ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛିକି ଏହି 5ଟି ନାମ ଥିବା ଲୋକ କେବେବି ଅଲଗା ହୁଅନ୍ତି ନାହିଁ । ଭଲପାଇବା ଯେତିକି ସହଜ ତାକୁ ନିବେଇବା ସେତିକି କଷ୍ଟ, ସବୁ ପୁଅ କି ଝିଅ ଚାହାନ୍ତି କି ତାର ସାଥି ସେଶ ପର୍ଯ୍ୟନ୍ତ ତାର ସାଥି ହେଉ । ଜୀବନର କୌଣସିବି ସମୟରେ ତାକୁ ଛାଡିକି ନ ଯାଉ । ଆଜି ଆମେ ଏହି 5 ଟି ଯୋଡିମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ କେବେବି ଅଲଗା ହୁଅନ୍ତି ନାହିଁ । ଆସନ୍ତୁ ଜାଣିବା ଏହି ପୋଷ୍ଟ ମାଧ୍ୟମରେ ।
A ଓ S ନାମଧାରୀ ବ୍ୟକ୍ତିଙ୍କ ଯୋଡି ସ୍ଵର୍ଗରୁ ବନିକି ଆସିଛି । ସବୁବେଳେ ସେ ସାଥିରେ ରହିଥାନ୍ତି ତାଙ୍କ ଭିତରେ ଅଟୁଟ ପ୍ରେମ ରହିଥାଏ । ତାଙ୍କର ଏହି ପ୍ରେମ ଓ ବିଶ୍ଵାସ ପାଇଁ ସେ ସବୁବେଳେ ସାଥିରେ ରହିଥାନ୍ତି ।

କୁହାଯାଏ P ଓ B ନାମଧାରୀ ଯୋଡ଼ି ମାନେ ତାଙ୍କ ସାଥି ଉପରେ ଆଖିବୁଜି ବିଶ୍ଵାସ କରିପାରନ୍ତି । ଏହି କାରଣ ଲାଗି ତାଙ୍କ ସମ୍ପର୍କ ଦିନକୁ ଦିନ ମଜଭୂତ ହୋଇଥାଏ । ଯେଉଁଠି ଦୁଇଜଣ ଦୂନଙ୍କ ସାଥିରେ ରହିବାର ଇଚ୍ଛା ଓ ବିଶ୍ଵାସ ରହିଥାଏ ସେ କେବେ ଅଲଗା ହୋଇନଥାନ୍ତି ।

K ଓ T ଯୋଡିମାନଙ୍କ ବିଷୟରେ ସେମାନେ ବହୁତ ବିଶ୍ଵାସ ଓ ଭରସରେ ତାଙ୍କ ସମ୍ପର୍କକୁ ନିଭାଇଥାନ୍ତି । ଓ ସବୁ ସମୟରେ ଦୁଇଜଣ ଦୁଇଜଣଙ୍କ ସାଥ ଦିଅନ୍ତି । ଯଦି ଦୁଇଜଣଙ୍କ ଭିତରୁ କିଏ କମଜୋର ପଡିଗଲା ଆଉ ଜଣେ ତାର ସାହାରା ହୋଇଥାଏ । ଏମାନଙ୍କର ଭଲପାଇବା ହିଁ ତାଙ୍କ ସମ୍ପର୍କର ପେହେଚାନ ହୋଇଥାଏ ।
B ଓ M ନାମଧାରୀ ଯୋଡି ତାଙ୍କର ଜୀବନସାଥୀ ସହିତ ଏତେ ପ୍ରେମ କରିଥାନ୍ତିକି କେବେ ଢୋକ ଦେବା ବିଷୟରେ ଭାବନ୍ତି ନାହିଁ । ଦୁଇଜଣ ଦୁଇଜଣଙ୍କ ପାଇଁ କିଛିବି କରିବା ପାଇଁ ରେଡି ଥାନ୍ତି । ଏହି ଦୁଇଜୋଡ଼ିଙ୍କ ମଧ୍ୟରେ କେବେବି ଅବିଶ୍ଵାସ ନଥାଏ ।

H ଓ J ନାମଧାରୀ ଯୋଡ଼ିଙ୍କ ବିଷୟରେ ଏମାନଙ୍କ ବିଷୟରେ ସତ ଓ ଅତୁଟ ବିଶ୍ଵାସର ସହିତ ଭଲପାଇବା ଦେଖିବାକୁ ମିଳିଥାଏ । ଯଦି ଏମାନଙ୍କ ଭିତରେ ଝଗଡା ହୋଇବି ଯାଏ ସେ ନିଜ ନିଜ ଭିତରେ ଝଗଡକୁ ଖତମ କରି ଦିଅନ୍ତି । ଜ୍ୟୋତିଷ ସାସ୍ତ୍ର ହିସାବରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯାହା ଆମେ ଏହି ବିଷୟରେ ଆଲୋଚନା କଲୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।