ଧନ ଆଜିକା ସମୟରେ ବହୁତ ଆବଶ୍ୟକ ହୋଇଥାଏ, ଜୀବନରେ ସମସ୍ତଙ୍କୁ ରୋଜଗାର କରିବାକୁ ପଡିଥାଏ କାହିଙ୍କିନା ଜୀବନରେ ଟଙ୍କା ବିନା କିଛି ହେଇ ପାରେ ନାହିଁ । ତେବେ ଏମିତି କିଛି ଝିଅ ମାନେ ହୋଇଥାନ୍ତି ଯିଏ ଜନମରୁ ଭାଗ୍ୟଶାଳି ହୋଇଥାନ୍ତି । ଜଣେ ଜଣେ ଝିଅ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି ଭଳି ଝିଅଙ୍କୁ ଏମିତିକା ବର ମିଳିଥାନ୍ତି ଯିଏ ବହୁତ ଧନୀ ହୋଇଥାନ୍ତି । ତେବେ ଧନ ସଞ୍ଚଯ କଲେ ଜୀବନରେ ଭବିସାତ୍ରେ କାମକୁ ଆସିଥାଏ ।
ମେଷ :
ମେଷ ରାଶି ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ଏହି ରାଶି ଝିଅମାନେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏହି ରାଶି ଝିଅମାନେ ନିଜ ବାପା ମାଙ୍କ ଆଖି ତାରା ହୋଇଥାନ୍ତି ଆଉ ସାସୁ ଘରକୁ ଯାଇ ସବୁ କିଛି ସମ୍ଭାଳି ପାରନ୍ତି । ଏହି ରାଶି ଝିଅମାନେ ଜୀବନରେ ସମସ୍ତଙ୍କୁ ସୁଖୀ ରଖିବା ପାଇଁ ଚେଷ୍ଟା କରନ୍ତି ସେଥିପାଇଁ ତାଙ୍କ ଜୀବନ ବହୁତ ସୁଖମୟ ହୋଇଥାଏ । ଏହି ରାଶି ଝିଅଙ୍କୁ ସ୍ଵାମୀ ଭଲ ପାଇଥାନ୍ତି ଆଉ ଏହା ଧନ ମଧ୍ୟ ଦେଇଥାନ୍ତି, ଏହି ରାଶିର ଝିଅ ମାନଙ୍କ ସ୍ଵାମୀ ବହୁଇଟ ସରଲ ଆଉ ଶାନ୍ତ ସ୍ଵଭାବର ହୋଇଥାନ୍ତି ଯିଏ ତାଙ୍କୁ ବହୁତ ଭଲରେ ରଖିଥାନ୍ତି ଆଉ କେବେ କଷ୍ଟ ଦିଅନ୍ତି ନାହିଁ ।
ମିଥୁନ :
ଏହି ରାଶି ଝିଅନଙ୍କ ଭାଗ୍ୟରେ ରାଜ ଯୋଗ ହୋଇଥାଏ ଏହି ରାଶି ଝିଅମାନେ ରାଣୀ ଭଳି ଜୀବନ ବ୍ଯତୀତ କରିଥାନ୍ତି ଏହି ରାଶି ଝିଅଙ୍କ ଉପରେ ଭଗବାନ ନିଜ କୃପା ରଖନ୍ତି । ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଏହି ଝିଅମାନଙ୍କ ଆଗରେ ତାଙ୍କଳ ସ୍ଵାମୀ ଠିଆ ହୁଅନ୍ତି ଆଉ ତାଙ୍କୁ ସବୁ ପ୍ରକାର ଡୁହକରୁ ରକ୍ଷା କରନ୍ତି । ଏହି ରାଶି ଝିଅ ମାନଙ୍କ ସ୍ବାମୀଙ୍କ ପାଖରେ ଟଙ୍କା ରହିବା କାରଣରୁ ସେ ତାଙ୍କ ସ୍ତ୍ରୀ ସବୁ ଇଛା ପୂର୍ଣ କରନ୍ତି ଆଉ ସୁଖରେ ଜୀବନ ବ୍ୟତୀତ କରନ୍ତି ।
ତୁଳା :
ଏହି ରାଶି ଝିଅମାନେ ସତରେ ବହୁତ ଭାଗ୍ୟଶାଳି ହୋଇଥାନ୍ତି କାହିଙ୍କିନା ଏହି ରାଶି ଝିଅଙ୍କୁ ଭଲ ପୁଅ ସହ ଭଲ ପରିବାର ମଧ୍ୟ ମିଳିଥାଏ ଏହା ଛଡା ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ଏହି ରାଶି ଝିଅ ମାନଙ୍କ ସ୍ବାମୀ ସବୁବେଳେ ତାଙ୍କ ସହ ଠିଆ ହୋଇଥାନ୍ତି । ଏହି ରାଶିର ଝିଅ ମାନଙ୍କ ସ୍ବାମୀ ତାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । ଏହି ରାଶି ଝିଅ ମାନେ ବହୁଇଟ ଭାବି ଚିନ୍ତି କଥା କୁହନ୍ତି ଯାହା ଫଳରେ ତାଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି ଆଉ ତାଙ୍କୁ ଜୀବନରେ କିଛି ବି କଷ୍ଟ ହୁଏ ନାହିଁ । ତେବେ ଅନ୍ୟ 2ଟି ରାଶି ହେଲେ କର୍କଟ ଓ ବିଛା ।