ସୁନାଠୁ ବି ଦାମିକା ଅଟେ ଏହିସବୁ ଫୁଲ, ଗୋଟିଏ ଫୁଲର ଦାମରେ ହୋଇପାରିବ ୧୦ଟି ଘର- ଜାଣନ୍ତୁ ଏହି ଦୁର୍ଲଭ ଫୁଲ ସବୁ କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ଜାଣିଥିବେ ସଂସରରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ମିଳିଥାଏ ତେବେ ଆପଣ ଯେଉଁ ସବୁ ଫୁଲ ବିଷୟରେ ଜାଣିଛନ୍ତି ତାହାର ମୂଲ୍ୟ ବହୁତ କମ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଫୁଲ ବିଷୟରେ କହିବୁ ଯାହାର ଦାମ ଜାଣି ଆପଣ ମୁଣ୍ଡରେ ହାତ ଦେବେ । ଗୋଟେ ଗୋଟେ ଫୁଲର ଦାମ ରେ ଆପାନ ୧୦ ଟି ଘର ବଣାଇ ପାରିବେ । ଏବେ ଭାବନ୍ତୁ ଗୋଟେ ଫୁଲର ଦାମ କେତେ ହୋଇଥିବ।

ବହୁମୂଲ୍ୟ ଅଟେ କଦୁପୁଲ ଫୁଲ :

ମହଙ୍ଗା ଫୁଲରେ କଦୁପୁଲ ଫୁଲ ସମସ୍ତଙ୍କ ଉପରେ ଆସେ, ଶ୍ରୀଲଙ୍କାରେ ମିଳୁଥିବା ଏହି ଫୁଲ କେକଟାସ ର ଏକ ପ୍ରଜାତି ଅଟେ । ଧଳା ରଙ୍ଗ ର ଏହି କଦୁପୁଲ ମିଳିବା ଅତି ଦୁର୍ଲଭ ଅଟେ । ଏହି ଫୁଲ ରାତିରେ ଫୁଟେ ଏବଂ କିଛି ସମୟ ରେ ଶାଖାରେ ନଥାଏ । ଏହାକୁ “କୁଇନ ଓଫ ନାଇଟ” ମଧ୍ୟ କୁହାଯାଏ ।

ଏହି ଫୁଲ ଏଥିପାଇଁ ବହୁମୂଲ୍ୟ କାହିଁକିନା ଏହାକୁ କେବେ କେହି ବିକି ପାରିନାହାଁନ୍ତି ଏହି ଫୁଲ ରାତିରେ ଫୁଟେ ଏବଂ କିଛି ସମୟ ରେ ମଉଳି ଯାଏ ସେଥିପାଇଁ ଏହା ବହୁମୂଲ୍ୟ ଅଟେ ।

ଟ୍ୟୁଲିପ :

ଟ୍ୟୁଲିପ ଡଚ ଅମୀର ଫୁଲ ପ୍ରେମୀ ଲୋକଙ୍କ ପାଇଁ ଏକ ଚର୍ଚିତ ଏବଂ ସବୁଠୁ ଫ୍ୟାସନେବଲ ଫୁଲ ଅଟେ । ଏହି ଫୁଲର ମୂଲ୍ୟ ୩,୬୦୦ ପାଉଣ୍ଡ ଅର୍ଥାତ ୩୧୯,୯୫୦.୧୭ ଭାରତୀୟ ମୁଦ୍ରା ଅଟେ ।

ଜୂଲିୟଟ ଗୋଲାପ :

ନିଜ ସୁଗନ୍ଧ ଏବଂ ସୁନ୍ଦରତାପାଇଁ ଫେମସ ଜୂଲିୟଟ ଗୋଲାପ ୧୫ ବର୍ଷ ରେ ଥରେ ଫୁଟେ, ଏହି କାରଣରୁ ଜୂଲିୟଟ ଗୋଲାପ ଫୁଲ ଏତେ ମହଙ୍ଗା ମିଳେ । ଏହାର ଦାମ ୨୦୦୬ ରେ ୧୦ ମିଲିୟନ ପାଉଣ୍ଡ କୁହାଯାଉଥିଲା ଯାହା ଭାରତ ମୁଦ୍ରା ରେ ୮୮୩୩୬୦୦୦୦ଟଙ୍କା ଅଟେ ।

ଶେନ୍ଜ଼େନ ନୋଂଗକେ ଆର୍କିଡ :

ଆର୍କିଡ ପ୍ରଜାତି ର ଏହି ଦୁର୍ଲଭ ସଦସ୍ୟ କୁ ବଢିବାପାଇଁ ୪-୫ ବର୍ଷ ଲାଗେ । ଏହି ଫୁଲ ର ନା ଏହାକୁ ବଢେଇବା ଇଉନିଭର୍ସିଟି ନା ରେ ରଖା ହୋଇଅଛି । ଆଠ ବର୍ଷ କଷ୍ଟ କଲା ପରେ ଏହା ଫୁଟିଲା ଯାହାକୁ ୨୦୦୫ରେ ଏକ ନିଲାମି ରେ ୧୬୦,୦୦୦ପାଉଣ୍ଡ ରେ କିଣାଗଲା ଯାହା ଭାରତ ଅନୁଯାଇ ୧୪,୨୦୪,୪୧୨.୫୬ ଟଙ୍କା ଅଟେ ।

କିନା ଆର୍କିଡ ଗୋଲ୍ଡ :

ମଲେସୀୟାର କିନାବାଲୁ ନେଶୋନାଲ ପାର୍କ ରେ ମିଳୁଥିବା ଏହି ଆର୍କିଡ ପ୍ରଜାତି ଦୁନିଆରୁ ଲୁପ୍ତ ହେଉଛି ଏବଂ ଏହାର ମୂଲ୍ୟ ବଢିବାର ଏହି କାରଣ ଅଛି । ଏହି ଫୁଲ ଗଛକୁ ସମ୍ପୂର୍ଣ ବିକଶିତ ହବାପାଇଁ ୧୫ବର୍ଷ ଲାଗେ ।

ଶେଫରନ କ୍ରଶ (କେଶର ):

ଏହି ଫୁଲର ଦାମ ସୁନା ସହ ସମାନ, ଏହାର ଏକ ବଡ କାରଣ ହେଉଛି ପୁରା ବିଶ୍ଵ ରେ ଏହାକୁ ମସଲା ଭାବେ ପ୍ରୟାଗ କରା ଯାଏ । ଏହି କାରଣରୁ ଏହାର ମୂଲ୍ୟ ଏତେ ଅଧିକା ଥାଏ ଏବଂ ଏହା ଔଷୋଧ ପାଇଁ ମଧ୍ୟ ପ୍ରୟୋଗ ହୋଇଥାଏ ।

କେସର ୫୦୦ଗ୍ରାମ ତିୟାରିପାଇଁ ୮୦,୦୦୦ ଫୁଲ ଦରକାର ପଡେ ସେଥିପାଇଁ ଏହାର ଦାମ ଏତେ ଅଧିକ ।

ସାଙ୍ଗମାନେ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ ।  ଆଗକୁ ଏହିଭଳି ଅନେକ ତଥ୍ୟ ପାଇଁ ଆମ ପେଜ ଖବର ଓଡିଆକୁ ଲାଇକ କରନ୍ତୁ ଓ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *