ସକାଳୁ ଉଠି କହିଦିଅନ୍ତୁ ଏହି ତିନୋଟି ଶବ୍ଦ ସମସ୍ତ ସମସ୍ୟା ହେବ ଦୂର- Ajira Anuchinta

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।

ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ । ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ ।

ଶାସ୍ତ୍ର ରେ ଅନେକ ମନ୍ତ୍ର ଲିପିବଦ୍ଧ ହୋଇ ରହିଛି । ଏହି ମନ୍ତ୍ର କୁ ଉଚ୍ଚାରଣ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତି ଜାଣିବା ତାହା କେଉଁ ମନ୍ତ୍ର ଅଟେ ଯାହାକୁ ଉଚ୍ଚାରଣ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ଅସୁବିଧା ଦୁର ହୋଇଥାଏ । ବନ୍ଧୁଗଣ ମନ୍ତ୍ର ମଧ୍ୟରେ କୌଣସି ଶକ୍ତି ରହି ନ ଥାଏ । କେବଳ ସେହି ମନ୍ତ୍ର କୁ ଜପ କରିବା ଦ୍ୱାରା ଶକ୍ତି ଉତ୍ପନ୍ନ ହୋଇଥାଏ । ମନ୍ତ୍ର ଜପ କରିବା ସମୟ ରେ ଏକ ଧ୍ଵନି ସୃଷ୍ଟି ହୋଇଥାଏ । ସେହି ଧ୍ଵନି କୁ ନକରାତ୍ମକ ଶକ୍ତି ସହ୍ୟ କରି ପାରି ନ ଥାନ୍ତି । ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ମନ ଭିତରେ ଏକ ପ୍ରକାର ଭଲ ଚିନ୍ତା ଧାରା ଆସିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ମନ୍ତ୍ର ଵିଷୟ ରେ କହିବାକୁ ଯାଉଛୁ ସେହି ମନ୍ତ୍ର କୁ ଆପଣ ଜପ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ଶକ୍ତି କୁ ଆପଣ ନିଜେ ଦେଖିପାରିବେ । ବନ୍ଧୁଗଣ ପ୍ରଥମେ ସକାଳୁ ଉଠି ଗାଧୋଇ ସାରି ଉତ୍ତର ଦିଗ କୁ ମୁହଁ କରି ବସି ପଡ଼ନ୍ତୁ ଏବଂ ଏହା ପରେ ଗୋଟିଏ ଥର ହନୁମାନ ଚାଳିସା ପାଠ କରନ୍ତୁ । ଯେଉଁ ବ୍ୟକ୍ତି ଦିନ କୁ ଅନ୍ତତଃ ଥରେ ହନୁମାନ ଚାଳିସା ପାଠ କରିଥାଏ ତାହାର କୌଣସି ଦୁଃଖ ରହି ନ ଥାଏ ।

ବନ୍ଧୁଗଣ ଭଗବାନ ଶିବ ଙ୍କ ର କେବଳ ଗୋଟିଏ ବହୁତ ଛୋଟ ତିନି ଅକ୍ଷର ବିଶିଷ୍ଟ ମନ୍ତ୍ର ଅଛି ଯାହାକୁ ଆପଣ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ଦୁଃଖ ଦୂର ହୋଇପାରିବ । ସେହି ମନ୍ତ୍ର ଟି ହେଉଛି “ଓଁ ନମଃ ଶିବାୟ” । ଏହି ମନ୍ତ୍ର ଆପଣଂକୁ କେବଳ ତିନୋଟି ପଦ ଲାଗୁଥାଇ ପାରେ । କିନ୍ତୁ ଏହା ମଧ୍ୟ ରେ ବ୍ରହ୍ମା ବିଷ୍ଣୁ ମହେଶ୍ବର ଙ୍କ ଶକ୍ତି ରହିଅଛି । ବନ୍ଧୁଗଣ ପ୍ରତିଦିନ ସକାଳୁ ଓଁ ଜପ କରନ୍ତୁ ଏହା ଦ୍ଵାରା ଆପଣଙ୍କ ପାଖରେ ଯେଉଁ ଖରାପ ଶକ୍ତି ଥିବ ତାହା ଦୁର ହୋଇଯିବ ।

ଯଦି ଆପଣ ଏହି ମନ୍ତ୍ର କୁ ପ୍ରତିଦିନ ଜପ କରିବେ ତେବେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହୋଇଯିବ । ଆପଣଙ୍କ ର ପୂର୍ବ ରୁ ଯେଉଁ ରୋଗ କିମ୍ବା ଶାରୀରିକ ସମସ୍ୟା ରହିଛି ସେଥିରୁ ମଧ୍ୟ ଆପଣ ମୁକ୍ତି ପାଇ ପାରିବେ । ଆପଣଙ୍କ ଘରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ । ଆପଣଙ୍କ ସମସ୍ତ ସମସ୍ୟା ଓ ବିପଦ ରୁ ମୁକ୍ତି ପାଇ ପାରିବେ । ତେଣୁ ବନ୍ଧୁଗଣ ଆପଣ ପ୍ରତିଦିନ ସକାଳୁ ଉଠି ଏହି ମନ୍ତ୍ର କୁ ନିଶ୍ଚୟ ଜପ କରନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗୁଥିବ ।

Leave a Reply

Your email address will not be published. Required fields are marked *