ଏ ଚେୟାର ମୋ ରାତିର ସେଜ, ଏଇଠି ବସୁଛି… ରାତି ସାରା ଲୁହ ଗଡୁଛି! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବ୍ରହ୍ମପୁର ସହର ରେ ଲାଗି ରହିଛି ଦୀପିକା ଓ ଦିନେଶ ଙ୍କ ପ୍ରେମ ମାମଲାକୁ ନିଏ ଚର୍ଚ୍ଚା ଯାହା ବିବାଦ ଘେର ରେ ଫସି ରହିଛି । ଏହାରି ମଦଧୀରେ ଦୀର୍ଘ ୧୨-୧୩ ଦିନ ବୀତି ଯାଇଥିଲେ ମଧ୍ୟ ଦୀପିକା କୁ ନ୍ୟାୟ ମିଳି ନାହି । ସେ ସେମିତି ଦିନେଶଙ୍କ ଘରେ ଆଗରେ ଧାରଣା ଦେଇ ବସିଛନ୍ତି କେମିତି ସ୍ତ୍ରୀ ର ଅଧିକାର ପାଇବେ ଓ ତାଙ୍କ ପୁଅକୁ ବାପର ପରିଚୟ ମିଳିବ । ଏହାରି ମଧ୍ୟ ଅନେକ ବିବାଦ ମଧ୍ୟ ହୋଇ ସାରିଲାଣି ଯାହା ଆପଣ ମାନେ ନିଶ୍ଚୟ ଜାଣିଥିବେ ଆଉ ଦେଖୁଥିବେ ମଧ୍ୟ । ବର୍ତ୍ତମାନ ଦୀପିକା କହିଛନ୍ତି ମୁଁ ୨୪ ଘଣ୍ଟା ଚେୟାର ରେ ବସି ରହୁଛି ଟିକେ ହେଲେ ବି ରେସ୍ଟ ନେଇପାରୁ ନାହି ।

ଆଗକୁ ଦୀପିକା କହୁଛନ୍ତି ମୋ ଘରର ଲୋକ ଦୀର୍ଘ ୧୨-୧୩ ଦିନ ହେଲାଣି ସବୁ କିଛି ଦେଖୁଛନ୍ତି ଏମିତି ସେ ବାନ୍ଧିଥିବା ପାଲ ବି ଭାଙ୍ଗି ଦେଇଛନ୍ତି କାରଣ ସେମାନେ ତାଙ୍କୁ ଉଠାଇବାକୁ ଚାହୁଁଥିଲେ ବୋଲି ଦୀପିକା କହିଛନ୍ତି । ଦୁଇ ପେଲ୍ଟ ପକାଇ ମୁଁ ର୍ତିକେ ରେଷ୍ଟ ନେବାକୁ ଚାହୁଁଥିଲି କିନ୍ତୁ ତାହା ବି ଦିନେଶ ଙ୍କ ପରିବାର ଲୋକେ କରାଇ ଦେଉ ନାହାନ୍ତି ।

ଯାହା ଫଳରେ ସେ ୨୪ ଘଣ୍ଟା ଚେୟାର ଉପରେ ବସି ରହୁଛନ୍ତି । ଭୟ ଲାଗୁଛି ଏହା ମଧ୍ୟ ଦୀପିକା ମତ ଦେଇଛନ୍ତି । ଏତେ ସମୟ ଚେୟାର ରେ ବସି ରହିବା କାରଣରୁ ପାଦ ଫୁଲି ଯାଇଥିଲା ବୋଲି ଦୀପିକା କହିଛନ୍ତି । କାରଣ ଦୀର୍ଘ ଦିନ ହେବ ବର୍ଷା ଲାଗି ରହିଛି ଯାହା ପାଇଁ ଦୀପିକା ଛତା ଧରି ଦିନେଶ ଙ୍କ ଘରେ ଆଗରେ ଚେୟାର ପକାଇ ବସିଛନ୍ତି ।

ପୋଲିସ ତାଙ୍କୁ ପ୍ରୋଟେକ୍ଟ କରୁଛନ୍ତି ଏମିତିକି ଦିନ ରାତି ବର୍ଷା ରେ ଭିଜି ଦୀପିକାଙ୍କ ସହ ସଂଘର୍ଷ କରୁଛନ୍ତି ପୋଲିସ ମାନେ । ପୋଲିସ ଅଧିକାରୀ ଆମ ନାଁକୁ ଦୀପିକା ଙ୍କୁ ଧନ୍ୟବାଦ ଜଣାଇଛନ୍ତି କାରଣ ରାତି ଅଧ ରେ ବି ସେମାନେ ଦୀପିକା ଙ୍କୁ ଜଗି ରହୁଛନ୍ତି ତାଙ୍କର ସୁରକ୍ଷା ପାଇଁ ସେ ବି ପୁଣି ବର୍ଷାରେ ଭିଜି ।

ଅଜଣା ଲୋକେ ଆସି ଯେତିକି ସାହାଜ୍ଯ ଓ ସହଯୋଗ କରୁଛନ୍ତି ତାଙ୍କ ପାଇଁ ମୁଁ ଆଜି ଧାରଣା ସ୍ଥଳ ରେ ଷ୍ଟ୍ରଙ୍ଗ ହୋଇ ବସିଛି ଆଉ ମୋତେ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଦୀପିକା ପ୍ରତିକ୍ରିୟା ରଖିଛନ୍ତି । ପ୍ରମିଳା ମା ଆଉ ଦୀପିକା ସାର ଆଉ ଏସି ସାରା ଙ୍କ ସହଯୋଗ କାରଣରୁ ଆଜି ସେ ସୁରକ୍ଷିତ ଭାବେ ବସି ରହିଛନ୍ତି ।

ଏମିତିକି ତାଙ୍କ ନିଜ ମାଙ୍କର ଆଶୀର୍ବାଦ ରୁ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ଦୀପିକା ଶେଷରେ ମତ ଦେଇଛନ୍ତି । ଦୀପିକା ଯେପରି ଭାବେ ବର୍ଷା ରେ ଭିଜିବା ସହ ଚେୟାର ରେ ୨୪ ଘଣ୍ଟା ବସି ରହୁଛନ୍ତି ନ୍ୟାୟ ପାଇବା ପାଇଁ ତାଙ୍କୁ ନ୍ୟାୟ କେବେ ମିଳିବ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣଙ୍କର ଦୀପିକା ଙ୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *