ବିବାହ ପରେ ମଧ୍ୟ ଭୁଲି ନଥାନ୍ତି ପ୍ରଥମ ପ୍ରେମକୁ ଏହି ନାମର ଝିଅ ମାନେ, ପ୍ରେମୀକୁ ସବୁବେଳେ ପକାନ୍ତି ମନେ

ପ୍ରଥମ ପ୍ରେମ ଗୋଟିଏ ନିଆରା ଅନୁଭୂତି ହୋଇଥାଏ । କେବେ ଆଉ କେମିତି ପ୍ରେମ ହୋଇଯାଇଥାଏ ତାହା ଜାଣି ହୋଇନଥାଏ । ଆଉ ପ୍ରଥମ ପ୍ରେମ ସବୁବେଳେ ମନେ ରହିଥାଏ । ପ୍ରଥମ ପ୍ରେମ କେବେ ବୁଝି ବିଚାରୀ ହୋଇନଥାଏ ତାହା ହେଉ ହେଉ ହୋଇଯାଥାଏ ।

ସେ ଯାହାବି ହେଉ ପ୍ରେମ ବହୁତ ଅମୂଲ୍ୟ ଓ ବହୁତ ସୁନ୍ଦର ଅଣୁଭା ହୋଇଥାଏ । ପ୍ରେମର ମାନେ ଖାଲି ପାଇବା ନୁହେଁ ତାକୁ ହରାଇବାରେ ମଧ୍ୟ ବହୁତ ମଜା ଥାଏ । ଏମିତି କିଛି ଏହି ନାମର ଝିଅ ଅଛନ୍ତି ଯେଉଁ ମାନେ ବିବାହ ପରେ ମଧ୍ୟ ପ୍ରଥମ ପ୍ରେମକୁ ଭୁଲି ପାରିନଥାନ୍ତି ।

ସେ ମାନେ ନିଜର ସେସ ନିଶ୍ଵାସ ପର୍ଯ୍ୟନ୍ତ ତାଙ୍କର ପ୍ରୀମିକୁ ମନ ରଖିଥାନ୍ତି । ଏମିତି ମଧ୍ୟ ରହିଛି ପ୍ରତମା ପ୍ରେମରେ ମଣିଷ ବହୁତ କିଛି ଶିଖିଯାଏ ଆଉ ଶିକାୟ ଥାଏ ମଧ୍ୟ । ପ୍ରଥମ ପ୍ରେମ ଅନୁଭୂତି ବହୁତ ଅଲଗା ହୋଇଥାଏ ଚାହିଁଲେବି ଭୁଲି ହୁଏନି । ତାପରେ ଆଉ ଯିଏ ମଧ୍ୟ ଜୀବନରେ ଆସୁ ପ୍ରଥମ ପ୍ରେମ ଭଳି ଅନୁଭବ ମିଳେନି । ଆଜି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁ ମାନେ ପ୍ରଥମ ପ୍ରେମକୁ ଛାଡି ଅନ୍ୟତ୍ର ବିବାହ କରିଛନ୍ତି ଆଉ ଖୁସି ମଧ୍ୟ ଅଛନ୍ତି । କିନ୍ତୁ ତାଙ୍କର ପ୍ରଥମ ପ୍ରେମର ଅନୁଭବ ଏବେ ମଧ୍ୟ କେବେବି ଭୁଲି ପାରି ନାହାନ୍ତି । ଆସନ୍ତୁ ଏମିତି କିଛି ନାମର ଝିଅଙ୍କ ବିଷୟରେ ପ୍ରଥମ ଅକ୍ଷର ନାମ ଝିଅ ହେଲା


ଏମ :- ଏମ ନାମର ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଥରେ ଯାହାକୁ ଭଲପାଇଥାନ୍ତି ତାଙ୍କୁ ଭୁଲି ପାରିନଥାନ୍ତି । ସେ ବହୁତ ସହଜରେ ନିଜ କରିପାରିଥାନ୍ତି । ଯଦି କାହାକୁ ଏମାନେ ମନ ଦେଇ ବସିଲେ ତେବେ ସେ ମଣିଷ ତାଙ୍କର ହୋଇଯାଏ । ସେଇ ଝିଅ ତାଙ୍କୁ ବହୁତ ପ୍ରେମ କରିଥାନ୍ତି । ଯଦି ଏମାନଙ୍କ ବିବାହ ଅନ୍ୟ କେଉଁଠି ହୋଇଗଲା ତେବେ ଏମାନେ ସାରା ଜୀବନ ତାଙ୍କର ପ୍ରେମକୁ ଭୁଲି ପାରିନଥାନ୍ତି । ତାଙ୍କୁ ସବୁବେଳେ ମନେ ପକାଇ ଥାନ୍ତି ।


ଆର :- ଆର ନାମର ଝିଅଙ୍କ ପାଖରେ ପ୍ରେମ କରିବାର ବହୁତ ଭଲ ଶୈଳୀ ଥାଏ । ଏମାନେ ଯାହାର ପ୍ରେମରେ ଠାରେ ପଡିଯାଇଥାନ୍ତି ତାଙ୍କୁ ଜୀବନର ସେସ ପର୍ଯ୍ୟନ୍ତ ମନେ ରଖିଥାନ୍ତି । କେବେ କେବେ ଲୋକ ଏହାକୁ ଜାଣି ତାଙ୍କର କମଜୋରିର ମଧ୍ୟ ବହୁତ ଫାଇଦା ଉଠାଇଥାନ୍ତି । ଏହି ନାମର ଝିଅ ମଧ୍ୟ ବିବାହ ପରେ ତାଙ୍କର ପ୍ରଥମ ପ୍ରେମକୁ ଭୁଲିପାରିନଥାନ୍ତି । ସବୁ ବେଳେ ତାଙ୍କ ପ୍ରେମିଙ୍କୁ ହୃଦୟରେ ସଜାଇ ରଖିଥାନ୍ତି ।


ଏସ :- ଏହି ଅକ୍ଷର ନାମର ଝିଅ ମାନେ ସ୍ବଭାବରେ ବହୁତ ଚୂଲବୁଲି ହୋଇଥାନ୍ତି । ତାଙ୍କର ଝଗଡରେ ମଧ୍ୟ ପ୍ରେମ ଲୁଚି ରହିଥାଏ । ପ୍ରେମ ମାମଲାରେ ଏମାନେ କାଫି ସିରିୟସ ଥାନ୍ତି , ଯାହାକୁ ଠାରେ ପ୍ରେମ କରି ବସିଥାନ୍ତି ତାଙ୍କୁ କେବେବି ଭୁଲି ପାରିନଥାନ୍ତି । ସବୁବେଳେ ତାଙ୍କ କଥା ଭାବି ଥାନ୍ତି ଆଉ ମନେ ପକାଇ ଥାନ୍ତି । ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକି ଲାଇକ ଆଉ ସେୟାର କରନ୍ତୁ ଆଗକୁ ଏମିତିନୂଆ ନୂଆ ଲେଖା ଜାଣିବା ପାଇଁ ଏମିତି ଯୋଡି ହୋଇରହିଥାନ୍ତୁ ।

Leave a Reply

Your email address will not be published. Required fields are marked *