କେତେବି ପୁରୁଣା ଚର୍ବିକୁ ଘିଅ ଭଳି ତରଳାଇ ଦେବ ଏହି ଘରୋଇ ଉପାୟ, ଥରେ ପିଅନ୍ତୁ ପେଟ, ଜଙ୍ଘ, ଅଣ୍ଟାର ଚର୍ବି ତରଳି ଯିବ

ଫିଟ ରହିବା ପାଇଁ ପ୍ରାୟତଃ ସମସ୍ତଙ୍କର ଇଚ୍ଛା ଥାଏ । ଏଥିପାଇଁ ସମସ୍ତେ କିଛି ନା କିଛି ଉପାୟ ସବୁ କରିଥାନ୍ତି । କିନ୍ତୁ କିଛି ଦିନ ପରେ ଏହି ସବୁ ଉପାୟକୁ କରିବା ପାଇଁ ଇଚ୍ଛା ହୁଏ ନାହିଁ । ଏମିତିରେ ଆମେ ପୁଣି ଥରେ ନିଜର ପୁରୁଣା ଜୀବନକୁ ଫେରି ଆସୁ ।

କହିବାକୁ ଗଲେ ବ୍ୟସ୍ତପୂର୍ଣ ଜୀବନ ମଧ୍ୟରେ ଆମେ ନିଜର ଏହି ଡାଇଟ ପ୍ଳାନକୁ ଫଲୋ କରି ପାରି ନ ଥାଉ । ଆମେ ଏହି ଡାଇଟ ପ୍ଳାନକୁ ଭୁଲି ଯାଇ ପୁଣି ଥରେ ମନ ଇଚ୍ଛା ଖାଦ୍ୟ ସେବନ କରିଥାଉ । ଏହା ଦ୍ଵାରା ଆମେ ପୁଣିଥରେ ମୋଟା ହେବାକୁ ଲାଗିଥାଉ । ଏହି କାରଣରୁ ଆମେ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଜନ୍ମ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଡାଇଟ ପ୍ଳାନ ନେଇ ଆସିଛୁ ।

ଯାହାକୁ ଯଦି ଆପଣ ଫଲୋ କରିବେ ତେବେ ମାସେ ମଧ୍ୟରେ ଆପଣ ୭ ରୁ ୮ କିଲୋ ଓଜନ କମ କରି ପାରିବେ । ଏହାକୁ ଆପଣ ସବୁଦିନ ବି କରି ପାରିବେ । ଏହା ଦ୍ଵାରା ଆପଣଙ୍କ ଶରୀରକୁ କୌଣସି ବି ପ୍ରକାରର କ୍ଷତି ହେବ ନାହିଁ । କହିବାକୁ ଗଲେ ଓଜନ କମ କରିବା ପାଇଁ ଆପଣ ପ୍ରାୟତଃ ସମସ୍ତେ ଲେମ୍ବୁ ପାଣିର ସେବନ କରିବାକୁ କହିଥାନ୍ତି । କିନ୍ତୁ ଓଜନ କମ କରିବା ପାଇଁ କେବଳ ଲେମ୍ବୁ ପାଣି ଯଥେଷ୍ଟ ନୁହେଁ ।

ଏଥିରେ ଆପଣଙ୍କୁ ଆହୁରି ଅଲଗା ବହୁତ କିଛି ଜିନିଷ ମିଶ୍ରଣ କରିବାକୁ ପଡିବ । ତେବେ ଚଲାନ୍ତୁ ସେହି ଉପାୟ ବିଷୟରେ ଜାଣିବା । ପ୍ରଥମେ ଆପଣ ୨୦୦ ରୁ ୨୫୦ ଏମଏଲ ପାଣି ଗୋଟିଏ ପାତ୍ରରେ ନିଅନ୍ତୁ । ଏହା ପରେ ଏଥିରେ ଆପଣ ଅଧ ଚାମଚ ଜୀରା ମିଶାନ୍ତୁ । ଲେମ୍ବୁ ରସ ବାହାର କରି ସାରିବା ପରେ ଯେଉଁ ଲେମ୍ବୁ ଚୋପା ବଞ୍ଚିଥିବ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଆପଣ ଏହି ଲେମ୍ବୁ ଚୋପାକୁ ଏହି ପାଣିରେ ପକାଇ ଓ ଏହି ପାଣିକୁ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।

ଆପଣ ପୂର୍ବରୁ ଯେଉଁ ଗ୍ଳାସରେ କେବଳ ଲେମ୍ବୁ ରସ ବାହାର କରି ରଖିଥିଲେ ସେହି ଗ୍ଳାସରେ ଏହି ପାଣିକୁ ଛାଣି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ସକାଳର ଜୁସ ପ୍ରସ୍ତୁତ ହୋଇ ଯାଇଛି । ଯଦି ଆପଣ ଏଥିରେ ମହୁ ମିଶ୍ରିତ କରିବାକୁ ଚାହାନ୍ତି ତେବେ ଆପଣ ଏଥିରେ ଅଧ ଚାମଚ ମହୁ ମିଶାଇ ପାରିବେ । କିନ୍ତୁ ଯଦି ଆପଣ ମଧୁମେହ ଦ୍ଵାରା ପୀଡିତ ଅଛନ୍ତି ତେବେ ଏଥିରେ ଆପଣ ମହୁର ପ୍ରୟୋଗ କରନ୍ତୁ ନାହିଁ । ଆପଣ ବିନା ମହୁରେ ବି ଏହାକୁ ସେବନ କରି ପାରିବେ ।

ଏହା ସାଧାରଣ ଲେମ୍ବୁ ପାଣିରୁ ୧୦ ଗୁଣା ଶକ୍ତିଶାଳୀ ଅଟେ । ଏହା ଓଜନକୁ କମ କରିବା ପାଇଁ, ଉତ୍ସାହିତ କରିବା ପାଇଁ, ଶକ୍ତିକୁ ବୁଦ୍ଧି କରିବା ପାଇଁ, ଚର୍ମ ପାଇଁ, କେସ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏହି ଜୁସକୁ ଆପଣ ସକାଳର ନିତ୍ୟକର୍ମ ଶେଷ କରିବା ପରେ ଓ ସକାଳ ଖାଇବାର ଅଧ ଘଣ୍ଟା ପୂର୍ବରୁ ସେବନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *