ଏହି ଜୁସ୍ ମାତ୍ର ୪୨ ଦିନରେ ଭଲ କରିବ କ୍ୟାନ୍ସର – ଏହି ଜୁସ୍ ପିଇ ୪୦,୦୦୦ରୁ ଅଧିକ ଲୋକ କ୍ୟାନ୍ସରରୁ ପାଇଲେଣି ମୁକ୍ତି, ଆପଣ ପରୀକ୍ଷା କରି ଦେଖନ୍ତୁ,

ନମସ୍କାର ବନ୍ଧୁଗଣ, ଆଜି ପୁଣି ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ଆଣି ଆସିଛୁ ଆମେ ଆପଣଙ୍କ ପାଇଁ । ଏହେ କୌଣସି ସାଧାରଣ ଟିପ୍ସ ନୁହେଁ ଏହା ଏକ ଏଭଳି ଟିପ୍ସ ଯାହା କ୍ୟାନ୍ସର ଭଳି ରୋଗକୁ କରିବ ସମ୍ପୁର୍ଣ୍ଣ ଭଲ । ତେବେ ଆସନ୍ତୁ ଜାଣିବା ସେହି ଜୁସ୍ ବିଷୟରେ । ଏହା କେଉଁଥିରେ ପ୍ରସ୍ତୁତ ଓ କେମିତି କରିବେ ଏହାର ସେବନ । ବୈଜ୍ଞାନିକ ମାନଙ୍କ ଅନୁସାରେ ଯଦି ଆପଣ ଏହି ସବୁ ପରିବାର ରସ ସବୁଦିନ ପିଇବା ଅବଶ୍ୟକ ଅଟେ ।

ଯଦି ଏହାକୁ ୪୨ ଦିନ ପର୍ଯ୍ୟନ୍ତ ସଠିକ ଭାବେ ପିଆ ଯାଏ ତେବେ ଏହା କନ୍ସର ଭଳି ରୋଗକୁ ମଧ୍ୟ ଭଲ କରି ପାରିବ ।

ତେବେ ଏହି ଜୁସ୍  କରିବା ପାଇଁ ଆପଣଙ୍କୁ ଏହି ସବୁ ସାମଗ୍ରୀ ଆବଶ୍ୟକ ହେବ –

ବିଟ୍(୫୫%)

ଗାଜର(୨୦%)

ଜୁଆଣି(୨୦%)

ଆଳୁ(୩%)

ମୂଳା(୨%)

ଏହାକୁ ପିବା ଦ୍ଵାରା କନ୍ସର କୋସିକା ମାରି ଯାଇଥାନ୍ତି । ତେବେ ଏହି ଜୁସକୁ ଅତ୍ୟଧିକ ମାତ୍ରାରେ ପିଅନ୍ତୁ ନାହିଁ , ଆପଣଙ୍କ ପାଇଁ ଯେତିକି ଆବଶ୍ୟକ ସେହି ଅନୁସାରେ ଏହାକୁ ପିଅନ୍ତୁ । ଅଷ୍ଟ୍ରିଆର ରୁଡୋଲ୍ଫ ବ୍ରିଉଓ୍ କ୍ଯାନ୍ସର ନିମନ୍ତେ ସର୍ବଶ୍ରେଷ୍ଠ ପ୍ରାକୃତିକ ଔଷଧ ଖୋଜିବା ପାଇଁ ନିଜର ପୂରା ଜୀବନକୁ ସମର୍ପି ଦେଇଥିଲେ । ସେ କହିଛନ୍ତି ଯେ ଯଦି ଏହି ରସକୁ ୪୨ଦିନ ଯାଏଁ ସେବନ କରାଯିବ ତେବେ କ୍ୟାନସରକୁ ମୂଳରୁ ନାଶ କରାଯାଇପାରିବ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *