Ollywood ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋଇନ ଗୋଟେ Film ଅଆଇନ କିଏ କେତେ ଟଙ୍କା ନିଅନ୍ତି

ଆଜି ଆମେ ଜାଣିବା ଓଡିଆ ଫିଲ୍ମ ହିରୋଇନ ମାନେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ କେତେ ଟଙ୍କା ପରିଶ୍ରମିକ ନେଇଥାନ୍ତି । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କିଛି ହିରୋଇନ ଅଛନ୍ତି ତାଙ୍କ ମାଧରୁ ଆମ ଲିଷ୍ଟରେ ଟପ ୬ ହିରୋଇନ ସ୍ଥାନ ପାଇଛନ୍ତି । ତେବେ ଆସନ୍ତୁ ଜାଣିବା ।

ଝିଲିକ :- ଆମ ଲିଷ୍ଟରେ ଅଛନ୍ତି ବଙ୍ଗୀୟ ସୁନ୍ଦରୀ ଝିଲ୍ଲିକ ଭଟଚାର୍ଜ୍ୟ । ସେ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ ଲକ୍ଷ ନେଉଥିଲେ । କିନ୍ତୁ ଏବେ ତିନିଲକ୍ଷ ନେଉଛନ୍ତି ।


ବର୍ଷା ପ୍ରିୟା ଦର୍ଶିନୀ :- ବର୍ଷା ପାଞ୍ଚ ନମ୍ବର ଲିଷ୍ଟରେ ଅଛନ୍ତି । ସେ ଓଲିଉଡରେ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ ଲକ୍ଷରୁ ସାତ ଲକ୍ଷ ଟଙ୍କା ନେଉଛନ୍ତି । କିନ୍ତୁ ବିବାହ ପରେ ତାଙ୍କ ଫିଲ୍ମ ଆସିବାରେ ହ୍ରାସ ଘଟିଛି ।

ରିୟା ଦେ : ଆମ ଲିଷ୍ଟରେ ଚାରି ନମ୍ବରରେ ଯିଏ ଅଛନ୍ତି ସିଏ ହେଉଛନ୍ତି ରିୟା ଦେ । କ୍ରୀମିନାଲ ଏବଂ ଗୋଲାପି ଗୋଲାପି ଭଳି ହିଟ ଫିଲ ଦେଇଥିବା ରିୟା ଏକ ସମୟରେ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ବର୍ତମାନ ସେ ଦୁଇରୁ ତିନି ଲକ୍ଷ ଟଙ୍କା ନେଉଛନ୍ତି ।


ଭୂମିକା ଦାସ :- ହଋ ଭାଇଙ୍କ ଫିଲ୍ମ ରୁମକୁ ଝୁମାନା ଶିଶୁ କଳାକାର ଭାବେ ଅଭିନୟ କରି ସାରିଥିବା ଭୂମିକା ପ୍ରଥମେ ତରଙ୍ଗ ପକ୍ଷରୁ ଚାନ୍ସ ପାଇ ତୁ ମୋ ଲଭ ଷ୍ଟୋରି ଫିଲ୍ମରେ ଦେଖାଯିଥିଲେ । ଏହି ଫିଲ୍ମରେ ସ୍ଵରାଜ ବାରିକି ଙ୍କ ସହ ଅଭିନୟ କରିଥିଲେ । ସେ ଓଲିଉଡରେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ଚାରିରୁ ଛଅ ଲକ୍ଷ ଟଙ୍କା ନେଉଛନ୍ତି ।


ଶିବାନୀ ସଂଗୀତା :- ସେ ସିସ୍ଟର ଶ୍ରୀଦେବୀ ଓ ପ୍ରେମ କୁମାର ଭଳି ହିଟ ଫିଲ୍ମ ଦେଇଛନ୍ତି । ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପାଞ୍ଚରୁ ସତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।


ଏଲିନା ସାମନ୍ତରାୟ :- ନମ୍ବର ୱାନରେ ଅଛନ୍ତି ଓଲିଉଡର ଝିଅ ଏଲିନା ସାମନ୍ତ ରାୟ । ଇସ୍କ ତୁହି ତୁ, ରୁ ଏଣ୍ଟ୍ରି ମରିଥିବା ଏଲିନା ଗୋଟିଏ ଫିଲ୍ମ ପାଇଁ ଆଠରୁ ଦାସ ଲକ୍ଷ ପର୍ଯ୍ୟନ୍ତ ନେଇଥାନ୍ତି । ସେ ତରଙ୍ଗର ରିଆଲିଟି ସୋ କିଏ ହେବ ମୋ ହିରୋଇନରୁ ଆସିଛନ୍ତି ।


ଅଲିଉଡରେ କିଛି ବର୍ଷ ମଧ୍ୟରେ ହିରୋଇନେ ଭାବେ ଆସିଛନ୍ତି । ସେ ଟଙ୍କା କାରିୟରରେ ବହୁତ ଭଲ ଭଲ ହିଟ ଫିଲ୍ମ ଦେଇଛନ୍ତି । ଏଥିମଧ୍ୟରୁ ସେ କିଛି ବ୍ଲକ ବଷ୍ଟର ମୁଭି ମଧ୍ୟ ଦେଇଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *