ଏହି ଉପାୟ ଦ୍ଵାରା ଆପଣଙ୍କ ଚୁଟି ସମସ୍ୟା ର ସମାଧାନ ହେବ କେବଳ ୫ ଟଙ୍କାରେ

ଚୁଟି ମଣିଷ ଶରୀରର ସୁନ୍ଦରତାର ବିଶେଷ ଅଂଶ । ମଣିଷର ମୁଖ ମଣ୍ଡଳ ଯେତେ ସୁନ୍ଦର ହେଇଥିଲେ ମଧ୍ୟ ଚୁଟି ନଥିଲେ ସବୁ ଅସାର । ବିଶେଷ କରି ମହିଳାମାନେ ଏହାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ସେମାନଙ୍କୁ କଳା-ଘନ ଚୁଟି ସହ ଲମ୍ବା ଚୁଟି ମଧ୍ୟ ଆବଶ୍ୟକ ହେଇଥାଏ । ଏପରି ଆକର୍ଷଣୀୟ ଚୁଟି ପାଇବା ପାଇଁ ସେ ଅନେକ କିଛି ଉପାୟ ଆପଣେଇଥାଏ । କିନ୍ତୁ ଏହି ସବୁ ଉପାଯରେ ସେ ଅସନ୍ତୁଷ୍ଟ କାରଣ ତାକୁ ଏଥିରୁ କିଛି ସୁଫଳ ମିଳିନଥାଏ । କିନ୍ତୁ ଚିନ୍ତା କରିବାର କୌଣସି କାରଣ ନହିଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ ସୁଫଳ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।

Image Courtesy: Google

ଲୋକେ ଏଥିରୁ ମୁକ୍ତି ପାଇଁ ବିଭିନ୍ନ ଔଷଧ ଏବଂ ତେଲ ବ୍ୟବହାର କରନ୍ତି ଯାହା ସୁଫଳ ଦେବା ପରିବର୍ତ୍ତେ ଆହୁରି ଅଧିକ ଚୁଟି ଝଡାଇ ବ୍ୟକ୍ତିଙ୍କୁ ଚନ୍ଦା କରିଦିଏ।ଏସବୁ ବ୍ୟକ୍ତିଙ୍କୁ ଅଧିକ ବୟସ୍କ ମଧ୍ୟ କରେଇ ଦେଇଥାଏ। ଏଣୁ ଏଥିରୁ ବାହାରିବା ଲାଗି ସମସ୍ତେ ଆଜିକାଲି ଉପାୟ ଖୋଜୁଛନ୍ତି। ଜାଣିବା କିଛି ସରଳ ଉପଚାର ଯାହାକୁ କରି ଆପଣ ଚୁଟି ଝଡ଼ିବା ସମସ୍ୟାରୁ ଅଳ୍ପ ଦିନରେ ମୁକ୍ତି ପାଇପାରିବେ। ତେବେ ଚୁଟି ପାଇଁ ଫୋଳିକ ଏସିଡ ଏବଂ ଆଇରନ ବହୁତ ଆବଶ୍ୟକ ହୋଇଥାଏ ଯାହା ଆପଣଙ୍କୁ ଭୁଶୁଙ୍ଗ ପତ୍ରରେ ମିଳିଥାଏ ସେଥିପାଇଁ ଆଜି ଆମେ ଆପଣଙ୍କୁ ଭୁଶୁଙ୍ଗ ପତ୍ର ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଚୁଟି ବଢିବା ସହ ଗହବା ମଧ୍ୟ ହବ ।

Image Courtesy: Google

ତେବେ କିଛି ଭୁଶୁଙ୍ଗ ପତ୍ର ନିଅନ୍ତୁ ଓ ଗୋଟେ ଗ୍ଳାସ ପାଣିରେ ପକେଇ ଏହାକୁ ଫୁଟେଇ ନିଅନ୍ତୁ ଏହା ପରେ ଏହି ପାଣି ଅଧା ହେଲା ପରେ ଏହି ମିଶ୍ରଣକୁ ଥଣ୍ଡା କରି ନିଅନ୍ତୁ ତେବେ ଥଣ୍ଡା ହେଲା ପରେ ଆପଣ ଏହାକୁ ଛାଣି ଗୋଟେ ସ୍ପ୍ରେ ବୋତଲରେ ରଖି ନିଅନ୍ତୁ ଯଦି ଆପଣଙ୍କ ପାଖରେ ନାହିଁ ତେବେ ଆପଣ ହାତରେ ମଧ୍ୟ ଲଗେଇ ପାରିବେ । ତେବେ ଏହାକୁ ସ୍ପ୍ରେ କରି ଆପଣ ମୁଣ୍ଡ ବାନ୍ଧି କିଛି ବି କରି ପାରିବେ ଯଦି ଆପଣ ଚୁଟି ଛାଡିବା ବନ୍ଦ କରିବା ପାଇଁ ଚାହୁଞ୍ଚନ୍ତି ଓ ଚୁଟି ଗହବା ଚାହୁଞ୍ଚନ୍ତି ତେବେ ମୁଣ୍ଡ ସକଲରେ ଭଲ ଭାବରେ ଲଗାନ୍ତୁ ଯଦି ଆପଣଙ୍କୁ ପୁରା ଚୁଟି କଳା କରିବାର ଅଛି ତେବେ ପୁରା ଚୁଟିରେ ଲଗାନ୍ତୁ,

Image Courtesy: Google

ଏହି ଉପାୟ କଲା ପରେ ଆପଣଙ୍କୁ ଚୁଟି ଢୋଇବା ଆବଶ୍ୟକ ନୁହ ଆପଣ ବିନା ଧୋଇ ମଧ୍ୟ ରହି ପାରିବେ ଏହା କୌଣସି ପ୍ରକାର ଗନ୍ଧ ବା ହାନି କରି ନଥାଏ ଏଥିରେ ତେଲ ଥାଏ ଯାହା ଆପଣଙ୍କ ଚୁଟି ପାଇଁ ଭଲ ହୋଇଥାଏ । ଠାରେ ଏହି ମିଶ୍ରଣ ତିଆରି କଲେ ଆପଣ ୩ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ଏହା ପରେ ଆପଣଙ୍କୁ ନୂଆ ମିଶ୍ରଣ ତିଆରି କରିବାକୁ ହବ କାହିଁକିନା ଏହା ଫୁଟେଇକି କରା ଯାଉଛି ସେଥିପାଇଁ ଅଧିକ ଦିନ ରଖି ହବ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *