ଏହି ବିଦ୍ୟାଳୟ ପରମ୍ପରା ଅଲଗା ଅଟେ ଏଠାରେ ଅଧ୍ୟାପକ ଛୁଆ ଗୋଡ ଛୁଇଁ ଆଶୀର୍ବାଦ ନିଅନ୍ତି, ଜାଣନ୍ତୁ ଏହାର କାରଣ

ପ୍ରାଚୀନ ସମୟରୁ ଗୁକୃକୁ ଭଗବାନ ସହ ସମାନ ବୋଲି କୁହାଯାଇଛି ଓ ଏହି କାରଣ ପାଇଁ ଗୁରୁ ସବୁବେଳେ ଉଞ୍ଚ ରେ ରୁହନ୍ତି ଓ ଛୁଆ ତାଙ୍କ ପାଦ ଛୁଇଁ ଆଶିରବାଦ ନେଇଥାନ୍ତି । ଗୁରୁ ଆଶିରବାଦ ଦ୍ଵାରା ଶିଷ୍ୟ ତାଙ୍କ ଲକ୍ଷ ପ୍ରାପ୍ତି କରନ୍ତି ଓ ଗୁରୁ ଦ୍ଵାରା ଶିଷ୍ୟ ନିଜ ଜୀବନ ରେ ବହୁତ ଆଗକୁ ଯାଇଥାନ୍ତି । ଏମିତି କଲେ ଶିଷ୍ୟ ଉପରେ ଭଗବାନଙ୍କ ଉପରେ ଆଶୀର୍ବାଦ ଥାଏ, କିନ୍ତୁ ଏବେ ଆଧୁନିକ ନା ରେ ଏହି ସଭ୍ୟତା ସମାପ୍ତ ହୋଇଚାଲିଛି ।

ଏବେ ବି କେତେ ଜାଗା ଅଛି ଯେଉଁଠାରେ ଏହି ପରମ୍ପରା ଏବେ ବି ଅଛି ଓ ଶିକ୍ଷକ ଓ ଶିଷ୍ୟ ମଧ୍ୟ ରେ ଭାବନା ସମ୍ପର୍କ ଅଛି ଓ ଶିଷ୍ୟ ନିଜ ଶିକ୍ଷଙ୍କୁ ସମାନ ମଧ୍ୟ ଦିଅନ୍ତି ।

ହିନ୍ଦୁ ଧର୍ମ ରେ ଅନନ୍ତ କାଳ ଧରି ଏହି ପରମ୍ପରା ଅଛି ଯେ ବଡ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନବା ଉଚିତ ଓ ଏହା ଦ୍ଵାରା ଆପଣଙ୍କୁ ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଯାହା ଆପଣଙ୍କ କାମ ସହଜ କରିଥାଏ । ଏହାକୁ ସମାନ ପ୍ରତୀକ ମଧ୍ୟ କୁହାଯାଏ, ଏହି ପରମ୍ପରା ଅନୁଯାଇ ମାଁ, ବାପା, ଗୁରୁ, ଶିକ୍ଷକ ଇତ୍ୟାଦି ଅନ୍ୟ ବରିଷ୍ଠ ଲୋକଙ୍କ ପାଦ ଛୁଇଁବା ଉଚିତ ବୋଲି କୁହା ଯାଇଛି । ଆମେ ଆମ ଛୁଆଙ୍କୁ ବି ଏହି ସଂସ୍କାର ଦେଇଥାଉ ଯେ ବଡ ଲୋକଙ୍କ ପାଦ ଛୁଇଁ ଆଶୀର୍ବାଦ ନବା ଭଲ ଅଟେ ।

କିନ୍ତୁ ଏହାର ବିପରୀତ ପରମ୍ପରା ଓ ମାନ୍ୟତା ମୁମ୍ବାଇ ର ଗୋଟେ ସ୍କୁଲ ରେ ଦେଖିବାକୁ ମିଳିଛି ଯାହାର ଫଟୋ ଆଜି ଆମେ ଆପଣଙ୍କୁ ଦେଖେଇବୁ ଓ ଏହାର କାରଣ ମଧ୍ୟ ଆପଣଙ୍କୁ କହିବୁ । ସ୍କୁଲରେ ଯେବେ ବି ଶିକ୍ଷକ ଆସୁଥିଲେ ଓ ଏବେ ବି ସବୁଥି ଶିକ୍ଷକ ଆସିଲେ ଛୁଆ ଠିଆ ହୋଇ ଶିକ୍ଷକଙ୍କ ଅଭିନଦାନ କରନ୍ତି କିନ୍ତୁ ଋଷିକୁଲ ଗୁରୁକୁଲ ୱିଦ୍ଯାଲୟ ରେ ଶିକ୍ଷକ ସକାଳେ ଆସି ଛୁଆଙ୍କୁ ମୁଣ୍ଡିଆ ମାରନ୍ତି ।

ଏଠିକା ଶିକ୍ଷକମାନଙ୍କ ଅନୁଯାଇ ଛୁଆ ଠାକୁରଙ୍କ ରୂପ ଅତନତି ଓ ତାଙ୍କ ପାଇଁ ଶିକ୍ଷକମାନଙ୍କ ଅସ୍ତିତ୍ଵ ଅଛି ସେଥିପାଇଁ ଛୁଆଙ୍କୁ ମୁଣ୍ଡିଆ ମାଇଲେ ତାଙ୍କ ଅସ୍ତିତ୍ଵ ଭଲ ରହିବ ଓ ଛୁଆଙ୍କ ମନ ଶାନ୍ତ ଓ ସହାନୁଭୁତିପୂର୍ଣ ହୋଇବ । ତାଙ୍କ ଅନୁଯାଇ ଏହା ଦ୍ଵାରା ଛୁଆଙ୍କୁ ନିଜ ନିଜ ଭିତରେ ସମାନ କରିବା ଆସିବ ଓ କେହି କାହାକୁ ଖରାପ ବ୍ୟବହାର କରିବେ ନାହିଁ ।

Leave a Reply

Your email address will not be published. Required fields are marked *