ଲାଇଭ ଟିଭିରେ ରେକର୍ଡ ହୋଇଥିବା ଏହି ଲଜ୍ୟାଜନକ ଘଟଣା ଦେଖି ଆପଣଙ୍କୁ ବି ଲାଜ ଲାଗିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲାଇଭ ଭିଡିଓ କରି କିଛି ଲୋକ ମାନେ ପ୍ରଶଂସା ପାଉଛନ୍ତି ତ ଆଉ କିଛି ଲୋକେ ଏଥିପାଇଁ ଅ-ପ-ମା-ନି-ତ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣାର ନମୁନା ନେଇ ଆସିଛୁ ।

ଏହି ଭିଡିଓରେ ଦିଲ୍ଲୀର ନାମୀ କାର୍ଡେଲୋଜିଷ୍ଟ ଇଣ୍ଡିଆନ ମେଡିକାଲ ଆସୋସିଏନର ପୂର୍ବ ଅଧ୍ୟକ୍ଷ ଡାକ୍ତର କେ କେ ଅଗ୍ରୱାଲ କୋରୋନା ଭ୍ୟାକ୍ସିନ ନେବାକୁ ଯାଇଥିବା ସମୟରେ ଲାଇଭ ଆସିଥିଲେ । ସେହି ସମୟରେ ତାଙ୍କ ସ୍ତ୍ରୀଙ୍କ ଫୋନ ଆସିଥିଲା ଯାହାକୁ ଡାକତ୍ର ରିସିଭ କରିଥିଲେ ଓ ଦୁହିଙ୍କ ମଧ୍ୟରେ ଯାହା ଆଲୋଚନା ହୋଇଥିଲା ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା । ଯାହା ପରେ ଡାକ୍ତର କେ କେ ଅଗ୍ରୱାଲ ନିଜ ସଫେଇରେ ଅନେକ କଥା କହିଥିଲେ ।

୨୦୧୭ ମାର୍ଚ୍ଚ ୧୮ରେ ରାଜଦିପ ସର ଦିଶାଇଙ୍କ ଦ୍ଵାରା ମୁକେଶ ଅମ୍ବାନୀଙ୍କର ଇଣ୍ଟରବିୟୁ ନିଆ ଯାଉଥିଲା । ରାଜଦୀପ ମୁକେଶ ଆମ୍ବାନୀଙ୍କୁ ପ୍ରଶ୍ନ ଅକରିଥିଲେ ଯେ କଣ ସେ ଭାରତର ସବୁଠାରୁ ଶକ୍ତିଶାଳୀ ମଣିଷ ଅଟନ୍ତି । ଉତ୍ତରରେ ମୁକେଶ ଅମ୍ବାନୀ ମନା ଅକରିବା ସହ ରାଜଦୀପଙ୍କୁ ବିଲକୁଲ ସିରିଏସ ନିଅନ୍ତି ନାହି ବୋଲି କହିବା ପରେ ରାଜଡିପଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା । ଅନ୍ୟ ଏକ ଭିଡିଓ ରେ ରାମଦେବ ବାବା ୨୦୨୦ରେ ମଥୁରାରେ ହାତୀ ଉପରେ ବସି ଯୋଗ କରୁଥିବା ସମୟରେ ହାତି ଟିକେ ଦୋହଲି ଯିବାରୁ ରାମଦେବା ବାବାଙ୍କର ସନ୍ତୁଳନ ବିଗିଡି ଯାଇଥିଲା ।

ଯାହା ଫଳରେ ସେ ତଳେ ପଡିଯାଇ ପୁଣି ଥରେ ଠିଆ ହୋଇ ହସିବାକୁ ଲାଗିଲେ । ଅନ୍ୟ ଏକ ଭିଡିଓ ରେ ବିଶ୍ଵ ପ୍ରସିଦ୍ଧ ପରଫୋମର କ୍ୟାର୍ଟି ପେରୀଙ୍କ ଲାଇଭରେ ଗୁଡମର୍ନିଙ୍ଗ ଆମେରିକା ପ୍ଲାଟଫର୍ମରେ ପରଫୋର୍ମ କରିବା ସମୟରେ ସେ ଗୀତ ଗାଇବା ବଦଳରେ ବଇଁଶି ବଜାଇଥିଲେ ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ପ୍ରଶଂସା କରିଥିଲେ ସତ କିନ୍ତୁ ପରେ ତାଙ୍କର ବଂଶୀର ଧୁନ ଏତେ ଖରାପ ହୋଇଥିଲା ଯେ ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

ସାମ୍ବାଦିକ ଅଞ୍ଜନା କଶ୍ୟପ ରିପୋର୍ଟିଂ ଅକରିବା ସମୟରେ ରାସ୍ତା ମଝିରେ ଦିଲ୍ଲୀରେ କିଛି ଯୁବକ ଗାଡିରେ ଆସି ତାଙ୍କ ସହ ଖ-ରା-ପ କ-ଥା କହିଥିଲେ । କିନ୍ତୁ ଯେତେବେଳେ ଯୁବକ ମାନେ କ୍ୟାମେରା ଦେଖିଲେ ସେତେବେଳେ ତାଙ୍କର ଗାଡି ନମ୍ବର ସହ ତାଙ୍କ ଚେହେରା ମଧ୍ୟ ରେକର୍ଡ ହୋଇ ସାରିଥିଲା । ଏହା ପରେ ଅଞ୍ଜନା ପୋଲିସରେ ମାମଲା ରୁଜୁ କରିବା ପରେ ସେହି ଦୁର୍ବୁତ୍ତ ମାନେ ଧରା ପଡିଥିଲେ ।

ଅନ୍ୟ ଏକ ଭିଡିଓରେ ଜେଣ ଯୁବତୀ ଫେସବୁକରେ ଫ୍ୟାସନ ମାନଙ୍କ ଡିମାଣ୍ଡ ପୁରା କରିବାକୁ ଯାଇ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ଏହା ପରେ ସେହି ଯୁବତୀ ଜଣକ ଅଧିକ ପପୁଲାରୀଟି ହାସଲ କରିବା ପାଇଁ ଉଚ୍ଚା ଜାଗାରେ ଯାଇ ଡ୍ୟାନ୍ସ କରିବାକୁ ଆରମ୍ଭ କରିଲେ ଯାହା ଫଳରେ ସେ ତଳେ ପଡି ଯାଇଥିଲେ । ଯାହା ପାଇଁ ସେହି ଯୁବତୀଙ୍କୁ ନିଜ ଫ୍ୟାନ୍ସ ଆଗରେ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *