ଏହି ମହିଳା ୬୯ ପିଲାଙ୍କୁ ଜନ୍ମଦେବା ପରେ ହେଲା ଏମିତି କିଛି- ଯାହା ଦେଖି ଡାକ୍ତର ମାନଙ୍କର ଉଡିଗଲା ହୋସ

ଏହି ଦୁନିଆରେ ବହୁତ ଅଜୀବ ଅଜୀବ ଘଟଣା ହୁଏ, ଆଉ ଏମିତି କିଛି ଘଟଣା ମଧ୍ୟ ହୁଏ ଯାହା ଉପରେ ବିଶ୍ୱାସ କରିବା କଠିନ ହୋଇପଡେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହା ଉପରେ ଡାକ୍ତର ଓ ବୈଜ୍ଞାନିକ ମାନଙ୍କ ବିଶ୍ୱାସ କରିବା ଅସମ୍ଭବ ହେଇଗଲାଣି । ଜଣେ ମହିଳା ଏକା ସାଙ୍ଗରେ ୨ କିମ୍ବା ୩ ଟି ପିଲାଙ୍କୁ ଜନ୍ମ ଦେଇପାରେ ଏ କଥା ତ ଶୁଣିଥିବେ । କିନ୍ତୁ ଜଣେ ମହିଳା ଏକ ସାଙ୍ଗରେ ୬୯ ପିଲାଙ୍କୁ ଜନ୍ମ ଦେଇପାରେ ଏ କଥା ଉପରେ ବିଶ୍ୱାସ କରିବା ଅସମ୍ଭବ, କିନ୍ତୁ ଏ କଥାଟି ସତ ।

ଗାଜା ର ପାଲେଷ୍ଟିନିଅନ ରେ ରହୁଥିବା ଏକ ମହିଳା ହସ୍ପିଟାଲରେ ଏକା ଥରରେ ୬୯ ପିଲାଙ୍କୁ ଜନ୍ମ ଦେଇଛନ୍ତି ।

ସେହି ୬୯ ପିଲା ସବୁ ସୁସ୍ଥ ଓ ବଞ୍ଚିଛନ୍ତି । କିନ୍ତୁ ଡାକ୍ତର ମାନେ ଏହା ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ । ବୈଜ୍ଞାନିକଙ୍କ ଅନୁସାରେ ଭୁର୍ଣଟି ୬୯ ଭାଘରେ ବିଭକ୍ତ ହେଇଥିବାରୁ ଏମତି ହୋଇଛି ବୋଲି କହୁଛନ୍ତି । ବାସ୍ତବରେ ଏହା ପୂର୍ବରୁ ଜଣେ ମହିଳା ୧୦ ଜଣ ପିଲାଙ୍କୁ ଜନ୍ମ ଦେଇ ସାରିଛନ୍ତି, କିନ୍ତୁ ଜଣେ ମହିଳା ୬୯ ପିଲାଙ୍କୁ ଜନ୍ମ ଦେବା ଏହା ପ୍ରଥମ ଥର ପାଇଁ ଘଟିଛି ।

ଏହି ଘଟଣାଟି ହସ୍ପିଟାଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଘଟଣାଟି ଚାରିଆଡେ ନିଆଁ ଭଳି ମାଡିଯାଇଛି । ଏହା ସହିତ ସମସ୍ତେ ଏହି ପିଲାମାନଙ୍କର ମା କୁ ଦେଖା କରିବାକୁ ଚାହୁଁଥିଲେ ଯିଏ ଏତେ କଷ୍ଟ ସହିକି ୬୯ ପିଲାଙ୍କୁ ଜନ୍ମ ଦେଇଛନ୍ତି । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେକି ସେହି ପିଲାମାନଙ୍କର ମା ଆଉ ଏବେ ଦୁନିଆରେ ନାହାନ୍ତି ।

ଡାକ୍ତର ମାନଙ୍କ କହିବା ଅନୁସାରେ ୬୯ ପିଲା ସୁସ୍ଥ ସବଳ ଅଛନ୍ତି କିନ୍ତୁ ଜନ୍ମ ଦେଇଥିବା ମହିଳା ଆଉ ଏତେ କଷ୍ଟ ସହି ନପାରି ଜୀବନ ଦେଇଦଲେ । ଗୋଟେ ତରଫରେ ଏତେ ପିଲା ଜନ୍ମ ହେବାର ଖୁସି ଆଉ ଗୋଟେ ତାଙ୍କ ମା ମାରିବାର ଦୁଃଖ । ମହିଳା ଜଣକ ଜନ୍ମ ଦେଇଥିବା ପିଲା ଏବେ ଟିକେ ବଡ ହେଇଗଲେଣି ଏବଂ ସ୍ଵସ୍ଥ ସବଳ ଅଛନ୍ତି । ଲୋକମାନେ ସେହି ପିଲାଙ୍କ ମା ଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାଥନା କରୁଛନ୍ତି, ଯିଏ ଏତେ ପିଲାଙ୍କୁ ଜନ୍ମ କରିଛନ୍ତି ।

Leave a Reply

Your email address will not be published. Required fields are marked *