ପୁରୁଷଙ୍କ ଦୁର୍ବଳତାକୁ ଦୂର କରି ଶକ୍ତିଶାଳୀ କରିଦେବ ଘରେ ଥିବା ଏହି 5ଟି ଜିନିଷ, ଶରୀର ହୋଇଯିବ ଲୁହା ଭଳି ଶକ୍ତ

କଥାରେ ଅଛି ସ୍ଵସ୍ଥ ଜୀବନ ସୁଖୀ ଜୀବନ । ଯଦି ମଣିଷର ଶରୀର ଦୁର୍ବଳ ହୋଇଥିବ ତେବେ ସେ କୌଣସି ପ୍ରକାରର କାର୍ଯ୍ୟ କରିବାକୁ ସମର୍ଥ ହୋଇ ନଥାଏ । ଏହା ସହିତ ଜୀବନକୁ ଦୁଃଖ ଏବଂ କଷ୍ଟ ଘେରି ଯିବେ । ଯଦି ସୁସ୍ଥ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଶାରୀରିକ ଭାବେ ସୁସ୍ଥ ଏବଂ ମଜବୁତ ହେବାକୁ ପଡିବ । ଆପଣ ଜାଣିଛନ୍ତିକି ଏମିତି ୫ଟି ଘରୋଇ ଉପାୟ ଅଛି ଯାହାକୁ ବ୍ୟବହାର କରି ଆପଣଙ୍କ ଦୁର୍ବଳ ଶରୀର ମଜବୁତ ହେଇଯିବା ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ସେହି ସବୁ ସୁପର ଫୁଡ ବିଷୟରେ ଯାହାକୁ ଖାଇ ଆପଣ ବଳବାନ ହୋଇପାରିବେ ।

କଦଳୀ :-

କଦଳୀ ଦୁର୍ବଳ ଶରୀରକୁ ମୋଟା ଏବଂ ଶକ୍ତ ବନାଇଥାଏ । କୁହାଯାଏ ସନ୍ଧ୍ୟା ସମୟରେ ଖାଦ୍ୟ ଗ୍ରହଣ ପରେ ୨ଟି କଦଳୀ ଖାଇବା ଦ୍ଵାରା ଯୌନ ଦୁର୍ବଳତାର ପରିସମାପ୍ତ ଘଟିଥାଏ ଏବଂ ଶରୀରକୁ ବଳ ମିଳିଥାଏ । କିନ୍ତୁ ମନେ ରଖିବେ ସକାଳେ ଖାଲି ପେଟରେ କଦଳୀ ଖାଇବା ଅନୁଚିତ ।

ଅଅଁଳା :-

ଶରୀରକୁ ଶକ୍ତି ଦେବାରେ ଅଅଁଳାର ଭୂମିକା ଗୁରୁତ୍ବପର୍ଣ । ପାଖାପାଖି ୧୦ଗ୍ରାମ କଞ୍ଚା ଅଅଁଳା ମହୁ ସହ ଖନ୍ତୁ । ଏହାକୁ ପ୍ରତିଦିନ ସକାଳେ ଖାଇଲେ ଯୌନ ବଳ ବଢିବା ସହ ଶରୀର ଶକ୍ତ ହେଇଥାଏ ।

ଲେମ୍ବୁ :-

ଶରୀରରେ ଶକ୍ତି ବଢାଇବାରେ ଲେମ୍ବୁ ଅତ୍ୟନ୍ତ ଜରୁରୀ । ଏହା ଦୁର୍ବଳତା ଦୂର କରେ ଏବଂ ଶରୀରକୁ ଚଳଚଞ୍ଚଳ କରିଥାଏ । ଲେମ୍ବୁକୁ ଲୁଣ କିମ୍ବା ଚିନୀ ସହ ଉଷୁମ ପାଣିରେ ପିଇବା ଉଚିତ ।

ଘିଅ :-

ଘିଅ ସମସ୍ତ କ୍ଷେତ୍ରରେ ଶରୀର ପାଇଁ ଲାଭ ଦାଯକ ହୋଇଥାଏ । ଯଦି ଶରୀରରେ ଦୁର୍ବଳତା ଏବଂ ଯୌନ ଦୁର୍ବଳତା ଅନୁହ୍ନବ ହେଇଥାଏ ତେବେ ଘିଅ ସେବନ କରିବା ଉଚିତ । ପ୍ରତେକଦିନ ରାତ୍ର ଭୋଜନ ପରେ ଘିଅ ଏବଂ ମହୁର ମିଶ୍ରଣ ସେବନ କରନ୍ତୁ । ଏହାଦ୍ବାରା ସ୍ମରଣଶକ୍ତି, ଶରୀରରେ ଶକ୍ତି ଏବଂ ଧାତୁର ବୃଦ୍ଧି ଘଟିଥାଏ ।

କିସମିସ :-

ପାଖାପାଖି 60 ଗ୍ରାମ କିସମିସ ପାଣିରେ ଭିଯାଇ 12 ଘଣ୍ଟା ପରେ ସେବନ କଲେ ଶରୀରର ପେଟ ଜନିତ ରୋଗ ଭଲ ହେବାସହ ଶରୀରରେ ରକ୍ତ ଏବଂ ଧାତୁର ବୃଦ୍ଧି ହେଇଥାଏ । କିସମିସର ମାତ୍ରା ଧୀରେ ଧୀରେ ବୃଦ୍ଧି କରି ୨୦୦ ଗ୍ରାମ ସେବନ କରିବା ଉଚିତ । କିସମିସକୁ ରାତିରେ ଗରମ ପାଣିରେ ଭିଯାଇ ଦିଅନ୍ତୁ ଏବଂ ସକାଳେ ସେଇ ପାଣି ଓ ଦାନାକୁ ଖାଇଲେ ଶାରୀରିକ ଦୁର୍ବଳତା ଦୂର ହେଇଥାଏ ।

ଏହିଭଳି ଅଙ୍କେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆମେ ନେଇ ଆସିବୁ ଆପଣଙ୍କ ପାଇଁ , ସେଥିପାଇଁ ଆପଣଙ୍କୁ ଆମ ପେଜକୁ ଲାଇକ କରିବାକାଉ ପଡିବ, ଯାହା ଫଳରେ ଅପାନ ଆମର ସବୁ ଖବର ପାଇ ପାରିବେ ।

Leave a Reply

Your email address will not be published. Required fields are marked *