ସାତ ଜଣ ଯୁବକ ମିଶି ଗୋଟେ ଝିଅ ସହ ଯାହା କଲେ… ଆପଣ ବିଶ୍ଵାସ ବି କରିପାରିବେନି, ଥରେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ଜାଣିଛନ୍ତି ଆଜିକାଲି ଦୁନିଆ ରେ କେତେ ଅପରାଧ ବଢିଲାଣି । ଆଜିର ଯୁବପିଢି ଏତେ ଉଦ୍ଧତ ହେଲେଣି ଯେ କିଛି ବି ମାନୁ ନାହାନ୍ତି ଏମାନେ । କାହାର ସମ୍ମାନ କରିବା ଜାଣନ୍ତିନି ଏମାନେ । ଏମିତି ତ ଆଦିମ କାଳରୁ ନାରୀ ଉପରେ ସର୍ବଦା ଅତ୍ୟାଚାର ହୋଇଆସୁଛି । ଏବେ ବି ମଧ୍ୟ ଏହା ଚାଲୁ ଅଛି । ଯେବେ ବି ଆପଣ ଖବର କ୍ଗାଜ ପଢନ୍ତୁ କି ଟିଭି ରେ କିଛି ଖବର ଦେଖନ୍ତୁ ନିଶ୍ଚିନ୍ତ ନାରୀ ଉପରେ ହୋଇଥିବା କିଛି ନା କିଛି ଅତ୍ୟାଚାର ଉପରେ ଖବର ଆସୁଥିବ ।

ଏମିତି କି ଛୋଟ ଛୋଟ ଝିଅ ମାନଙ୍କୁ ବି ଛାଡୁ ନାହାନ୍ତି ଏହି ରାକ୍ଷସ ସମାଜ । ଏମତି ହେବା ଫଳରେ କିଛି ସାଧାରଣ ଯୁବତୀଙ୍କ ବଞ୍ଚିବା କଷ୍ଟ କର ହୋଇପଡୁଛି । ତେବେ ସେହେଭଳି ଏକ ଅମାନବୀୟ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିୟାରେ ବହୁତ ଭାଇରାଲ ହେଉଛି ।

ଏହି ଘଟଣା ଟି ହେଉଛି ବିହାର ର ଜେହେନା ବାଦ୍ ର । ତେବେ ଯେଉଁ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହୁଛି ସେଥିରେ ଦେଖିବାକୁ ମିଳୁଛି କି ୭ ଜଣ ଯୁବକ ମିଶି ଗୋଟେ ଝିଅକୁ ଗାଳି ଗୁଲଜ କରି ତାକୁ ମରାମରି କରି ତାର ବସ୍ତ୍ର ପାଢି ତା ସହ ଦୁର୍ବ୍ୟବହାର କରୁଛନ୍ତି । ଏହିସବୁକୁ ସେମାନଙ୍କ ମଧ୍ୟରୁ କେହି ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରାଇଛି ।

ତେବେ ସେହି ଭିଡିଓରେ ଝିଅ ଟି ଖୁବ ଜୋର ଚିତ୍କାର କରି ସାହାଜ୍ଯ ମାଗିଥିବା ବେଳେ କେହି ବି ତାର ସାହାଜ୍ଯ ପାଇଁ ଆସି ନାହାନ୍ତି । ତେବେ ଏମିତି କରିବା ପଛରେ କାରଣ କିଛି ନଥିଲେ ମଧ୍ୟ ଏହି ଯୁବକ ମାନେ ନିଜର ମଜା ପାଇଁ ଏଭଳି ଅମାନବୀୟ କାଣ୍ଡ କରିଛନ୍ତି । ନିଜର  ତେବେ ବର୍ତ୍ତମାନର ସୂଚନା ଅନୁଯାଇ ସେମାନଙ୍କୁ ପୁଲିସ ଗିରଫ କରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *