ଯଦି ଆପଣଙ୍କୁ ସ୍ଵପ୍ନରେ ଏହି ୪ଟି ଜିନିଷ ଦେଖା ଯାଏ, ତେବେ ଜାଣିନେବେ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଗଲାଣି

ରାତିରେ ତ ସ୍ଵପ୍ନ ସମସ୍ତେ ଦେଖନ୍ତି । ସ୍ଵପ୍ନ ଦୁଇ ପ୍ରକାରର ହୋଇଥାଏ ଗୋଟେ ଯାହା ଆମେ ଖାଲି ଦେଖୁ ଅନ୍ୟଟି ଯାହା ଆମେ ଶୋଇଥିବା ସମୟରେ ଦେଖୁ । ଜଣେ ବ୍ୟକ୍ତି ଦିନସାରା ଥକାନ ପରେ ରାତିକୁ ଖାଇ ପିଇ ଆରମରେ ଶୋଇପଡେ । ଶୋଇଗଲା ପରେ ସେ ଅନେକ ସ୍ଵପ୍ନ ଦେଖେ କିନ୍ତୁ ସକାଳୁ ଶୋଇକି ଉଠିଲା ପରେ ସେ ତାର ସ୍ଵପ୍ନ ଭୁଲି ଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରାତିର କି ସକାଳର ସ୍ଵପ୍ନ ଆମ ଜୀବନରେ ଅନେକ ପ୍ରଭାବ ପକାଏ । ଆଜି ଆମେ ଏମତି କିଛି ସ୍ଵପ୍ନର ପ୍ରଭାବ ବିଷୟରେ କହିବୁ ଯାହା ଆପଣ ଜାଣି ନାହାନ୍ତି ।

Image Courtesy: Google

ଙ୍ଖର ଶବ୍ଦ ଶୁଣାଯିବା

ଅନେକ ସମୟରେ ଲୋକଙ୍କୁ ସ୍ଵପ୍ନରେ ମନ୍ଦିର ନହେଲ ଦେବୀ ଦେବତାଙ୍କ ଦର୍ଶନ ହୁଏ । ଯଦି ଆପଣ ଶଙ୍ଖର ଶବ୍ଦ ଶୁଣନ୍ତି ତେବେ ଆପଣଙ୍କ ଘରକୁ ବହୁତ ଶିଘ୍ର ଲକ୍ଷ୍ମୀ ଆସୁଛନ୍ତି । ଆଉ ମଧ୍ୟ ଯଦି ଆପଣଙ୍କ ସ୍ଵପ୍ନରେ ଯଦି ପରିବେଶ ସମ୍ବନ୍ଧ କିଛି ସ୍ଵପ୍ନ ଆସିଲା ତେବେ ଏହା ନିଶ୍ଚିନ୍ତ କି ଆପଣଙ୍କୁ ବହୁତ ଶୀଘ୍ର ଧନ ମିଳିବ ।

ମୂଷା ଦେଖା ଦେବା

ଯଦି ଆପଣ ସ୍ଵପ୍ନରେ ମୂଷା ଦେଖନ୍ତି ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହି ସ୍ଵପ୍ନର ମାନେ କି ଆପଣ ବହୁତ ଶୀଘ୍ର ଧନବାନ ହେବେ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ ।

Image Courtesy: Google

ସଧବା ମହିଳାଙ୍କୁ ଦେଖିଲେ

ଯଦି ଆପଣ ସ୍ଵପ୍ନରେ ଏମିତି ଏକ ମହିଳାଙ୍କୁ ଦେଖନ୍ତି ଯିଏ ଲାଲ ରଙ୍ଗର ଶାଢୀ ପିନ୍ଧିଛନ୍ତି ଏବଂ ମଥାରେ ସିନ୍ଦୁର ପିନ୍ଧିଛନ୍ତି ତେବେ ଜାଣିନେବେ କି ମା ଲକ୍ଷ୍ମୀ ଆପଣଙ୍କୁ ଦର୍ଶନ ଦେଇଛନ୍ତି । ଏହା ସହିତ ଯଦି ଆପଣ କେହି କନ୍ୟାଙ୍କୁ ପଇସା ଦେଇଥିବାର ଦେଖିଥାନ୍ତି ତେବେ ଏହା ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଧନବର୍ଷା କରାଇବ ।

Image Courtesy: Google

ଗାଇର ଦର୍ଶନ

ଯଦି ଆପଣଙ୍କୁ ସ୍ଵପ୍ନରେ କୌଣସି ଗାଇର ଦର୍ଶନ ହୁଏ ତେବେ ଏହା ବହୁତ ଶୁଭ ହୋଇଥାଏ । ସ୍ଵପ୍ନରେ ଗାଇରେ ଦର୍ଶନ ହେବା ମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କ ଆପଣଙ୍କ ଜୀବନରେ ଆଗମନ ହେବା । ଆପଣଙ୍କ ଘରେ ଧନ ବର୍ଷା ହେଇପାରେ । ଗାଇରେ ୩୬ କୋଟି ଦେବୀ ଦେବତା ବାସ କରନ୍ତି । ସେଥିପାଇଁ ଗାଇମାନଙ୍କୁ ପୂଜା କରାଯାଏ । ଏହା ଯୋଗୁଁ ଗାଈ ସ୍ଵପ୍ନରେ ଆସିବା ଶୁଭ ହୋଇଥାଏ । ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧିତ ଟିପ୍ସ ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *