କ୍ୟାମେରାରେ କଏଦ ହେଲା ପୋଲିସଙ୍କ ଲଜ୍ୟାଜଣକ କାମ, ରାସ୍ତା ମଝିରେ ହିଁ କରି ବସିଲେ ଏଭଳି କାଣ୍ଡ…. ଦେଖନ୍ତୁ Video

ବନ୍ଧୁଗଣ, ସାଧାରଣତ ଆମ ଜୀବନରେ ଆମ୍ଭେ ଯାହା ଚିନ୍ତା କରିଥାଉ ତାହା ଆଦୌ ହୋଇ ନଥାଏ । ମାତ୍ର ତାହାର ବିପରୀତ ହୋଇଥାଏ । କିନ୍ତୁ ଆମ୍ଭେ ଯାହା ଚିନ୍ତା କରିଥାଉ ତାହା କରି ଦେଖାଇବାରେ ଆମେ ସଂପୂର୍ଣ୍ଣ ରୂପେ ପ୍ରୟାଶ କରିଥାଉ ।

ଆଜି ଆମ୍ଭେ ଆପଣଙ୍କୁ ଏଭଳି ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେବାରେ ଲାଗିଅଛି । ଆସନ୍ତୁ ଜାଣିବା ସେହି ବିଷୟବସ୍ତୁ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ୧- ଏହି ଘଟଣା ଟି ହିମାଞ୍ଚଳ ପ୍ରଦେଶ ର କାଙ୍ଗଡା ଜିଲ୍ଲାର ଅଟେ । ଏଠାକାର ଏକ ଧର୍ମଶାଳା ରେ ମାସ୍କ କୁ ନେଇ ଗୋଟିଏ ଛୋଟ ପିଲା ର ଲୋକ ମାନଙ୍କୁ ସଚେତନତା କରାଇବା ପଦ୍ଧତି ଦେଖିବାକୁ ମିଳିଥିଲା ।

ଏହି ଛୋଟ ଛୁଆ ଟି ନିଜ ହାତରେ ଗୋଟିଏ ହଳଦିଆ ରଙ୍ଗ ର ବାଡି ଧରି ସମସ୍ତଙ୍କୁ ତାଗିଦ କରୁଥିଲା । ଯେଉଁ ମାନେ ମାସ୍କ ପିନ୍ଧିନଥିଲେ ସେ ସମସ୍ତଙ୍କୁ ବାଡି ରେ ମାରୁଥିଲା । ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ, ପିଲାଟିର ଗୋଡରେ ଚପଲ ନଥିଲା ମାତ୍ର ହାତରେ ବାଡି ଏବଂ ମୁଖରେ ମାସ୍କ ଥିଲା । ମାତ୍ର ସାମ୍ନା ରୁ ଆସୁଥିବା ଏହି ଶିକ୍ଷିତ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ଚେହେରାରେ ମାସ୍କ ଲାଗି ନଥିଲା ।

ଏହି ପିଲାଟିର ନାମ ଅମିତ ଥିଲା । ଆମ୍ଭର ଗୋଟିଏ ପ୍ରଶ୍ନ ଶିକ୍ଷିତ କାହାକୁ କୁହାଯିବ ? ଯେଉଁ ମାନେ ମାସ୍କ ପିନ୍ଧି ନାହାନ୍ତି ତାଙ୍କୁ ନା ଏହି ଗରିବ ପିଲାଟିକୁ ? କରୋନା ର ୩ ୟ ଲହରୀ ଆସିବାକୁ ଯାଉଅଛି । ଆପଣ ମାନେ ସମସ୍ତେ ମାସ୍କ ଲଗାଇ ରୁହନ୍ତୁ । କିଛି ନିୟମ ତଥା ପଦକ୍ଷେପ ଗ୍ରହଣ କରି ଏହି ସଂକ୍ରମଣ କୁ ଦୂରରେ ରଖାଯାଇ ପାରିବ ।

୨- ଆପଣ ମାନେ ନି-ଶା-ଦ୍ର-ବ୍ୟ ଗ୍ରହଣ କରିଥିବା ଅନେକ ପୋଲିସ ବାବୁ ମାନଙ୍କୁ ଦେଖିଥିବେ । ମାତ୍ର ଏହି ପୋଲିସ ଅଫିସର ଙ୍କ ନି-ଶା ସେବନ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଛି । ଏହି ପୋଲିସ କର୍ମୀ ଜଣକ ମଝି ରାସ୍ତାରେ ନି-ଶା-ଦ୍ର-ବ୍ୟ ସେବନ କରି ସେହି ରାସ୍ତାରେ ଯିବାଆସିବା କରୁଥିବା ଯାତ୍ରୀ ମାନଙ୍କୁ ଗୀତ ଗାଇ ଶୁଣାଉଥିଲେ । ମାତ୍ର ଗୀତ କିଛି ଏଭଳି ସେଭଳି ନଥିଲା ତାହା ମଧ୍ୟ ନି-ଶା ଉପରେ ଥିଲା ।

ଏହି ଘଟଣା ଟି ମଧ୍ୟ ପ୍ରଦେଶ ର ସାଗର ଜିଲ୍ଲା ର ଅଟେ । ଯେଉଁଠାରେ ବିନୋଦ କୁମାର ନାମକ ପୋଲିସ କର୍ମୀ ସବୁବେଳେ ନି-ଶା ରେ ରହିଥାଏ । ଏହା ସହିତ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀ ଙ୍କୁ ଫିଲ୍ମୀ ଗୀତ ଶୁଣାଇ ଥାଏ । ବନ୍ଧୁଗଣ ଏହି ଘଟଣା ଗୁଡିକୁ ଆଧାର କରି ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *