ହନିମୁନ ଯିବା ସମୟରେ ରଖନ୍ତୁ ଏହି ୭ଟି କଥାର ଧ୍ୟାନ- ଦେଖିବେ ଏହା ଆପଣଙ୍କ ପାଇଁ ହେବ ବହୁତ ଖାସ

ଏକ ବିବାହିତା ଯୋଡି ଙ୍କ ପାଇଁ ହନିମୁନ ବହୁତ ଖାସ ଜିନିଷ ହୋଇଥାଏ । ଅଥବା ଆପଣ ଏହି ହନିମୁନରେ ବିବାହ ପରେ ପରେ ଯାଅ କି ବିବାହର କିଛି ବର୍ଷ ପରେ ଆଉଥରେ ଯାଉଛନ୍ତି । ଆପଣଙ୍କ ଜୀବନର ପ୍ରତୀଟି ହନିମୁନ ଆପଣଙ୍କର ସୁବର୍ଣ ଭାବନାରେ ବନ୍ଦୀ ହୋଇଯାଇଥାଏ । ଏମିତିରେ ସବୁ ସୁନ୍ଦର କପୁଲ ନିଜର ହନିମୁନକୁ ଖାସ ଏବଂ ଅଭୁଲା କରିବାକୁ ଚାହାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ କହିବୁ ଯାହା ଆପଣଙ୍କର ହନିମୁନ ଟ୍ରିପକୁ ସ୍ପେଶାଲ ଏବଂ ଅଭୁଲା କରିଦେବ ।

୧ -ଠିକ ପ୍ୟାକିଙ୍ଗ

ଯେତବେଳେ ବି ହନିମୁନ ପାଇଁ ଘରୁ ବାହାରୁ ଛନ୍ତି ତାହେଲେ ଆପଣଙ୍କ ସହିତ ଜରୁରୀ ଥିବା ସବୁ ଜିନିଷ ଭାବିକି ରଖନ୍ତୁ । ଏଥିରେ କଣ୍ଡୋମ ର ପ୍ଯାକେଟ ,ସୁନ୍ଦର ଇନର ବେୟର ,ପାଗ ହିସାବରେ କପଡା ଇତ୍ୟାଦି ଜିନିଷ ସାମିଲ ହୋଇଥାଏ ।

୨ -ହନିମୁନ ଲୋକେସନ

ଆପଣ ଆପଣଙ୍କ ହନିମୁନ ପାଇଁ କେଉଁ ଲୋକେସନ ଠିକ କରିଛନ୍ତି ତାହା ବି ବହୁତ ମାୟନେ ରଖିଥାଏ । ଆମେ ଆପଣଙ୍କୁ ପରାମର୍ଶ ଦେବୁ କି କୌଣସି ମେଟ୍ରୋ ସହର ଜାଗାରେ ପ୍ରାକୃତିକ ଏବଂ ପାହାଡ ବାଲା ଜାଗାକୁ ଯାଆନ୍ତୁ । ଏପରି ଜାଗା ବହୁତ ରୋମନ୍ଥିକ ହୋଇଥାଏ ।

୩ -ଲାଇଟିଙ୍ଗ ଏବଂ ଡିନର

ଆପଣଙ୍କ ହନିମୁନକୁ ଖାସ କରିବା ପାଇଁ ଆପଣଙ୍କ ରୁମକୁ ସୁନ୍ଦର ଭାବେ ସଜାନ୍ତୁ ,ରଙ୍ଗ ବେରଙ୍ଗର ର ଲାଇଟିଙ୍ଗ ଏବଂ ସୁନ୍ଦର ଫୁଲରେ ସଜାଇ ଦିଅନ୍ତୁ । ଏହା ଆପଣ ଦୁଇଜଣଙ୍କ ମୁଡ କୁ ଆହୁରି ଅଧିକ ରାମାଣ୍ଟିକ କରିବାରେ ସାହାଜ୍ଯ କରିବ ।

୪ -ସାନଦାର ଡିନର

ରାତିରେ ଆପଣଙ୍କ ପାଟନର ସହିତ ରୋମାନ୍ସ କରିବା ପୂର୍ବରୁ ଏକ ସାନଦାର ଡିନର ପାର୍ଟି ବି ଦେଇପାରିବେ । ଏହି ଡିନରରେ ଆପଣ କିଛି ଏମିତି ଆଇଟମ ଅଡର କରନ୍ତୁ ଯାହା ଆପଣ ଘରେ ଖାଉ ନଥିବେ । ଏହା ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କୌଣସି ରୋମାଣ୍ଟିକ ଜାଗାରେ ଡିନର କରିବେ ନା ରୁମ ଭିତରେ ରୋମାନ୍ସ କରି ଡିନର କରିବେ ।

୫ -ବାହାର ଦୁନିଆଠାରୁ ଦୂରେଇ ଯାଆନ୍ତୁ

ହନିମୁନରେ କେବଳ ଆପଣଙ୍କର ଏବଂ ଆପଣଙ୍କର ପାର୍ଟନରଙ୍କ ବିଷୟରେ ଭାବିବା ଦରକାର । ଏଥିପାଇଁ ଆପଣ ଆପଣଙ୍କର ମୋବାଇଲ ଫୋନର ଇନ୍ଟାରନେଟ ବନ୍ଦ କରିଦିଅନ୍ତୁ ଏବଂ ଆପଣଙ୍କାର ଫୋନ କୁ ସାଇଲେନ୍ଟ କରି ରଖିଦିଅନ୍ତୁ । ଏହା ଫଳରେ ଆପଣ କେବଳ ଆପଣଙ୍କ ରୋମାନ୍ସ ଉପରେ ଧ୍ୟାନ ଦେଇ ପାରିବେ ।

୬ -ରୂମର ଚେକିଙ୍ଗ

ଆଜିକାଲି ଏମିତି ବି କିଛି ହୋଟେଲ ଅଚଚି ଯେଉଁଠି କି ହନିମୁନ ରୁମରେ କ୍ୟାମେରା ଲଗାଇଦେଉଛନ୍ତି । ସେଥିପାଇଁ ଆପଣ କୌଣସି ରୁମ ନେବା ଆଗରୁ ତାହାକୁ ଭଲ ଭାବରେ ଚେକ କରିଦିଅନ୍ତୁ ।

୭ -ହସି ମଜା ମସ୍ତି କରନ୍ତୁ

ଏହି ହନିମୁନ ଆପଣ ଦୁଇଜଣଙ୍କୁ ଆହୁରି ବି ପାଖକୁ ଆଣିଥାଏ । ଏଥିପାଇଁ ଏହାକୁ କେବଳ ଶାରୀରିକ ସମ୍ପର୍କ ଭିତରେ ସୀମିତ ନ ରାଖୀ ହସ ,ଖୁସି ,ମଜା ମସ୍ତିରେ ଇତ୍ୟାଦି କରନ୍ତୁ ।

Leave a Reply

Your email address will not be published. Required fields are marked *