ପାକିସ୍ତାନ ପୁଣି ଦେଲା ଭାରତକୁ ଧମକ, କହିଲା କିଛି ଏମିତି ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଏବେ ହିଁ ସେୟାର କରନ୍ତୁ

ପାକିସ୍ତାନ ପୁଣି ଦେଲା ଭାରତକୁ ଧମକ

ଭାରତ ଓ ପାକିସ୍ଥାନ ମଧ୍ୟରେ ସଂମ୍ପର୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣିଛନ୍ତି , ଏହି ଦୁଇ ଦେଶ କେବେ ଗୋଟେ ଥିଲେ , କିନ୍ତୁ ବଣ୍ଟା ହେବା ପରେ ପାକିସ୍ଥାନ ଭାରତକୁ ନିଜର ସବୁଠାରୁ ବଡ ଶତ୍ରୁ ବୋଲି ବୁଝିଥାଏ , ସେମିତି ଭାରତବି ବହୁତ ଥର ପାକିସ୍ଥାନ ସହ ବନ୍ଧୁତା କରିବାପାଇଁ ହାତ ବଢାଇଛି , କିନ୍ତୁ ସବୁ ବେଳେ ପାକିସ୍ଥାନ ଭାରତର ପିଠିରେ ଛୁରୀ ପୁରାଇଛି , କାଶ୍ମୀର ମୁଦ୍ଦାରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ବିବାଦ ହୋଇଛି , ଯେଉଁଠି ପାକିସ୍ଥାନ କାଶ୍ମୀର କୁ ନିଜର ଏକ ଅଙ୍ଗ ବନେଇବାକୁ ଚାହୁଁଛି , ସେଠି ଭାରତର କହିବା କଥା କି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ ।

ଏହି ବିଷୟରେ ଦୁଇ ଦେଶର ମଧ୍ୟରେ କଥା ବାର୍ତ୍ତା ବିବାଦର ରୂପ ନେଇଛି । ଭାରତର ସାଙ୍ଗେ ସେ ୧୯୬୫ ଯୁଦ୍ଧର ୫୩ତମ ବାର୍ଷିକୀ ମୌକାରେ ପାକିସ୍ଥାନ ଆଉଥରେ ପ୍ରମାଣିତ କରିଦେଲା କି ସେ ନିଜ ହରକତ୍ ପାଇଁ କେବେ ପଛଘୁଞ୍ଚା ଦେବ ନାହିଁ । ଭାରତ ସେମିତି ବି କିଛି କରି ନେଉ କିନ୍ତୁ ପାକିସ୍ଥାନ କେବେ ସୁଧୁରିବ ନାହିଁ । ପାକିସ୍ଥାନ ର ଆର୍ମୀ ଚିଫ୍ କମର ଜାବେଦ୍ ବାଜବା ନିଜ କଥାରେ କହିଥିଲେକି ସେ କାଶ୍ମୀରର ଭାଇ ଓ ଭଉଣୀ ମାନଙ୍କୁ ଆଜାଦୀର ଲଢାଇ ପାଇଁ ଜୀବନର କୁର୍ବାନୀ ଦେବେ ସେଥିପାଇଁ ସେ ସଲାମୀ କରୁଛନ୍ତି ।

ଭାରତର ଏହି କାର୍ଯ୍ୟ ଦ୍ୱାରା ଭୟଭୀତ ହୋଇଗଲା ପାକିସ୍ଥାନ

ପାକିସ୍ଥାନୀ ଆର୍ମୀ ଚିଫ୍ ବାଜବା ଭାରତକୁ ଧମକ ଦେଇଥିଲେ କି ପାକିସ୍ଥାନର ରକ୍ଷା ପାଇଁ ସବୁ ସୈନିକଙ୍କ କୁର୍ବାନୀ ଦେବା ମାଇନା ଅଟେ । ବାଜବା ଆଉ କହିଥିଲେ କି ବର୍ଡରରେ ସେ ଏକ ରକ୍ତର ହିସାବ ନେବେ । ସୀମାପାର୍ ଆତଙ୍କବାଦୀଙ୍କୁ ଖିଲାପରେ ଭାରତ କାର୍ଯ୍ୟକୁ ପାକିସ୍ଥାନ ଭୟଭୀତ ହୋଇଉଠିଛି । ଏହା ସାଥେ ପାକିସ୍ଥାନ ଉପରେ ନିଜ ଦେଶରେ ଆତଙ୍କ ବାଦୀ ସୃଷ୍ଟି ନକରିବା ପାଇଁ ଦବାବ କରାଯାଉଛି । ଏହି କାରଣରୁ ପାକିସ୍ଥାନ ଭୟଭୀତ ହୋଇଉଠିଛି , ଓ ଏହି ଭୟଭୀତ କାରଣରୁ ସେ ଭାରତକୁ ଧମକ ବି ଦେଇସାରିଛି ,

ଭାରତକୁ ରକ୍ତର ବଦଲା ନେବା ପାଇଁ କଲା ଏଲାନ୍

ପାକିସ୍ଥାନ ର ସେନାଦକ୍ଷ ଜେନେରାଲ୍ କମର ଜାଭେଦ୍ ବାଜବା ରାୱଲପିଣ୍ତିରେ ଜେନେରାଲ୍ ମୁଖ୍ୟାଳୟରେ ରକ୍ଷା ଓ ଶହୀଦ ଦିବସରେ ସଂବନ୍ଧରେ ମୁଖ୍ୟ ସମାରୋହରେ ସମ୍ବୋଧିତ କରିକହିଲେ ସେ ନିଜ ସେନାର ରକ୍ତର ବଦଲା ନେବେ । ବାଜବା ପାକିସ୍ଥାନ ରକ୍ଷା ଦିବସରେ ପାକିସ୍ଥାନ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମରାନ୍ ଖାଁ ବି ନିଜର କଥା ବଦଳାଇଲେ। ଓ କହିଲେ କି ପାକିସ୍ଥାନ ଶାନ୍ତି ପୂର୍ଣ୍ଣ ଭାବେ ନିଜକୁ ବିଶ୍ୱାସ ରଖେ । ଓ ପଡୋଶୀ ମାନଙ୍କ ସହ ସହଯୋଗର ହାତ ବଢାଉଛି ।

ଯଦି ଆପଣ ସଚା ଭାରତୀୟ ଆଉ ଚାହାନ୍ତି କାଶ୍ମୀର ଭାରତରେ ରହୁ ତେବେ ଏହି ପୋଷ୍ଟକୁ ଗୋଟିଏ ସେୟାର ନିଶ୍ଚୟ କରିବେ, ଏହା ସହିତ ତଳେ ଲାଇକ କରି କମେଣ୍ଟରେ ଜୟ ହିନ୍ଦ ଲେଖନ୍ତୁ

Leave a Reply

Your email address will not be published. Required fields are marked *