ଏହି ଝିଅମାନଙ୍କୁ ମିଳିଥାଏ ସୁନ୍ଦର ସ୍ୱାମୀ

ଏହି ଝିଅମାନଙ୍କୁ ମିଳିଥାଏ ସୁନ୍ଦର ସ୍ୱାମୀ

ଏ ଦୁନିଆର ପ୍ରତ୍ୟେକ ଝିଅର ଇଛା ଥାଏ ଯେ, ତାର ଜୀବନ ସାଥି ସବୁଠାରୁ ସୁନ୍ଦର ଓ ସଚୋଟ ହୋଇଥାଉ । ବହୁତ କମ୍ ଲୋକ ଙ୍କୁ ହିଁ ତାଙ୍କ ପସନ୍ଦର ଜୀବନ ସାଥୀ ମିଳିଥାଏ । ହେଲେ ଲଭ୍ ମ୍ୟାରେଜ୍ ଠାରୁ ଏବେ ଆରେନ୍ଜ୍ ମ୍ୟାରେଜ୍ ରେ ଅଧିକ ସକ୍ସେସ୍ ପାଇଥାନ୍ତି । ଆରେନ୍ଜ ମ୍ୟାରେଜ୍ ରେ ବିବାହ ପରେ ପ୍ରେମ ହୋଇଥାଏ । ଯେତେବେଳେ ଗୋଟିଏ ଝିଅର ବାହାଘର ଠିକ୍ ହୋଇଥାଏ, ସେହି ସମୟ ତା ପାଇଁ ବହୁତ ଖାସ୍ ହୋଇଥାଏ କାରଣ ବାହାଘର ପରେ ତା’ର ଦୁନିଆ ବଦଳି ଯାଇଥାଏ ।

ଏବଂ ସେହି ସମୟରେ ଝିଅ ର ମନରେ ବହୁତ ପ୍ରଶ୍ନ ଆସିଥାଏ ଓ ସେ ବହୁତ ଖୁସି ଥାଏ । ଏହା ମଧ୍ୟ ଝିଅ କୁ ସୁନ୍ଦର ପୁଅ ଆଉ ସ୍ମାର୍ଟ ପୁଅ ମିଳିବା ତା ଭାଗ୍ୟ ଉପରେ ନିର୍ଭର କରେ । ଜ୍ୟୋତିଷ ଶାସ୍ତ୍ରଙ୍କ କଥା ଅନୁସାରେ କିଛି ନାମର ଝିଅ ଙ୍କ ଭାଗ୍ୟରେ ଏ ସବୁ ଥାଏ । ଯେଉଁ ଝିଅ ଙ୍କ ନାମ ର ପ୍ରଥମ ନାମ ‘A” ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟସାଳୀ ଅଟନ୍ତି ଓ ସେମାନଙ୍କ ସ୍ୱାମୀ ସୁନ୍ଦର ଆଉ ସଚୋଟ ହୋଇଥାନ୍ତି ।

ଏବଂ ଖୁସି ରେ ରଖିବା ସହିତ ବହୁତ ଭଲ ମଧ୍ୟ ପାଇଥାନ୍ତି । ଯେଉଁ ଝିଅ ର ନାମ ର ପ୍ରଥମ ଅକ୍ଷର N ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏବଂ ତାଙ୍କୁ ସୁନ୍ଦର ଆଉ ସ୍ମାର୍ଟ ସ୍ୱାମୀ ମିଳିଥାଏ ।

ଏହି ଝିଅର ସ୍ୱାମୀ ଝିଅ କୁ ସମ୍ମାନ ଦେବେ, ଏକା ଛାଡ଼ିବେନି ଏବଂ ବହୁତ ଖୁସି ରେ ରଖିବେ, ସେ ମନ ରୁ ବହୁତ ଭଲ ହୋଇଥାନ୍ତି । ଯେଉଁ ଝିଅର ନାମ S ରୁ ଆରମ୍ଭ ହୋଇଥାଏ ସେହି ଝିଅ ବହୁତ ଭାଗ୍ୟବତୀ ହୋଇଥାନ୍ତି । ତାଙ୍କ ସ୍ୱାମୀ ବହୁତ ସ୍ମାର୍ଟ ଆଉ ସୁନ୍ଦର ହୋଇଥାନ୍ତି । ମାନାଯାଏ କି,

ଏହି ଝିଅ ର ସ୍ୱାମୀ ବହୁତ ଭଲ ହୋଇଥାନ୍ତି ଓ ଭଲ ରେ ମଧ୍ୟ ରଖିଥାନ୍ତି । ଏମାନଙ୍କ ସ୍ୱାମୀ ୟାଙ୍କୁ ବହୁତ ଭଲ ପାଇଥାନ୍ତି ଓ ସବୁ ଇଛା ପୂରଣ କରିଥାନ୍ତି ।

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *