Top 8 ସେଲିବ୍ରେଟି ଯେଉଁମାନେ କମ ବୟସରୁ ମୃତ୍ୟୁ ବରଣ କରିଛନ୍ତି, No. 5ରେ ଥିବା ହିରୋଇନଙ୍କୁ ତ ହୋଇଥିଲା ମାତ୍ର 19 ବର୍ଷ

ଓଲିଉଡ ଇ-ଣ୍ଡ-ଷ୍ଟ୍ରି-ରେ ଏମିତି ବହୁତ କ-ଳା-କା-ର ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ଏହି ଦୁନିଆକୁ ଅ-ଲ-ବି-ଦା କହିଦେଇଛନ୍ତି । ଯଦି ସେମାନେ ଆଜି ବଞ୍ଚି ଥାନ୍ତେ ତେବେ ଓଲିଉଡ ଇ-ଣ୍ଡ-ଷ୍ଟ୍ରି ଆହୁରି ଅଧିକ ଶୀ-ର୍ଷ-ରେ ଥାନ୍ତା । କିନ୍ତୁ ଜୀ-ବି-ତ ଥିବା ସମୟରେ ଓଲିଉଡ ଇ-ଣ୍ଡ-ଷ୍ଟ୍ରି ପ୍ରତି ତାଙ୍କର ଅବଦାନ ବହୁତ । ସେ ନିଜର ପ୍ରତିଭା ଦ୍ଵାରା ଓଲିଉଡ ଇ-ଣ୍ଡ-ଷ୍ଟ୍ରିକୁ ବହୁତ ଉଚ୍ଚରେ ପହଞ୍ଚାଇ ଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଓଲିଉଡ ଇ-ଣ୍ଡ-ଷ୍ଟ୍ରିର କ-ଳା-କା-ର-ମା-ନଙ୍କ ବିଷୟରେ କହିବା ଯେଉଁମାନେ କି ବହୁତ କମ ବୟସରେ ମୃ-ତ୍ୟୁ ବ-ର-ଣ କରିଛନ୍ତି । ତପୁ ମିଶ୍ର- ଆପଣ ସମସ୍ତେ ଜାଣିଛନ୍ତି କି ତପୁ ମିଶ୍ର କିଛି ଦିନ ତଳେ ହିଁ କ-ରୋ-ନା-ରେ ଆ-କ୍ରା-ନ୍ତ ହେବା କାରଣରୁ ମୃ-ତ୍ୟୁ ବରଣ କରିଛନ୍ତି । ମୃ-ତ୍ୟୁ ସମୟରେ ସେ ମାତ୍ର ୩୬ ବର୍ଷ ବୟସର ହୋଇଥିଲେ । ଓଲିଉଡର ପ୍ଲେବ୍ୟାକ ସିଙ୍ଗର ତପୁ ମିଶ୍ର ବହୁତ ଗୀତ ଗାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ବହୁତ ଜଲ୍ଦି ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ ।

ଗୋବରା

ଗୋବରାଙ୍କୁ ଆପଣମାନେ ମି-ଷ୍ଟ-ର ନ-ନ-ସେ-ନ୍ସ ସିରିଏଲରେ ଜବରଦସ୍ତ କମେଡି କରୁଥିବାର ଦେଖିଥିବେ । କିନ୍ତୁ ମାତ୍ର ୨୬ ବର୍ଷ ବୟସରେ କ୍ୟା-ନ୍ସ-ର ରୋ-ଗ-ରେ ପୀଡ଼ିତା ହେବା ପରେ ତାଙ୍କର ଦେ-ହା-ନ୍ତ ହୋଇଛି ।

ଏ-ସି-ପି ସାଗରିକା

ଏ-ସି-ପି ସାଗାରିକଙ୍କ ମାତ୍ର ୩୨ ବର୍ଷ ବୟସରେ ଦେ-ହା-ନ୍ତହୋଇଛି । ସୂଚନା ଅନୁସାରେ ତାଙ୍କର ସ୍ଵାମୀ ତାଙ୍କୁ ଛାତ ଉପରୁ ଠେଲି ମା-ରି ଦେଇଛନ୍ତି । ମୃ-ତ୍ୟୁ ସମୟରେ ତାଙ୍କର ୧ ବର୍ଷର ପୁଅ ଥିଲା ।

ଦୀପା ସାହୁ

ଓଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଓ ଆଲବମ କୁଇନ ଦୀପା ସାହୁ ଗତ ବର୍ଷ କ୍ୟା-ନ୍ସ-ର-ରେ ପୀଡିତ ହୋଇ ମୃ-ତ୍ୟୁ ବ-ର-ଣ କରିଥିଲେ । ମୃ-ତ୍ୟୁ ସମୟରେ ସେ ମାତ୍ର ୩୭ ବର୍ଷ ବୟସର ହୋଇଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ କୁନି ଝିଅ ଅଛି ।

ସେଲଫି ବେବୋ

ସେଲଫି ବେବୋଙ୍କ ମୃ-ତ୍ୟୁ ସମୟରେ ସେ ମାତ୍ର ୧୯ ବର୍ଷର ହୋଇଥିଲେ । ସୂଚନା ଅନୁସାରେ ତାଙ୍କର ଜଣେ ବନ୍ଧୁ ବ୍ରିଜ ଉପରୁ ଠେଲି ତାଙ୍କୁ ମା-ରି ଦେଇଛନ୍ତି ।

ରାଜା

ଓଲିଉଡର ରାଜା ଓ ଜେସୀଙ୍କ ଯୋଡି ବିଷୟରେ ଆପଣମାନେ ଜାଣି ଥିବେ । କହିଦେଉଛୁ କି କିଛି ବର୍ଷ ତଳେ ରାଜା ଓ ଜେସୀ ଗୋଟିଏ ଶୁ-ଟି-ଙ୍ଗ ସେ-ଟରୁ ଫେରୁଥିବା ସମୟରେ ତାଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା ଓ ଶେଷରେ ରାଜା ରା-ଗି ଯାଇ ବ୍ରିଜ ତଳୁ ଡେଇଁ ଆ-ତ୍ମ-ହ-ତ୍ୟା କରିଥିଲେ । ମୃ-ତ୍ୟୁ ସମୟରେ ରାଜା ୨୮ ବର୍ଷର ହୋଇଥିଲେ ।

ସଲିଳ ମିତ୍ର

ସଲିଳ ମିତ୍ରଙ୍କୁ ଆପଣମାନେ ବହୁତ ଫିଲ୍ମରେ କମେଡି କରୁଥିବାର ଦେଖିଥିବେ । ୨୦୧୯ରେ ଏକ ଦୁ-ର୍ଘ-ଟ-ଣା କାରଣରୁ ତାଙ୍କର ଦେ-ହା-ନ୍ତ ହୋଇଥିଲା । ସେହି ସମୟରେ ସେ ୫୧ ବର୍ଷର ଥିଲେ ।

ପପୁ

ଆଲବମ ଅଭିନେତା ମାତ୍ର ୨୬ ବର୍ଷ ବୟସରେ ଆ-ତ୍ମ-ହ-ତ୍ୟା କରିଥିଲେ । ୨୦୧୨ରେ ତାଙ୍କର ଝୁଳନ୍ତା ଶ-ବ ତାଙ୍କ ଘରୁ ମିଳିଥିଲା । କିନ୍ତୁ ମୃ-ତ୍ୟୁର ଅସଲ କାରଣ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *