ଏହି ମୂର୍ତ୍ତି ଆଖିରୁ ବାହାରୁଛି ଲୁହ- ଏହା ପଛରେ ଅଛି ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ, ପଢନ୍ତୁ ସଂପୂର୍ଣ୍ଣ ଖବର

ଆମେରିକା ର କେଲିଫୋର୍ନିଆ ଲୋକଙ୍କୁ ଗୋଟେ ଅଲଗା ପ୍ରକାର ଆଶ୍ଚର୍ଯ୍ୟ ଦେଖିବାକୁ ପ୍ରାପ୍ତ ହୋଇଛି, ଏଠାର ଫ୍ରେଂସୋ ରେ କଥା ଅନୁଯାଇ ବର୍ଜିନ ମେରି ପ୍ରତିମା ଆଖିରୁ ଗତ ବର୍ଷେ ହେବ ଲୁହ ବାହାରୁଛି । ଏଠାର ଲୋକ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ଏବଂ ଚିନ୍ତା ରେ ଅଛନ୍ତି ଯେ ଏମିତି କଣ ପାଇଁ ହେଉଛି ଏବଂ ଏହାର ପରିଣାମ କଣ ଅଟେ । ତେବେ ଏଭଳି ଏକ ଘଟଣା ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିବା ବେଳେ କିଛି ଲୋକ ଦାରୁ ଛନ୍ତି ମଧ୍ୟ ।

ଲୋକେ ଭାବୁଛନ୍ତି ଏହା ବୋଧେ କୌଣସି ଅଶୁଭ ସଂକେତ ଅଟେ, ତେବେ କଣ ସମ୍ପୁର୍ଣ୍ଣ ଘଟଣା ଆସନ୍ତୁ ଜାଣିବା ।

ଲୋକଙ୍କ କଥା ଅନୁଯାଇ ଡେଢ ବର୍ଷ ଧରି ଏହି ପ୍ରତିମା ଆଖିରୁ ଲୁହ ବାହାରୁଛି ଯେବେ ଠାରୁ ଏହି ପ୍ରତିମା ବା ମୂର୍ତି ମାଲିକ ମାରିୟା କାଡେନ୍ସ କଜନ ଜେସୀ ଲୋପେଜଙ୍କର ମୃତ୍ୟୁ ହୋଇଛି, ସେତେବେଳୁ ଏହି ପ୍ରତିମା କ୍ରନ୍ଦନ କରୁଛି । ମାରିୟାଙ୍କୁ ଏହି ପ୍ରତିମା ୧୦ ବର୍ଷ ତଳେ ମଦର୍ଶ ଡେ ରେ ଉପହାର ମିଳି ଥିଲା, ମାରିୟାଙ୍କ କହିବା ଅନୁଯାଇ ଏହି ମୂର୍ତି ଗତ ଗୋଟେ ଦଶକ ର ଅଟେ ।

କିନ୍ତୁ ଗତ ୧୮ ମାସ ତଳେ ଯେବେ ତାଙ୍କ କଜନ କୁ ମାରି ଦିଆ ଗଲା ତା ପର ଠାରୁ ଏହି ଅଜବ ଘଟଣା ଆରମ୍ଭ ହୋଇଛି ଏହି ପ୍ରତିମା ଲୁହ ଝରାଉଛି । ଏହି ପ୍ରତିମା ଡାହାଣ ଆଖିରୁ ଲୁହ ଝରୁଛି ଯାହା ପ୍ରତିମା ଚେହେରା ଉପରେ ଆସୁଛି । ଗୋଟେ ଟିବି ଚେନେଲ ଅନୁଯାଇ ଏହା ତେଲିଆ ଅଟେ ଏବଂ ଏହି ଲୁହ ଗୋଲାପ ପରି ବାସୁଛି ।

ଏହା ପ୍ରଥମ ଥର ନୁହେଁ ଯେବେ ବର୍ଜିନ ମେରି ତେଲ ସହ ଜଡିତ ଅଟେ, ୨୦୧୪ରେ ଇଜ୍ରାଇଲ ରେ ବର୍ଜିନ ମେରି ପ୍ରତିମାରୁ ତେଲ ଲୁହ ବାହାରିବାର ଦେଖା ଯାଇଛି । ପ୍ରତିମା କେୟରଟେକର କଥା ଅନୁଯାଇ, ଏହି ମୂର୍ତି ବା ପ୍ରତିମାକୁ ଦେଖିବା ପାଇଁ ବହୁତ ଦୂର ଜାଗାରୁ ପୂଜାରୀ ଓ ପଣ୍ଡିତ ଆସୁଛନ୍ତି ସମସ୍ତଙ୍କ ଅନୁଯାଇ ଏହା ବହୁତ ବଡ ଚମତ୍କାର ଅଟେ । ତେବେ ଏହା କାହିଁକି ହେଉଛି ତାହା ଏବେ ପର୍ଯ୍ୟନ୍ତ ମଧ୍ୟ କେହି ଯାନୀ ପାରୁ ନାହାନ୍ତି ।

ଏହିଭଳି ଅନେକ ନୂଆ ନୂଆ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ଟି ଅନ୍ୟମାନକ ସହ ସାହରେ ଅକରନ୍ତୁ ।

Leave a Reply

Your email address will not be published. Required fields are marked *