ଏହି ବଲିଉଡ ଅଭିନେତ୍ରୀଙ୍କ ମା କୌଣସି ଅପ୍ସରାଙ୍କ ଠାରୁ କମ ନୁହଁତି- ଦେଖନ୍ତୁ ଫୋଟୋ

ବଲିଉଡ ଜଗତରେ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି । ସେମାନେ ନିଜର ସୁନ୍ଦରତା ପାଇଁ କେବଳ ଦେଶ ନୁହଁ ପୁରା ଦୁନିଆରେ ପ୍ରସିଦ୍ଧ । ଏହି କାରଣରୁ ଯଦି ଲୌନଶୀ ଝିଅର ସୁନ୍ଦରତା ବିଷୟରେ ଚର୍ଚା ହୁଏ ତେବେ ତାକୁ କୌଣସି ହିରୋଇନ ସହ ତୁଳନା ହୁଏ । ବଲିଉଡରେ ଏମିତି କିଛି ହିରୋଇନ ଅଛନ୍ତି ଯାହାଙ୍କ ସୁନ୍ଦରତାକୁ ଦେଖି ତାଙ୍କର ପ୍ରକୃତ ବୟସ ଜାଣିବା କଷ୍ଟକର ହେଇଥାଏ ।

ଏହି ପୋଷ୍ଟରେ ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଅଭିନେତ୍ରୀଙ୍କ ମାଙ୍କ ସହ ପରିଚିତ କରାଇବୁ, ଯେଉଁମାନେ ନିଜର ସୁନ୍ଦରତାରେ ବଲିଉଡର ଅଭିନେତ୍ରୀ ମାନଙ୍କୁ ଟକର ଦେବେ । ତାଙ୍କର ସୁନ୍ଦରତାକୁ ଦେଖି କେହିବି ତାଙ୍କର ବୟସର ଅନୁମାନ କରି ପାରିବେନାହିଁ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

·         ଉର୍ବଶୀ ରେତେଲା :- ବଲିଉଡର ହଟ ଅଭିନେତ୍ରୀ ଉର୍ବଶୀ ରେତେଲା ଚଳଚିତ୍ର “ସିଂ ସାହାବ ଦି ଗ୍ରେଟ” ରୁ ନିଜର ଡେବୁ କରିଥିଲେ । ଏହାପରେ ସନମ ରେ, ଗ୍ରେଟ ଗ୍ରାଣ୍ଡ ମସ୍ତି, ଓ ହେଟ ଷ୍ଟୋରି 4 ପରି ଚଳଚିତ୍ରରେ ନଜର ଆସିଥିଲେ । ଉତରାଖଣ୍ଡର ନେନିତାଳରେ ରହୁଥିବା ଉର୍ବଶୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କେବଳ ୧୭ ବର୍ଷ ବୟସରେ ଉର୍ବଶୀ ମିସ ଯୁନିଭର୍ସ ଇଣ୍ଡିଆ ର ତାଜ ଜିତିଥିଲେ । ଉରବାସୀଙ୍କ ଠାରୁ ତାଙ୍କ ମା ଦେଖିବାକୁ ବହୁତ ସୁନ୍ଦର ।

·         ଶ୍ରଦ୍ଧା କପୁର :- ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଏବେ ବଲିଉଡର ବଡ ବଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଶ୍ରଦ୍ଧା ଯେତେ ଭଲ ଅଭିନେତ୍ରୀ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ଯଦି ଆପଣ ଶ୍ରଦ୍ଧାଙ୍କ ମାଙ୍କୁ ଦେଖିବ ତେବେ ଜାଣିପାରିବେ ଯେ ସେ ମଧ୍ୟ ବହୁତ ସୁନ୍ଦର ।

·         ଇଲିଆନା ଡୀକୃଜ :- ଦକ୍ଷିଣ ଭାରତୀୟ ଚଳଚିତ୍ରରୁ ନିଜର ଅଭିନୟ ଆରମ୍ଭ କରିଥିବା ଇଲିଆନା ଏବେ ବଲିଉଡର ଅନେକ ଚଳଚିତ୍ର ରେ ଅଭିନୟ କରିସାରିଛନ୍ତି । ଇଲିଆନାଙ୍କୁ ବଲିଉଡର ସବୁଠୁ ଫିଟ ଅଭିନେତ୍ରୀର ମାନ୍ୟତା ମିଳିଛି । ଇଲିଆନାଙ୍କ ଭଳି ତାଙ୍କ ମା ମଧ୍ୟ ବହୁତ ସୁନ୍ଦର ଅଟନ୍ତି ।

·         ଆଲିଆ ଭଟ :- ଆଲିଆ ଭଟ ବଲିଉଡର ଏମିତି ଅଭିନେତ୍ରୀ ଯାହାଙ୍କୁ ବହୁତ ସ୍ୱଳ୍ପ ସମୟରେ ସଫଳତା ମିଳିଛି । ଆଲିଆ ଭଟ ବଲିଉଡର ସବୁଠାରୁ କ୍ୟୁଟ ଅଭିନେତ୍ରୀ ଅଟନ୍ତି । ଆଲିଆଙ୍କ ମା ସୋନି ରାଜଦାନ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । କେବଳ ଏତିକିନୁହଁ ସେ ଅନେକ ବଲିଉଡର ଚଳଚିତ୍ରରେ କାମ କରିଛନ୍ତି ।

·         ଦୀପିକା ପାଦୁକୋଣ :- ବଲିଉଡର ଦୀପିକାଙ୍କ ବିଷୟରେ ସମସ୍ତେ ଜାଣିଥିବେ । ତାଙ୍କର ଅନେକ ଚଳଚିତ୍ର ସୁପର ହିଟ ହେଇଛି । ଏହି କାରଣରୁ ସେ ଏବେ ବଲିଉଡର ଜଣେ ଦାମୀ କଳାକାର । ଦୀପିକା ଯେତିକି ସୁନ୍ଦର , ତାଙ୍କଠୁ ତାଙ୍କ ମା ମଧ୍ୟ ବହୁତ ସୁନ୍ଦର ।

·         କଟ୍ରିନା  କେଫ :- କଟ୍ରିନା  ବଲିଉଡର ଜଣେ ସଫଳ ଅଭିନେତ୍ରୀ । ତାଙ୍କ ମା ବ୍ରିଟିଶରେ ରୁହନ୍ତି । ତାଙ୍କ ମା ତାଙ୍କଠୁ ବି ଅଧିକ ସୁନ୍ଦର । ଏହି ମା ଝିଅ ଙ୍କୁ ଦେଖିଲେ ଜଣା ପଡିବଯେ କଟ୍ରିନା  ତାଙ୍କ ମା ପରି ହେଇଛନ୍ତି

Leave a Reply

Your email address will not be published. Required fields are marked *