ଏହିସବୁ କଳାକାରମାନେ ହରାଇଛନ୍ତି ନିଜ ସନ୍ତାନଙ୍କୁ- ଦେଖିଛନ୍ତି ସେମାନଙ୍କ ଦୁଃଖଦ ମୃତ୍ୟୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ବଲୀଉଡର କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ କିଛି ଖାସ କଥା ଯେଉଁମାନେ ହରାଇ ସାରିଛନ୍ତି ସେମାନଙ୍କ ସନ୍ତାନ ମାନଙ୍କୁ । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣଙ୍କ ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ନିଜ ଆଖି ଆଗରେ ଦେଖି ଛନ୍ତି ସେମାନଙ୍କ ପିଲାଙ୍କର ମୃତ୍ୟୁ କିନ୍ତୁ କେବେ ବି ଏହି କଥା ଆସିନି ମିଡିଆରେ ।

ଗୋବିନ୍ଦା

 

ବଲୀଉଡ ଜଗତର ଲୋକପ୍ରୟ ଅଭିନେତା ଗୋବିନ୍ଦା ନିଜର ୪ ବର୍ଷର ଝିଅଙ୍କୁ ହରେଇଥିଲେ । ଯେଉଁ ସମୟରେ ତାଙ୍କର କ୍ୟାରିୟର ଅଧିକ ଟପ୍‌ରେ ଥିଲା ସେହି ସମୟରେ ସେ ଏହି ଦୁଃଖର ଶିକାର ହୋଇଥିଲେ । ଗୋବିନ୍ଦାଙ୍କ ଝିଅର ମୁର୍ତ୍ୟୁର କାରଣ ଥିଲା କି ଯେ ତାଙ୍କ ଝିଅ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ମୁର୍ତ୍ୟୁ ହୋଇଛି ।

କାଜୋଲ

 

୨୦୧୧ ମସିହାରେ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ଏକ୍ଟୋପିକ୍‌ ପ୍ରେଗନେନ୍ସି  କରିଥିଲେ । ଏହାପରେ ତାଙ୍କ ଗର୍ଭପାତ ହୋଇଥିଲା । କଜୋଲ ଏହି କାରଣରୁ ଅପରେସନ କରିଥିଲେ ।

ଆମିର ଖାନ

ବଲୀଉଡର ଅନ୍ୟ ଏକ ଲୋକପ୍ରିୟ ଅଭିନେତା ଆମିର ଖାନ ଆଜି ୩ ଟି ପିଲାର ବାପା । କିନ୍ତୁ ଏମିତି ଏକ ସମୟ ବି ଥିଲା ଯେବେ ସେ ନିଜର ଏକ ସନ୍ତାନ ହରେଇଥିଲେ । କୌଣସି ଏକ କାରଣ ଯୋଗୁଁ ଆମୀର ଖାନଙ୍କ ସ୍ତ୍ରୀଙ୍କର  ଗର୍ଭପାତ ହୋଇଥିଲା । ସେହି ସମୟରେ ଆମିର ଖାନ ବହୁତ ଦିନ ପର୍ଯ୍ୟନ୍ତ ଏକା ରହୁଥିଲେ ।

ପ୍ରକାଶ ରାଜ

ପ୍ରକାଶ ରାଜ ସାଉଥ ଓ ବଲୀଉଡ  ଦୁନିଆରେ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ  କରିଛନ୍ତି । ପ୍ରକାଶ ରାଜଙ୍କର ୫ ବର୍ଷର ପୁଅ ଛାତରେ ଗୁଡି ଉଡେଇବା ସମୟରେ ପଡି ତାଙ୍କର ମୁର୍ତ୍ୟୁ ହୋଇଥିଲା ।

ଆଶାକରୁଛୁ ଆପଣମାନଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବା, ଏହିଭଳି ଅନେକ ବଲୀଉଡ ଖବର ପାଇଆନ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *