ଏହି ଦେଶ ରେ 70%ରୁ ବି ଅଧିକ କୁଆଁରୀ କନ୍ୟା ଅଛନ୍ତି, ବିବାହ ପାଇଁ ବୃଦ୍ଧ ଲୋକଙ୍କ ସାହାରା ନବାକୁ ପଡୁଛି- କାହିଁକି ଜାଣନ୍ତୁ

ସିରିୟା ର ସିଭିଲ ୱାର ବିଷୟ ରେ କିଏ ନଜାଣିଚ୍ଛି, ସେଠି ସବୁ ଦିନିୟା ଝଗଡା ଓ ସଂଘର୍ଷ ରେ ସାମାନ୍ୟ ମଣିଷର ମୃତ୍ୟୁ ର ଖବର ଆସୁଅଛି । ସବୁଠୁ ଅଧିକ ଯୁବକମାନଙ୍କ ହାନି ହେଉଛି, କାହିଁକିନା ଯୁବକମାନେ ହିଁ ସବୁଠୁ ଅଧିକ ଏହି ଯୁଧ ରେ ଭାଗ ନେଉଛନ୍ତି । ଯୁବକମାନଙ୍କୁ ବାଧ୍ୟତା ମୂଳକ ରୂପରେ ସେନା ରେ ଭର୍ତ୍ତି ହବାକୁ ପଡୁଛି ଏବଂ ଜେଲ ରେ ରହିବା ପାଇଁ ବାଧ୍ୟ କରା ହେଉଛି । ଏହାର ପ୍ରଭାବ ବେସୀ କୁଆଁରୀ କନ୍ୟାମାନଙ୍କ ଉପରେ ଦେଖିବାକୁ ମିଳୁଛି ।

ଗୋଟେ ସର୍ଭେ ଅନୁଯାଇ ସିରିୟା ରେ 70% କୁଆଁରୀ କନ୍ୟା ଅଛନ୍ତି ଏବଂ ତାଙ୍କ ପାଖେ ନିଜ ଲାଇଫ ପାର୍ଟନର ବାଛିବା ପାଇଁ କିଛି ଅପସନ ନାହିଁ ।

କାହିଁକିନା ପ୍ରାୟତଃ ଯୁବକ ସେନା ରେ ଅଛନ୍ତି ଏବଂ ବହୁତ ଗୁଡେ ସହିଦ ହୋଇଯାଇଛନ୍ତି, ଏହି କାରଣ ରୁ ଯୁବକଙ୍କ ଅପେକ୍ଷା ସିରିୟା ରେ କୁଆଁରୀ କନ୍ୟା ଅଧିକ ଅଛନ୍ତି । ଏହି ସବୁ କାରଣରୁ ବାଧ୍ୟ ହୋଇ କନ୍ୟାଙ୍କୁ ନିଜଠୁ ଡବଲ ବୟସ ଲୋକ ସାହାରା ନବାକୁ ପଡୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *