ଗଜପତିଙ୍କ ଜାଗା ନେଲେ ଏହି ବାଳକ, କରିଲେ Shri Jaannath ଙ୍କର ଛେରା ପହଁରା, କାହିଁକି ଜାଣନ୍ତୁ

ପୁରୀର ଜଗନ୍ନାଥ ମନ୍ଦିର ବିଶ୍ଵ ପ୍ରସିଦ୍ଧ । ଏଥିପାଇଁ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଦର୍ଶନ ନିମନ୍ତେ ପୁରୀରୁ ଦେଶ ବିଦେଶରୁ ଲୋକମାନେ ଏହି ସ୍ଥାନକୁ ଆସିଥାନ୍ତି । ସବୁଦିନ ପୁରୀ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କର ସମାଗମ ଲାଗି ରହିଥାଏ । କିନ୍ତୁ ଗତ ୧.୫ ବର୍ଷ ହେବ କରୋନା ପାଇଁ ଲାଗୁ କରାଯାଇଅଥିବା ଲକଡାଉନ କାରଣରୁ ପୁରୀରେ ଶ୍ରଦ୍ଧାଳୁମାନଙ୍କର ଭିଡ କମି ଯାଇଛି ।

ଏହା ସହିତ ବର୍ତ୍ତମାନ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ନାହିଁ । କହିଦେଉଛୁ କି ଆଉ କିଛି ଦିନ ମଧ୍ୟରେ ପୁରୀ ରଥଯାତ୍ରା ପାଳନ କରାଯିବ । ରଥଯାତ୍ରା ବି ବିଶ୍ଵ ପ୍ରସିଦ୍ଧ ଅଟେ । କିନ୍ତୁ ଏହି ବର୍ଷ କୋଭିଡ କାରଣରୁ କେବଳ ପୁରୀର ପଣ୍ଡାମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ।

ଏହି ସମୟରେ କୌଣସି ବି ଭକ୍ତଙ୍କୁ ରଥଯାତର ଯରଥଯାତ୍ରା କାର୍ଯ୍ୟକ୍ରମରେ ଆସିବା ପାଇଁ ଅନୁମତି ନାହିଁ । ଗତ ବର୍ଷ ବି ଏହିଭଳି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି କୁହାଯାଉଛି କି ଏହି ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ତାଙ୍କ ପରିବେର୍ତ୍ତେ କିଏ ସାମିଲ ହେବେ ଚାଳନ୍ତୁ ଜାଣିବା ।

ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ପୁର୍ଣିମା ଉତ୍ସବ ସମୟରେ ‘ଛେରା ପହଁରା’ ନିୟମକୁ କରିବା ପାଇଁ ମନା କରି ଦେଇଛନ୍ତି । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତିରେ ମୁଦିରସ୍ଥ (ରାଜାଙ୍କ ପ୍ରତିନିଧି) ଛେରା ପହଁରା ନିୟମକୁ ପାଳନ କରିଛନ୍ତି, ଏହାର ଅର୍ଥ ଦେବତାଙ୍କ ସ୍ନାନ ପରେ ସ୍ନାନ ମଂଡପକୁ ପରିଷ୍କାର କରିବା ।

କହିଦେଉଛୁ କି ଏହା ତୃତୀୟ ଥର ଅଟେ ଯେତେବେଳେ ଗଜପତି ରାଜା ପବିତ୍ର ତ୍ରିମୃତିଙ୍କ ଅନୁଷ୍ଠାନ ନିୟମଙ୍କୁ ମନା କରିଛନ୍ତି । ସେ ୧୯୭୬ରେ ପ୍ରଥମ ଥର ଛାଡିଥିଲେ କାରଣ ସେହି ସମୟରେ ସେ ଆମେରିକାରେ ମାଷ୍ଟର ଅଫ ଲ (ଏଲଏଲଏମ) ପଢୁଥିଲେ । ଗତ ବର୍ଷ ବି ମୁଦିରାସ୍ତା ସ୍ନାନ ପୁର୍ଣିମା ସମୟରେ ଛେରା ପହଁରା ନିୟମକୁ କରିଥିଲେ କାରଣ ଗତ ବର୍ଷ ବି ଗଜପତି ମହାରାଜା ଏହି ସେବା ପାଇଁ ଉପଲବ୍ଧ ନ ଥିଲେ । ସ୍ନାନ ପୁର୍ଣିମାରେ ନିଜର ଅନୁପସ୍ଥିତିକୁ ସ୍ପଷ୍ଟ କରି ପୁରୀ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି କି,

ବର୍ତ୍ତମାନ ସମୟରେ ଚାଲୁଥିବା କୋଭିଡ ସଙ୍କଟ ମଧ୍ୟରେ ସରକାର ଦିଶା ନିର୍ଦେଶକୁ ପାଳନ କରିବ ସହ ସେ ଘରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । କୋଭିଡ ମହାମାରୀ କାରଣରୁ ପୁରୀରେ ଜିଲ୍ଲା ପ୍ରଶାସନ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ ପୁର୍ଣିମା ଅନୁଷ୍ଠାନକୁ ସୂଚାରୁ ରୂପରେ ସଂଚାଳନ କରିବା ପାଇଁ ସିଆରପିସିର ଧାରା ୧୪୪ ଲାଗୁ କରାଯାଇଛି । କହିଦେଉଛୁ କି ସ୍ନାନ ପୁର୍ଣିମା ଓ ରଥଯାତ୍ରା ସମୟରେ ଛେରା ପହଁରା ବହୁତ ହିଁ ମହତ୍ଵ ରଖିଥାଏ । ଏହି ନିୟମକୁ କରୁଥିବା ବ୍ୟକ୍ତି ବି ବହୁତ ଭାଗ୍ୟବାନ ହୋଇଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *