ଦେଖିବାକୁ ଅପ୍ସରୀ ଏବଂ ରୋଜଗାରରେ ମଧ୍ୟ ନିଜ ସ୍ଵାମୀମାନଙ୍କୁ ଟକର ଦିଅନ୍ତି ଏହି ୫ଟି କୋରିୟୋଗ୍ରାଫରଙ୍କ ସ୍ତ୍ରୀମାନେ, କଣ ଆପଣ କେବେ ଦେଖିଛନ୍ତି ?

ବଲୀଉଡ କୁ ନିଜ ନାଚ ଉପରେ ନଚଉଥିବା କୋରିୟଗ୍ରାଫର ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବଡ କଷ୍ଟ କରନ୍ତି । ରେମୋ ଡିସୁଜା ବା ଗଣେଶ ହେଗଡେ ଏହି ଭଳି ପ୍ରସିଦ୍ଧ ପାର୍ଟନରମାନଙ୍କୁ ଆପଣ କେବେ ଦେଖି ନ ଥିବେ । ଆସନ୍ତୁ ଆଜି ଆମେ ଏହି ପ୍ରସିଦ୍ଧ କୋରିୟଗ୍ରାଫର ସ୍ତ୍ରୀମାନଙ୍କ ସହ ଦେଖା ସାକ୍ଷାତ କରେଇବୁ । ଆଜି କା ଯୁଗରେ ଭାରତ ନାଚରେ କେତେ ଉନ୍ନତି କରୁଛି ଆପଣ ଦେଖି ପାରୁଛନ୍ତି ଏଠାର ପିଲାମାନେ ନାଚକୁ ନିଜ ରୋଜଗାର ପାଇଁ ଉପଯୋଗ କରୁଛନ୍ତି ଯାହା ବହୁତ ଭଲ କଳା ଅଟେ ।

ସିଙ୍ଗର, ପର୍ଫର୍ମର ଓ ଭିଡିଓ ଡାଇରେକ୍ଟର ଗଣେଶ ହେଗଡେଙ୍କ କାଲି ଜନ୍ମ ଦିନ ଥିଲା, ସେ ଲଗାନ ଫିଲ୍ମ ରେ କୋରିୟଗ୍ରାଫ କରିଥିଲେ ଓ ଏହି ଫିଲ୍ମ ଅସ୍କର ପାଇଁ ନୋମିନେଟ ହୋଇଥିଲା । କେତେକ ଷ୍ଟେଜ ଶୋ ଏବଂ ରିୟାଲିଟି ଶୋ ରେ କୋରିୟଗ୍ରାଫ କରିଥିବା ଗଣେଶ ହେଗଡେ ୨୦୧୧ରେ ସୁନନ୍ୟାଙ୍କ ସହ ବିବାହ କରିଥିଲେ, ସୁନନ୍ୟା ନିଜେ ଜଣେ ଡିଜାଇନର ଓ ଷ୍ଟାଇଲିସ ଅଛନ୍ତି ।

ଜୟ ହୋ ଏବଂ ବଡିଗାର୍ଡ ଭଳି ଫିଲ୍ମରେ ଡ୍ୟାନ୍ସ କୋରିୟୋଗ୍ରାଫ କଋଥିବା ମୁଦସ୍ସର ଖାନ ଅଭିଶ୍ରୀ ସେନ ସହ ବିବାହ କରିଥିଲେ । ଅଭିଶ୍ରୀ ମଧ୍ୟ ଗୋଟେ କୋରିୟୋଗ୍ରାଫର, ଦୁହିଙ୍କ ଯୋଡି ପରଫେକ୍ଟ ଲାଗେ । ବଲୀଉଡ ର ସବୁଠାରୁ ପ୍ରସିଦ୍ଧ ଓ ସଫଳ କୋରିୟଗ୍ରାଫର ରେମୋ ଡିସୁଜା ଲିଜେଲଙ୍କ ସହ ବିବାହ କରିଛନ୍ତି ।

କହିଦାଉଛୁ ଯେ ଲିଜେଲ ଜଣେ ଡିଜାଇନର ଅଛନ୍ତି ଏବଂ କେତେକ ରିୟାଲିଟି ଶୋ ରେ ଲିଜେଲ ନିଜେ ରେମୋଙ୍କ ପାଇଁ ଜୋତା ଠାରୁ ଆରମ୍ଭ କରି କପଡା ପର୍ଯ୍ୟନ୍ତ ସବୁ ନିଜେ ଡିଜାଇନ କରିଥିଲେ । ଫିଲ୍ମ ମିଷ୍ଟା ଇଣ୍ଡିଆ ରେ ଚାଇଲ୍ଡ ଆଟିଷ୍ଟ କୋରିୟଗ୍ରାଫର ଅହମଦ ଖାନ ମଡେଲ ସାୟରା ଖାନଙ୍କ ସହ ବିବାହ କରିଛନ୍ତି, ଅହମଦ ଖାନ ଜଣେ ଆକ୍ଟର, ପ୍ରୋଡ୍ୟୁସରଏବଂ ପ୍ରସିଦ୍ଧ କୋରିୟଗ୍ରାଫର ଅଟନ୍ତି, ତାଙ୍କ ସ୍ତ୍ରୀ ସାୟରା ବି ପ୍ରୋଡୁସର ଅଛନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିଜ ଆଙ୍ଗୁଳି ଉପରେ ନଚାଉଥିବା ଗଣେଶ ଆଚାର୍ଯ୍ୟ ବହୁତ ପ୍ରସିଦ୍ଧ କୋରିୟଗ୍ରାଫର ଅଛନ୍ତି । ଫିଲ୍ମ ପଦ୍ମାବତ ର ଖଲି  ବଲି ଗୀତ କୋରିୟଗ୍ରାଫ କରିଥିଲେ ଏବଂ ଗୋବିଦାଙ୍କ ସମୟରେ ପ୍ରାୟତଃ ଗୀତ ଗଣେଶ ଆଚାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀଙ୍କ ନାମ ହେଉଛି ବିଦ୍ଧି ଆଚାର୍ଯ୍ୟ ।

Leave a Reply

Your email address will not be published. Required fields are marked *