“ନୂଆବୋହୁ” ସିରିଏଲ ଶେଷ ହେବା ପରେ ବର୍ତ୍ତମାନ କଣ କରୁଛନ୍ତି Swatik ଓ Radhika ?

ଓଲିଉଡ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ ଦ୍ଵାରା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଲଗା ପରିଚୟ ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟେଲିଭିଜନ ଜଗତରେ ମଧ୍ୟ କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋକିହାନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସେଲିବ୍ରେଟି ମାନେ ନିଜର ଷ୍ଟାଇଲିସ, ବ୍ୟକ୍ତିତ୍ବ ଓ ସୁନ୍ଦରତା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଖୁବ ସକ୍ରିୟ ହୋଇ ରହିଛନ୍ତି । “ନୂଆ ବୋହୁ” ସିରିଏଲ ବନ୍ଦ ହେବା ପରେ ଏହି ସିରିଏଲରେ ମୁଖ୍ୟ କଳାକାର ରାଧିକା ଓ ସାତ୍ଵିକ ବର୍ତ୍ତମାନ କଣ କରୁଛନ୍ତି ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ର ବର୍ତ୍ତମାନ ନୂଆ ନାମକରଣ କରାଯାଇ “ଝିଅ ଆମର ନୂଆ ବୋହୁ” ରଖା ଯାଇଛି ।

ତେଣୁ “ନୂଆ ବୋହୁ” ସିରିଏଲ ଟି ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି । ତେବେ ଏହି “ଝିଅ ଆମର ନୂଆ ବୋହୁ” ସିରିଏଲରେ ରାଧିକା ଓ ସାତ୍ଵିକଙ୍କର ମୃ-ତ୍ୟୁ ହୋଇ ତାଙ୍କର ଝିଅ ମୁଖ୍ୟ ଅଭିନେତ୍ରୀ ଭାବେ ଦୀର୍ଘ ୧୮ ବର୍ଷ ପରେ ଘରକୁ ଫେରିବାର ନଜର ଆସିବେ । “ନୂଆ ବୋହୁ” ସିରିଏଲ ବନ୍ଦ ହେବା ପରେ ରାଧିକା ଓ ସାତ୍ଵିକ କୌଣସି ନୂଆ ସିରିଏଲ କରି ନାହାନ୍ତି । ଏହା ଛଡା ଏହି ଦୁଇ ଯୋଡି କୁ ଏ ଯାଏଁ କୌଣସି ଅଫର ମଧ୍ୟ ମିଳି ନାହି । ରାଧିକା ଓ ସାତ୍ଵିକ ଘରେ ରହି ନିଜର ଛୁଟି ଏଞ୍ଜୋଏ କରୁଥିବର ନଜର ଆସୁଛନ୍ତି । ଗତ କିଛି ଦିନ ହେବ ସାତ୍ଵିକ “ନୂଆ ବୋହୁ” ସିରିଏଲ ଟି ଛାଡି ଦେଇଛନ୍ତି ।

ଏହାର କାରଣ କଣ ରହିଛି ତାହା ଏ ଯାଏଁ ଜଣ ପଡି ନାହି । ଆଗାମୀ ଦିନରେ “ନୂଆ ବୋହୁ” ସିରିଏଲ ବଦଳରେ ଦର୍ଶକ ମାନେ “ଝିଅ ଆମର ନୂଆ ବୋହୁ” ସିରିଏଲ ଦେଖିବାକୁ ପାଇବେ । “ନୂଆ ବୋହୁ” ସିରିଏଲ ଟି ଯେପରି ଲୋକପ୍ରିୟ ହୋଇଥିଲା ଠିକ ସେହି ପରି “ଝିଅ ଆମର ନୂଆ ବୋହୁ” ସିରିଏଲ ଟି ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରା ଯାଉଛି । ତେବେ ରାଧିକା ଓ ସାତ୍ଵିକ ଙ୍କ ଯୋଡି ପାଇଁ ଏହି ସିରିଏଲ ଟି ଆଗକୁ ବଢି ପାରିଥିଲା ।

ବର୍ତ୍ତମାନ ନୂଆ ଅଧ୍ୟାୟ “ଝିଅ ଆମର ନୂଆ ବୋହୁ”ରେ କଣ ରହିଛି କାହାଣୀ ଓ ଏଥିରେ କେଉଁ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିବ ତାହା ଅପେକ୍ଷାରେ ଦର୍ଶକ ମାନେ ଅଛନ୍ତି । ଆଶା କରୁଛୁ ଆପଣ ମାନଙ୍କୁ ନୂଆ ଧାରାବାହିକ “ଝିଅ ଆମର ନୂଆ ବୋହୁ” ଟି ଖୁବ ପସନ୍ଦ ଆସିବ । ରାଧିକା ଓ ସାତ୍ଵିକ ଆଗକୁ କେଉଁ ସିରିଏଲ ରେ ଅଭିନୟ କରିବେ ତାହା ଏ ଯାଏଁ ସଠିକ ଭାବେ ଜଣା ପଡି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ରାଧିକା ଓ ସାତ୍ଵିକଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *