ଏହି ସହଜ ଉପାୟ ଦ୍ଵାରା ଆପଣ ନିଜ ଗୁଟୁଖା ଦାଗ ନିଜ ଦାନ୍ତରୁ ଛଡେଇ ପାରିବେ- ଜାଣନ୍ତୁ କେମିତି

ଏହା ଆଜିକା ସମୟ ରେ ସାମାନ୍ୟ କଥା ହୋଇଯାଇଛି ଯେ ପ୍ରାୟତଃ ଯୁବକ ନିଜ ସୌକ ପାଇଁ ଗୁଟକା ଭଳି ଭୟଙ୍କର ଜିନିଷ ସେବନ କରୁଛନ୍ତି । ଏହି ଜିନିଷ ସ୍ୱାସ୍ଥ୍ୟ ପାଇଁ ଖରାପ ଜାଣି ମଧ୍ୟ ବହୁତ ଲୋକ ଏହାକୁ ଛାଡି ପାରୁ ନାହାନ୍ତି ତେବେ ଏହି କଥା ଆପଣ ସମସ୍ତେ ଜାଣିଥିବେ ଯେ ଖରାପ ଅଭ୍ୟାସ ଛାଡିବା ଏତେ ସହଜ ନୁହ । ଏହି କାରଣ ପାଇଁ ଆଜି ବି ଲୋକ ଏହାର ସେବନ କରନ୍ତି ଏବଂ ଏହି ଜିନିଷ ପାଇଁ ଦାନ୍ତ ପୁରା ଖରାପ ହୋଇ ଥାଏ ।

ତେବେ ଆମେ ଲୋକଙ୍କ ଗୁଟକା ଅଭ୍ୟାସ ତ ଛଡେଇ ପାରିବୁ ନାହିଁ କିନ୍ତୁ ତାଙ୍କ ଦାନ୍ତ ଦାଗ ଅବଶ୍ୟ ସଫା କରିବା ପାଇଁ ଉପାୟ କହି ପାରିବୁ ।

ତେବେ ଏହି କଥା ଆପଣମାନେ ଜାଣିଥିବେ ଯେ ଗୁଟକା ବା ତମ୍ବାକୁ ରେ ନିକୋଟିନ ହୋଇ ଥାଏ ଯାହା ଫଳ ରେ ଆପଣଙ୍କ ଦାନ୍ତ ହଳଦିଆ ହୋଇ ଯାଏ । ଏଚ ଛଡା ବହୁତ ସମୟ ଧରି ଗୁଟକା ସେବନ କଲେ ଦାନ୍ତ ଚାରି କଡ ରେ କଳା ଦାଗ ହୋଇ ଯାଇଥାଏ । ଏହା ଦ୍ଵାରା ନା କେବଳ ଆପଣଙ୍କ ପର୍ଶନାଲିଟି ଖରାପ ହୋଇ ଥାଏ ଏହା ଛଡା କ୍ୟାନ୍ସର ଭଳି ଭୟଙ୍କର ରୋଗ ମଧ୍ୟ ହୋଇଥାଏ । ସେଥିପାଇଁ ଆମେ ଆପଣଙ୍କୁ ଏତିକି କହିବାକୁ ଚାହିଁବୁ ଯେ ଯେତେ ଶୀଘ୍ର ପାରୁଚନ୍ତି ଏହାର ସେବନ ଛାଡି ଦିଅନ୍ତୁ ଏବଂ ଆମ କହିବା ଅନୁଯାଇ ଉପାୟ କରି ନିଜ ଦାନ୍ତ ମଧ୍ୟ ସଫା କରି ଦିଅନ୍ତୁ ।

୧. ସର୍ବ ପ୍ରଥମେ ପ୍ରତି ଦିନ ଭଲ ଭାବରେ ଦାନ୍ତ ସଫା କରନ୍ତୁ ଯାହା ଫଳରେ ଆପଣ ସେବନ କରିଥିବା ଗୁଟକା ଦାଗ କିଛି ତା ବାହାରି ଜୀବ, ଏହା ଛଡା ଦିନରେ ଦୁଇ ଥର ବ୍ରଷ କରନ୍ତୁ ଏବଂ ଏହା ସହ ମାଉଥ ଵସ କରିବା ଭୁଲନ୍ତୁ ନାହିଁ । ଯଦି ଆପଣ ପ୍ରତି ଦିନ ଏହି ଉପାୟ କରିବେ ତେବେ ଖୁବ ଶୀଘ୍ର ଆପଣଙ୍କ ଦାନ୍ତ ଦାଗ ସଫା ହୋଇଯିବ ।

୨. ଯେବେ ବି ଆପଣଙ୍କ ଦାନ୍ତ ରେ କିଛି ଦାଗ ଲାଗି ଯାଇଥାଏ ତେବେ ଆପଣଙ୍କ ଦାନ୍ତ ସେହି ଜାଗା ରଫ ଲାଗି ଥାଏ । ସେଥିପାଇଁ ସବୁବେଳେ ଦାନ୍ତ ସଫା ରଖନ୍ତୁ ଓ କୌଣସି ଦାଗ ରହିବା ପାଇଁ ଦିଅନ୍ତୁ ନାହିଁ । ଏହା ସହ ଆପଣଙ୍କୁ ବ୍ରଷ କରିବା ସହ କୌଣସି ଜିନିଷ ଖାଇଲା ପରେ ଭଲ ଭାବରେ ପାଣିରେ ପାଟି ସଫା କରିବା ଉଚିତ ଅଟେ । ଏହା ସହ ନିମ୍ବ କାଠି ଉପାୟ କରନ୍ତୁ ଏହା ଆପଣଙ୍କ ଦାନ୍ତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *