କରୋଡପତି ଙ୍କୁ ବି ଭିକାରି କରିପାରେ ଏହି ୭ଟି ଜିନିଷ, ଯଦି ଏଥିରୁ ଗୋଟିଏ ବି ଘରେ ଅଛି ତାହେଲେ ତୁରନ୍ତ ଫୋପାଡି ଦିଅନ୍ତୁ

କୁହାଯାଏ କି ଭାଗ୍ୟ ଏକ ଏମିତି ଜିନିଷ ହୋଇଥାଏ ,ଯାହା କେବେବି ବଦଳି ଯାଏ ,ଏହା କେହି କହିପାରିବେ ନାହିଁ । ଯେମିତି କି ଯଦି ବ୍ୟକ୍ତିର ଭାଗ୍ୟ ତା ସହିତ ନଥାଏ ତାହେଲେ କୋରୋଡପତି ମଣିଷ ବି ଭିକାରି ହୋଇଯାଏ । ଯଦି ଆମେ ଜ୍ୟୋତିଷମାନଙ୍କର କଥା ମାନିବା ତାହେଲେ କେତେ ଥର ବାସ୍ତୁ ଦୋଷ କାରଣରୁ ବ୍ୟକ୍ତିର ଭାଗ୍ୟ ଖରାପ ହେଇପାରେ । ଏଥିପାଇଁ ଯଦି ଆପଣ ଚାହୁଁ ନାହାଁନ୍ତି କି ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ହେଉ ତାହେଲେ ଆଜି ହିଁ ଏହି ଜିନିଷକୁ ଘରୁ ବାହାର କରିଦିଅନ୍ତୁ ।

ଆପଣଙ୍କର ବିଗିଡି ଥିବା ଭାଗ୍ୟକୁ ସଜାଡି ଦିଅନ୍ତୁ । ଚାଲନ୍ତୁ ଏବେ ଆପଣଙ୍କୁ କହିବୁ କି ଆପଣ ଆପଣଙ୍କର ବିଗିଡି ଯାଇଥିବା ଭାଗ୍ୟକୁ କିପରି ସଜାଡିବେ ।

୧ -ଫଟା ବାସନ

କେତେ ଥର ଏମିତି ହୋଇଥାଏ କି ଆମେ ଭାଙ୍ଗିଯାଇଥିବା ବାସନକୁ ଘରର ଏକ କୋଣରେ ସମ୍ଭାଳି କରି ରଖିଥାଉ ଏବଂ ଭୁଲି ଯାଇଥାଉ । ଆପଣଙ୍କୁ ଜଣାଇଦଉଛୁ କି ଏହି ଭାଙ୍ଗି ଯାଇଥିବା ବାସନ ଆମ ଘର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ମହାଲକ୍ଷ୍ମୀ ଆମ ଘର ଉପରେ ନାରାଜ ହୋଇଯାନ୍ତି । ଏହା ପାଇଁ ଆମ ଘରକୁ ଗରିବର ଆଗମନ ବି ହୋଇଥାଏ । ଏହି ଭଙ୍ଗା ବାସନ ପାଇଁ ହିଁ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏଥିପାଇଁ ଯଦି ଆପଣଙ୍କ ଘରେ ଏମିତି କିଛି ଭଙ୍ଗା ବାସନ ଅଛି ତାହେଲେ ତାକୁ ଜଲ୍ଦି ଫୋପାଡି ଦିଅନ୍ତୁ ।

୨ -ଭାଙ୍ଗି ଯାଇଥିବା କାଚ

ଯଦି ଆପଣଙ୍କ ଘରେ କୌଣସି ଜାଗାରେ ଭାଙ୍ଗି ଯାଇଥିବା କାଚ ଅଛି ତାହେଳୀ ତାହାକୁ ଜଲ୍ଦି ବାହାରେ ଫୋପାଡି ଦିଅନ୍ତୁ । କାରଣ ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବାସ କରିଥାନ୍ତି । ଏହାଛଡା ଯଦି ଆପଣଙ୍କ ଘରର ଆଇନାର କାଚ ଭାଙ୍ଗି ଯାଇଛି ଲାହେଲେ ତାକୁ ଜଲ୍ଦି ଠିକ କରନ୍ତୁ । କୁହାଯାଇଥାଏ କି ଭଙ୍ଗା କାଚ ଅଶୁଭର ସଂକେତ ହୋଇଥାଏ । ଏଥିପାଇଁ ପରିବାରର ସଦସ୍ଯଙ୍କୁ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

୩ -ବନ୍ଦ ହୋଇଯାଇଥିବା ଘଣ୍ଟା

ବାସ୍ତୁ ଆନୁସାରେ ଆମ ଘରର ଘଣ୍ଟାର ସ୍ଥିତି ଉପରେ ଆମ ପରିବାରର ଉର୍ନତି ନିର୍ଭର କରିଥାଏ । ଯଦି ଘରେ ବନ୍ଦ ଘଣ୍ଟା ଥାଏ ତାହେଲେ ଘରର ଉର୍ନତି କେବେବି ହୋଇନଥାଏ ,କାରଣ ଏଥିରେ ଆପଣଙ୍କର ଘର ପରିବାର କୌଣସି ବି କାମ ଠିକରେ ହୋଇନଥାଏ ।

୪ -ଭାଙ୍ଗି ଯାଇଥିବା ଫଟୋ

ଯଦି ଘରେ ଭାଙ୍ଗି ଯାଇଥିବା ଫଟୋ ଅଛି ତାହେଲେ ଏହାକୁ ବି ଜଲ୍ଦି ହଟାଇ ଦିଅନ୍ତୁ ,କାରଣ ଏଥିରେ ବି ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

୫ -ଭାଙ୍ଗି ଯାଇଥିବା କବାଟ

ଯଦି ଘରର କୌଣସି କବାଟ ଭାଙ୍ଗିଯାଇଥାଏ ତାହେଲେ ଏହାକୁ ଜଲ୍ଦି ଠିକ କରିଦିଅନ୍ତୁ । କାରଣ ଭାଙ୍ଗି ଯାଇଥିବା କବାଟ କାରଣରୁ ଆପଣଙ୍କ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

୫ -ଫର୍ନୀଚର

ଆପଣଙ୍କ ଘରର ଫର୍ନୀଚର ଏକଦମ ଠିକ ରହିବା ଦରକାର ,କାରଣ ବାସ୍ତୁ ଅନୁସାରେ ଭଙ୍ଗା ଫର୍ନୀଚର ର ଖରାପ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡିଥାଏ । ଯାହା ପାଇଁ ଆପଣଙ୍କ ଜୀବନରେ ଆର୍ଥିକ ପରିସାନି ଆସିଥାଏ ।

୬ -ଭଙ୍ଗା ମୂର୍ତି

ଭାଙ୍ଗିଯାଇଥିବା ମୂର୍ତି ବା ଭଙ୍ଗା ସୋପିସ ଘରେ କେବେବି ରଖିବା ଉଚିତ ନୁହେଁ । ଯଦି ଭଗବାନ ଙ୍କର କୌଣସି ମୂର୍ତି ଭାଙ୍ଗି ଯାଇଛି ତାହେଲେ ତାହାକୁ ପାଣିରେ ବିସର୍ଜନ କରିଦିଅନ୍ତୁ ,ହେଲେ କେବେବି ଘରେ ରଖନ୍ତୁ ନାହିଁ ।

ଆମେ ଭାବୁଛୁ କି ଆପଣ ଏହି କଥାର ଧ୍ୟାନ ରଖିବେ ଏବଂ ଆପଣଙ୍କ ଘରୁ ଏହି ଜିନିଷକୁ କାଢି ଦେବେ ।

Leave a Reply

Your email address will not be published. Required fields are marked *