ଏହି ରଙ୍ଗର ପର୍ସ ରେ ରଖି ଦିଅନ୍ତୁ ଏହି ଖାସ ଜିନିଷ, ଏତେ ଧନ ପ୍ରାପ୍ତ ହବ ଯାହା ଆପଣଙ୍କ ସାତ ପୁରୁଷ ବସିକି ଖାଇବେ

ମଣିଷ ଜୀବନରେ ଏତେ ଧନ ପ୍ରାପ୍ତ କରିବା ପାଇଁ ଚାହେଁ ଯାହା ଦ୍ଵାରା ତା ସାତ ପୁରୁଷ ବସିକି ଖାଆନ୍ତୁ, ଏହି ଧନ ପାଇଁ ମଣିଷ ଦିନ ରାତି ପରିଶ୍ରମ କରି ଥାଏ । କିନ୍ତୁ କେତେକ ଥର ଆପଣ ମଧ୍ୟ ଏହା ଦେଖି ଥିବେ ଯେ ଟଙ୍କା ଆପଣଙ୍କ ପାଖରେ ଆସି ମଧ୍ୟ ଆପଣଙ୍କ ହାତରୁ ପଳଉଛି । ଏହି ସମସ୍ୟା ବହୁତ ଲୋକଙ୍କ ସହ ହୋଇ ଥାଏ କିନ୍ତୁ ଧନ ଅଧିକ ଦିନ ତାଙ୍କ ପାଖରେ ରହୁ ନଥିବ ।

ଦେଖିବାକୁ ଗଲେ ଟଙ୍କା ପଇସା ଆସୁଥିବ ଯାଉଥିବା ଏହା ଭାଗ୍ୟ ଉପରେ ନିର୍ଭର ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଫଳରେ ଆପଣଙ୍କ ଘରେ ମାଁ ଲକ୍ଷ୍ମୀଙ୍କର ବାସ ହୋଇବ ଏବଂ ଆପଣଙ୍କ ଭାଗ୍ୟ ଉଜ୍ଵଳ ହବ ।

ଆପଣ ସମସ୍ତେ ଜାଣିଛନ୍ତି ଯେ ସମସ୍ତେ ଟଙ୍କା ରଖିବା ପାଇଁ ପର୍ସ ଉପଯୋଗ କରନ୍ତି, ପର୍ସ ଏବଂ ପଇସା କନେକ୍ସନ ବହୁତ ଗଭୀର ହୋଇ ଥାଏ । ଆପଣଙ୍କ ପର୍ସ ସକାରାତ୍ମକ ଏବଂ ନକାରାତ୍ମକ ଊର୍ଜା ସିଧା ଆପଣଙ୍କ ଟଙ୍କା ବା ଧନ ଉପରେ ପଡି ଥାଏ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଆପଣ କେଉଁ ରଙ୍ଗ ପର୍ସ ଧରିଛନ୍ତି ତାହା ମଧ୍ୟ ବହୁତ ମହତ୍ଵ ରଖିଥାଏ । ସଠିକ ରଙ୍ଗ ପର୍ସ ଉପଯୋଗ କଲେ ଆପଣଙ୍କ ବହୁତ ପ୍ରକାର ସମସ୍ୟା ସମାଧାନ ହୋଇ ଥାଏ ।

ମହିଳାଙ୍କ ପାଇଁ ଏହି ରଙ୍ଗ ପର୍ସ ଧରିବା ଉଚିତ :

ମହିଳାଙ୍କୁ ରଙ୍ଗ ବିରଙ୍ଗ ପର୍ସ ଧରିବା ଏବଂ ତାଙ୍କ ଉପଯୋଗ କରିବା ବହୁତ ପସନ୍ଦ ଅଟେ, କିନ୍ତୁ ଆମେ ଆଜି ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ଯେତେ ପାରୁଛନ୍ତି ନିଜ ପ୍ରତି ଦିନ କାମ ପାଇଁ ଗୋଲାପି ରଙ୍ଗ ପର୍ସ ଉପଯୋଗ କରନ୍ତୁ ଆପଣଙ୍କ ପାଇଁ ଲାଭକାରୀ ହୋଇବ । ବାସ୍ତୁ ଶାସ୍ତ୍ର ଅନୁଯାଇ ଗୋଲାପି ରଙ୍ଗ ପରମ ସୁଖ ପ୍ରତୀକ ହୋଇ ଥାଏ, ଗୋଲାପି ରଙ୍ଗ ସନ୍ତୁଷ୍ଟି ଏବଂ ଆନନ୍ଦ ପ୍ରଦାନ କରି ଥାଏ ।

ପୁରୁଷଙ୍କ ପାଇଁ ପର୍ସ :

ପୁରୁଷ ଲୋକଙ୍କୁ ସବୁବେଳେ କଳା ରଙ୍ଗ ପର୍ସ ଉପଯୋଗ କରିବା ଉଚିତ ଅଟେ, ଏହା କାରଣ ଏହା ଯେ ଶନି ଠାକୁରଙ୍କୁ କଳା ରଙ୍ଗ ଅତି ପ୍ରିୟ ଅଟେ । ମହିଳା ହୁଅନ୍ତୁ ବା ପୁରୁଷ ପର୍ସ ରେ ଗୁଜୁରାତି ରଖିବା ବହୁତ ଲାଭକାରୀ ଅଟେ, ଆପଣଙ୍କ ଘରେ ଯେ କୌଣସି ପୂଜା ହେଲେ ଠାକୁରଙ୍କ ପାଖରେ ଗୁଜୁରାତି ରଖି ଦିଅନ୍ତୁ । ପୂଜା ସମାପ୍ତ ହେଲା ପରେ ସେହି ଗୁଜୁରାତି ସବୁବେଳେ ନିଜ ପର୍ସ ରେ ରଖନ୍ତୁ, ଏମିତି କଲେ ଆପଣଙ୍କ ଭାଗ୍ୟ ରେ ଧନ ପ୍ରାପ୍ତି ହବ ।

Leave a Reply

Your email address will not be published. Required fields are marked *