ଏହି 3ଟି ନାମର ଝିଆମନେ ହୋଇଥାନ୍ତି ଭାଗ୍ୟଶାଳୀ, ଯଦି ଆପଣଙ୍କୁ ଏହି ନାମର ଝିଅ ମିଳିବେ ତ ଆପଣ ହୋଇଯିବେ କୋଟିପତି

ଜୀବନରେ ଆମେ କିଭଳି ଜୀବନ ସାଥି ପାଇବୁ ଏହା ଆମେ ଜାଣିନେ । କାରଣ ଭବିଷ୍ୟତ କେହି ଜାଣି ପାରନ୍ତି ନି । କହିବା ପାଇଁ ଗଲେ ଆମେ ଦେଖିବା କି ଯେଉଁ ବ୍ୟକ୍ତି କୁ ଆମେ ବିବାହ କରିବା ପାଇଁ ଯାଉ ସେମାନ ଙ୍କର ଜାତକ ଦେଖି ଘର ଲୋକ ମାନେ ସେହି ମହିଳା ମାନଙ୍କ ଲକ୍ଷଣ ସ୍ଵଭାବ ଜଣାଇ ପାରନ୍ତି ।

ଆପଣ ଯଦି ନିଜେ ପସନ୍ଦ କରି ବିବାହ କରିବା ପାଇଁ ଚାହାଁନ୍ତି ତାହା ମଧ୍ୟ କିଛି ଭୁଲ ନୁହେଁ ଆପଣ ଏହାକୁ ଦେଖିଲେ ଜାଣି ପାରିବେ କି ଆପଣ ଯାହାକୁ ଭଲ ପାନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟ କିଛି ଜଣଙ୍କୁ ବିବାହ କରି ପାରିବେ । ଯଦି ଆପଣ ଜାଣିବେ ତ ଆଶ୍ଚର୍ଯ୍ୟ ହୋଇ ଯିବେ କି ଏହି ଭଳି ଝିଅ ମାନେ ମଧ୍ୟ ଥାନ୍ତି କେବଳ ନାମରୁ ଆପଣ ସେମାନଙ୍କୁ ନିଜ ଜୀବନ ସାଥି ଭାବେ ବାଛି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ନାମ ବିଷୟରେ ।

ତେବେ ଏହି ନାମର ଝିଅ ମାନେ ଖୁବ ସୌଭାଗ୍ୟ ବତୀ ହୋଇ ଥାନ୍ତି । ଜୀବନର ଏକ ଭଲ ମୂହୁର୍ତ୍ତ ବଞ୍ଚିବା ପାଇଁ ହେଲେ ଆପଣ ମାନେ ଜାଣିଥିବେ କି କିଭଳି ଏକ ଭଲ ମନକୁ ବୁଝି ପାରିବା ଭଳି ଜୀବନ ସାଥିର ଆବଶ୍ୟକତା ଅଟେ । ତେବେ ଯେଉଁ ମାନେ ନିଜ ସ୍ଵାମୀ କୁ ସବୁ ପ୍ରକାର ଖୁଶି ଦେଇ ପାରନ୍ତି । ଯେଉଁ ମାନେ ନିଜ ଘରକୁ ଆସୁଥିବା ଲୋକଙ୍କୁ ସତ୍କାର କରନ୍ତି । ଯେଉଁ ମାନେ ନିଜ ପିତା ମାତା ଙ୍କ ଭଳି ସ୍ବାମୀଙ୍କ ପିତା ମାତାଙ୍କୁ ଦେଖନ୍ତିଇ ସେମାନେ ଭାଗ୍ୟ ଶାଳି ହୋଇଥାନ୍ତି ।

ଏହା ହେଉଛି ସବୁ ଲୋକଙ୍କ ଜୀବନର ଏକ ଭଲ ସମୟ ଯାହା ପାଇଁ ଆମେ ଏହାକୁ ଅଧିକ ସୁନ୍ଦର କରିବା ପାଇଁ ଚେଷ୍ଟା କରୁ ଅଧିକ ସ୍ମୃତି ରେ ରହିବା ଭଳି ଆଗ୍ରହୀ ହୋଇ ଥାଉ । ତେବେ ପ୍ରଥମ ଅକ୍ଷର ହେଉଛି “R” । ଏହି ନାମର ଝିଅ ମାନେ ଦେଖିବା ପାଇଁ ସୁନ୍ଦର ସହ ଖୁବ ଭଲ କଥା ଅକହି ଥାନ୍ତି ଏମାନେ ସବୁ ବେଳେ ନିଜ ଜୀବନ ସାଥିର ଯତ୍ନ ନିଅନ୍ତି । ଏମାନେ ନିଜ ଭଲ କଥା ଦ୍ଵାରା ସବୁଙ୍କ ମନକୁ ଖୁବ ଜଲ୍ଦି ଜିତ୍ୟ ନେଇ ଥାନ୍ତି ।

ଏହି ନାମର ଝିଅ ମାନେ ନିଜ ଜୀବନ ସାଥି କୁ ଖୁବ ଖୁଶି ଦେଇଥାନ୍ତି । ଯେଉଁ ଝିଅ ମାନାଙ୍କ ନାମ “S” ରେ ଆରମ୍ଭ ହୋଇ ଥାଏ । ମାନଙ୍କୁ ଦେଖିବା ମାତ୍ରେ ଅଧିକ ରୁ ଅଧିକ ପୁଅ ମାନେ ଏମାନଙ୍କ ପ୍ରେମରେ ପଡି ଯାନ୍ତି । ଏମାନଙ୍କୁ ସବୁ ବେଳେ ନିଜ ପାଖରେ ରଖିବା ଅପାଇନ ଚାହାଁନ୍ତି । ଏହି ନାମର ଝିଅ ଯଦି ଆପାଣ ଙ୍କ ଜୀବନରେ ଆସିଛି ତେବେ ସେ ଆପଣଙ୍କ ପ୍ରତି ସବୁ ବେଳେ ନିଜର ଭଲ ପାଇବା ଦେବ ।

ଏମାନେ କେବେ ଭି ନିଜ ଜୀବନ ସାଥି କୁ ଧୋକା ଦେଇ ନଥାନ୍ତି । ସେମାନେ ସବୁ କଥା ନିଜ ଜୀବନସାଥୀ କୁ କହି ଥାନ୍ତି । ଶେଷରେ ନାମ ଆସେ “P” ଏହି ନାମର ଝିଅ ମାନେ ଟିକେ ରାଗି ଥାନ୍ତି କିନ୍ତୁ ସେମାନେ ନିଜ ଜୀବନସାଥି କୁ ଖୁବ ଭଲ ପାଇଥାନ୍ତି । ଏମାନେ ସବୁ ବେଳେ ନିଜର ଜୀବନସାଥି ଓ ଅସୁବିଧା ଭିତରେ ବାଧା ହୋଇ ରୁହନ୍ତି । ଏହି ନାମର ଝିଅ ମାନଙ୍କୁ ବିବାହ କରିବା ଭାଗ୍ଯର କଥା ।

Leave a Reply

Your email address will not be published. Required fields are marked *