନାହିଁ ।

– ଟେବଲ ଉପରେ ରକ୍ତ ଓ ତଳେ ରକ୍ତ ପଡିଛି ଓ ଗନ ହାତ ସାମ୍ନାରେ ପଡିଛି ।

– କାନ୍ଥ ଉପରେ ଲାଗିଥିବା ଚାର୍ଟ ଏହା ସଂକେତ ଦଉଛି ଯେ ସେହି ଲୋକ କମ୍ପାନୀ ବୁଡି ଯାଇଛି ଯାହା ପାଇଁ ସେ ବହୁତ ଚିନ୍ତିତ ଥିଲା ।

ସଠିକ ଉତ୍ତର :

ଉପରେ ଥିବା ସବୁ ସବୁତ ଅନୁଯାଇ ଚିତ୍ର ରେ ଥିବା ଲୋକ ଆତ୍ମହତ୍ୟା କରିଛନ୍ତି ।

Leave a Reply

Your email address will not be published. Required fields are marked *