ଏହି ପଥରକୁ କାଟିଲେ ବାହାରୁଛି ରକ୍ତ ,ଜାଣନ୍ତୁ ଏହା ପଛରେ ଥିବା ସତ୍ୟତା

ଆଜି ଆମେ ଆପଣଙ୍କୁ ଏକ ଏମିତି ପଥର ବିଷୟରେ କହିବୁ ଯାହା ଜାଣି ଆପଣ ଚମକି ପଡିବେ । ଆପଣ ଏବେ ପର୍ଯ୍ୟନ୍ତ ମଣିଷ ଶରୀରରେ ଆଘାତ ଲାଗିଲେ ସେଥିରୁ ରକ୍ତ ବାହାରୁଥିବା ଦେଖିଥିବେ । କିନ୍ତୁ କଣ ଆପଣ ପଥର ଦେହରୁ ରକ୍ତ ବାହାରୁ ଥିବାର ଦେଖିଛନ୍ତି ? ଆମେ ଯେଉଁ ପଥର ବିଷୟରେ କହୁଛୁ ତାହାକୁ ଭାଙ୍ଗିଲେ ସେଥିରୁ ରକ୍ତ ବାହାରୁଛି । ଏହି ପଥରକୁ ଭାଙ୍ଗିଲେ ଏଥିରୁ ରକ୍ତ ବାହାରୁଛି ,ଏହା ସହିତ ଲୋକମାନେ ଏହି ପଥରରୁ ବାହାଋ ଥିବା ମାଂସ କୁ ବି ବହୁତ ପସନ୍ଦ କରୁଛନ୍ତି ।

ଏହି ପଥର ଦେଖିବାକୁ ସାମାନ୍ୟ ପଥର ପରି ଅଟେ ଏବଂ ଏହା ଚିଲି ଏବଂ ପେରୁ ର ସାମୁଦ୍ରିକ ଲତାରେ ଅଧିକ ସଂଖ୍ୟାରେ ମିଳିଥାଏ । ଏହି ପଥରକୁ ‘ପାୟୁରା ଚିଲିୟାସିସ’ ନାମରେ ଜଣାଯାଇଥାଏ । ଏହା ଛଡା ଆହାକୁ ‘ପିରିଅଡ ରାଙ୍କ’ବି କୁହାଯାଇଥାଏ ।

ଏହିଭଳି ଏକ ପଥରକୁ ଦେଖି ଆପଣମାନେ ଆଶ୍ଚର୍ଯ୍ୟ ନିଶ୍ଚୟ ହେଉଥିବେ କି ଏଥିରୁ ରକ୍ତ କଣ ପାଇଁ ବାହାରୁଛି । ଏବଂ ଏବେ ତ ଆପଣ ଏହାର ସତ୍ୟତା ଜାଣିଗଲେ ।

Leave a Reply

Your email address will not be published. Required fields are marked *