କଳିଯୁଗର ଦ୍ରୌପଦୀ ହେଉଛନ୍ତି ଏହି ଯୁବତୀ- ଗୋଟେ ପରିବାରର ୫ ଭାଇଙ୍କୁ କରିଛନ୍ତି ବିବାହ

ମହାଭାରତ ବିଷୟରେ ତ ଆପଣମାନେ ପଢିଥିବେ । ଏହା ବିଷୟରେ ଆପଣଙ୍କର ବହୁତ ଜ୍ଞାନ ମଧ୍ୟ ଥିବ । ଏହି ଘଟଣାର ମୁଖ୍ୟ ପାତ୍ର ଥିଲେ ଦ୍ରୌପଦୀ । ତାଙ୍କର ଚିର ହରଣ ହୋଇଥିବାରୁ ହିଁ ମହାଭାରତ ହୋଇଥିଲା । ତେବେ କେବଳ ସେତିକି ନୁହେଁ ବରଂ ସବୁଠୁ ମୁଖ୍ୟ କଥା ଥିଲା କି ତାଙ୍କର ୫ ଜଣ ସ୍ଵାମୀ ଥିଲେ । ତେବେ ସେଥିପାଇଁ ହିଁ ସେ ବହୁତ ଚର୍ଚ୍ଚାରେ ଥିଲେ । କିନ୍ତୁ ଏହା ଏବେ ବି ଏକ ଆଶ୍ଚର୍ଯ୍ୟ ପୂର୍ଣ୍ଣ କଥା କି କେମିତି ୫ ଜଣ ଭାଇ ଜଣେ ଯୁବତୀକୁ ବିବାହ କରିଥିଲେ । କେବଳ ମା’ଙ୍କର ଗୋଟେ ଶବ୍ଦ ପାଇଁ ସେମାନେ ଏମିତି କରିବାକୁ ବାଧ୍ୟ ହୋଇଥିଲେ ।

ଏହା ତ ଥିଲା ପୁରାଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବୁ ଯାହା ବର୍ତ୍ତମାନ ଦେଖିବାକୁ ମିଳିଛି । ଏହି ଯୁଗର ଦ୍ରୌପଦୀ । ଯିଏ ଗୋଟେ ପରିବାରର ପାଞ୍ଚ ଭାଇଙ୍କୁ ବିବାହ କରିଛନ୍ତି । ତେବେ ଏହି ଘଟଣା ଟି ହେଲା ଉତ୍ତରାଞ୍ଚଳ ରେ ରହୁଥିବା ଏକ ଯୁବତୀଙ୍କର । ଯାହାର ନାଁ ହେଲା ରଜ୍ଜୋ । ଯିଏ ଗୋଟିଏ ପରିବାରର ୫ ଜଣ ଭାଇଙ୍କୁ ବିବାହ କରିଛନ୍ତି । ତେବେ ଏହା ହେଉଛି ଉତ୍ତରାଞ୍ଚଳର ଡେହରାଡୁନରେ ଥିବା ଏକ ଗାଁରେ ପରମ୍ପରା ।

ଯାହା ଅନୁସାରେ ଗୋଟେ ଯୁବତୀକୁ ଯେଉଁ ପରିବାରରେ ବିବାହ କରାଯିବ ସେ ପରିବାରରେ ଥିବା ସମସ୍ତ ପୁଅ ସେହି ଝିଅକୁ ବିବାହ କରିବେ । ଏହା ତାଙ୍କର ଏକ ବହୁ ପୁରାତନ ପରମ୍ପରା ଅଟେ । ତେବେ ଯେମିତି ଦ୍ରୌପଦୀ ସମସ୍ତ ଭାଇମାନଙ୍କୁ ସମାନ ଭାବେ ଭଲପାଇବା ଓ ସମ୍ମାନ ଦେଉଥିଲେ ଓ ନିଜର କର୍ତ୍ତବ୍ୟ କରୁଥିଲେ ସେମିତି ରଜ୍ଜୋ ମଧ୍ୟ ସବୁ ଭାଇଙ୍କ ମନ ନେଇ ଚଳୁଛନ୍ତି । ସମସ୍ତଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରକ୍ଷା କରୁଛନ୍ତି । ସେମାନେ ଖୁବ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *