କଣ ଆପଣ ଏହି ଫଟୋରୁ ଲୁଚିଥିବା ପଶୁ ଖୋଜି ପାରିବେ ? ପ୍ରଥମ ଥରରେ ଆସିବନି ନଜର

ଏହି ଫଟୋକୁ ଧ୍ୟାନ ଦେଇ ଦେଖନ୍ତୁ, କଣ ଆପଣଙ୍କୁ ପଶୁ ଦେଖା ଯାଉଛି ? ବୋଧେ ଦେଖା ଯାଉ ନଥିବ, କିନ୍ତୁ ଧ୍ୟାନ ଦେଇ ଦେଖିଲେ ଆପଣ ସେହି ଖତରନାକ ପଶୁକୁ ଦେଖି ପାରିବେ । ଏହି ଫଟୋରେ ଗୋଟେ ଚିତା ଲୁଚି ଅଛି, ଯାହା ଏହି ପାହାଡ ରଙ୍ଗ ର ଅଟେ । ଏହି ଫଟୋକୁ ସୁଧୀର ଶିବରାମ କ୍ଲିକ କରିଛନ୍ତି, କେଉଁ ଜାଗାର ଫଟୋ ଆସନ୍ତୁ ଜାଣିବା ଓ ଆମ ସହ ଆପଣ ମଧ୍ୟ ଖୋଜିବା ପାଇଁ ଚେଷ୍ଟା କରନ୍ତୁ ।

ଫୋଟୋରେ ଚିତା କେଉଁଠି ଅଛି ଆସନ୍ତୁ ଦେଖିବା ଏହା ପର ଫୋଟୋରେ

ସୁଧୀର ଶିବରାମ ଦ୍ଵାରା କ୍ଲିକ ଏହି ଫଟୋ ରାଜସ୍ଥାନ ର ଗୋଟେ ଛୋଟ ସହର ବେରା ର ଅଟେ, ସୁଧୀର କହିବା ଅନୁଯାଇ ଏହି ଜାଗାରେ ବହୁତ ମାତ୍ରାରେ ଚିତା ରୁହନ୍ତି । ସୁଧୀରଙ୍କ ଅନୁଯାଇ ଯେତେବେଳେ ସେ ଏହି ଫଟୋ କ୍ଲିକ କରୁଥିଲେ ଚିତା ଆରାମ କରୁଥିଲା, ସେହି ସମୟରେ ବିନା ଚିତାକୁ ଦିସ୍ତାର୍ବ କରି ମୁଁ ଚିତା ଫଟୋ ଦୁରୁରୁ କ୍ଲିକ କରିଥିଲି, କିନ୍ତୁ ଏଙ୍ଗଲ ପୁରା ଅଫ ସେଣ୍ଟର ରଖିଥିଲି । ସୁଧୀର ଅନୁସାରେ କିଛି ଲୋକ ଚିତାକୁ  ଦେଖି ପାରିଲେ, ବହୁତ ଲୋକଙ୍କୁ ଲାଗିଲା ଫଟୋରେ କିଛି ନାଇ ।

ସୁଧୀର କହିଲେ ଯେ ଛୋଟ ପଶୁମାନଙ୍କୁ ନିଜ ଶିକାର କରିଥାଏ । ଯଦି ଆପଣ ଚିତାକୁ ଦିସ୍ତାର୍ବ କରିବେଣୀ ତେବେ ଏହା ଆପଣଙ୍କ ପାଖକୁ ଆସିବନି । ଏହା ପ୍ରଥମ ଫଟୋ ନୁହେଁ ଯେଉଁ ତିରେ ପଶୁ ଲୁଚିଛି ଏହା ପୂର୍ବରୁ ମଧ୍ୟ ବହୁତ ଏମିତି ଫଟୋ ଦେଖିବାକୁ ପାଇଛୁ ଯାହା ଦ୍ଵାରା ପଶୁ ଖୋଜିବା ପାଇଁ ଆସିଥାଏ ।

ଏବେ ଏହି ଫୋଟୋରେ ଦେଖନ୍ତୁ କେଉଁ ପଶୁ ଲୁଚିଛି ? ଏହା ତଳ ଫୋଟୋରୁ ଜାଣନ୍ତୁ ।

ଭଲଭାବେ ଦେଖିଲେ ଜାଣି ପାରିବେ ଯେ ପାହାଡ ମଝିରେ ଗୋଟେ ମୂଷା ଲୁଚିକି ବସିଛି । ଯାହାକୁ ଆପଣ ଜୁମ କରିଲେ ଦେଖି ପାରିବେ । ତେବେ ଏବେ ଚାଲନ୍ତୁ ଦେଖିବା ଅନ୍ୟ ଏକ ଫୋଟୋ ଓ ସେଥିରେ କଣ ଲୁଚିଛି ।

ଏବେ କୁହନ୍ତୁ ଏହି ଫୋଟୋରେ କେଉଁ ପଶୁ ଲୁଚିଛି, କଣ ଯାନୀ ପାରୁ ନାହାନ୍ତି କି ? ତେବେ ଆମେ ଆପଣଙ୍କୁ କହିଦେଉଛୁ ।

ଦେଖନ୍ତୁ ଏହି ଫୋଟୋରେ ଅଚଚି ବରଫ ମଝିରେ ବସିଥିବା ଏକ ଧଳା ପାରା । କେତେ ସୁଦର ଦେଖାଯାଉଛି । ସେ ଏତେ ଧଳା ଅଚଚି ଯେ ପୁରା ବରଫ ସହ ମିଶି ଯାଉଛି ଓ ଆଖ ପକାହରେ ଥିବା ବଡା ସବୁ ତା କ୍ଷୀର ରଙ୍ଗ ସହ ମିଶି ଯାଉଛି ସେଥିପାଇଁ ପ୍ରଥମ ଥରାରେ କେଝି ଏହାକୁ ଜାଣି ପାରୁ ନାହାନ୍ତି ।

କଣ ମଜା ଆସିଲା ନା ଏହି ଫୋଟୋରେ ପଶୁ ଖୋଜିବାରେ , ଯଦି ଆପଣଙ୍କୁ ଆମର ଏହି ପୋସ୍ତ ଭଲ ଲାଗିଥିବା ତେବେ ନିଶ୍ଚୟ ଶେୟାର କରନ୍ତୁ ଓ ଆପଣଙ୍କ ସାଙ୍ଗମାନଙ୍କୁ ମଧ୍ୟ କୁହନ୍ତୁ ଏହି ଫୋଟୋରେ ପଶୁ ଖୋଜିକି ଦେଖାଇବେ ।

 

Leave a Reply

Your email address will not be published. Required fields are marked *