ଏହି Video ପ୍ରମାଣ ଅଟେ କି ଆଜି ବି ମାନବିକତା ବଞ୍ଚିଛି, ଭିଡିଓ ଦେଖି ଆପଣ କାନ୍ଦି ପକାଇବେ

ଇଣ୍ଟରନେଟ ଭଳି ସୋ-ସି-ଆ-ଲ ମି-ଡି-ଆ ରେ ଆମେ ନୀତିଦିନ ଏମିତି କିଛି ଘଟଣା ଦେଖିଥାଉ ଯାହା ଦ୍ଵାରା ଆମର ମଣିଷ ଉପରେ ଭରସା ରହୁ ନାହି । ସୋ-ସି-ଆ-ଲ ମି-ଡି-ଆରେ ଅନେକ ଘଟଣା ଭିଆରାଲ ହେଉଛି ଯାହାକୁ ଦେଖି ଲୋକ ଏମାନେ ଅନ୍ୟ ସହ ଶେୟାର କରୁଛନ୍ତି । ଏ ଦୁନିଆରେ ଯେତେ ଖରାପ କାମ ହେଉଛି ତା ଠାରୁ କେତେ ଗୁଣା ଅଧିକ ଭଲ କାମ ମଧ୍ୟ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଲାଗିବ ମଣିଷପଣିଆ ଆଜି ବି ଦୁନିଆରେ ରହିଛି ।

ପ୍ରଥମ ଭିଡିଓ ରେ ଜଣେ ମହିଳା ଗଛରେ ପାଣି ଦେବା ସମୟରେ ବାଲକୁନି ରେ ଠିଆ ହୋଇଥିଲେ । ଠିକ ସେହି ସମୟରେ ତାଙ୍କର ଗୋଡ ସ୍ଲିପ କରି ଯିବାରୁ ସେ ତଳକୁ ଖସି ଯାଉଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ସେଠାରେ ଥିବା ଅଜଣା ବ୍ୟକ୍ତି ଜଣକ ନିଜ ଜୀବନକୁ ଖାତିର ନ କରି ସେହି ମହିଳା ଙ୍କୁ ବଞ୍ଚାଇବା ପାଇଁ ଦିତୀୟ ମହାଲା କୁ ଆସୁଛନ୍ତି ।

ଏହା ପରେ ସେହି ଅଜଣା ବ୍ୟକ୍ତି ଜଣକ ସେହି ମହିଳା ଙ୍କୁ ତଳକୁ ପଡିବାରୁ ଉଦ୍ଧାର କରିଛନ୍ତି । ବାସ୍ତବରେ ସେହି ଅଜଣା ବ୍ୟକ୍ତିଙ୍କର ସେହି ମହିଳା ଙ୍କ ସହ କୌଣସି ସମ୍ପର୍କ ନ ଥାଇ ମଧ୍ୟ ସେ ତାଙ୍କର ଜୀବନ ରକ୍ଷା କରିଛନ୍ତି ଯାହା ପ୍ରଶଂସା ଯୋଗ୍ୟ ଅଟେ ।

ଅନ୍ୟ ଏକ ଭିଡିଓ ରେ ପାଣିରେ ଗୋଟେ ଛୋଟ ଜୀବ ଭାସିଯାଉଥିବା ବେଳେ ଗୋଟେ ବଡ ମଣିଷ ସେହି ଜୀବ କୁ ପାଣି ରୁ ବହୁତ ସହଜରେ ଉଦ୍ଧାର କରିଛି । ଏହା ପରେ ବଡ ମଣିଷ ଟି ସେହି ଜୀବ ସହ ଖେଳୁଥିବାର ଏହି ଭିଡିଓ ରେ ନଜର ଆସୁଛି । କେବଳ ମଣିଷପଣିଆ ମଣିଷ ଥରେ ନାହି ବରଂ ପଶୁ ମାନଙ୍କ ଥରେ ମଧ୍ୟ ରହିଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ବ୍ୟକ୍ତି ଜଙ୍ଗଲି ପଶୁକୁ ପାଳିଥିଲେ ଯେତେବେଳ ତାକୁ ୧୦ ବର୍ଷ ହୋଇଥିଲା । ଏହା ପରେ ବ୍ୟକ୍ତି ଜାଁକ ସେହି ଜଙ୍ଗଲି ପଶୁକୁ ଜଙ୍ଗଲରେ ଛାଡି ଦେଇଥିଲେ । ଏହା ପରେ ଦୁହିଙ୍କ ମିତ୍ରାଡ଼ା ଏତେ ଭଲ ରହିଥିଲା ଯେ ସେହି ପଶୁ ଯେତେବେଳେ ବ୍ୟକ୍ତି ଙ୍କୁ ପ୍ରଥମ ଥର ଦ୍କେହିଲା ସେତେବେଳେ ଖୁସିରେ ତାଙ୍କୁ କୁଣ୍ଢାଇ ପକାଇ ଥିଲା । ଦୁହିଙ୍କ ମଧ୍ୟ ସମ୍ପର୍କ ଏତେ ନିବିଡ ଯେ ପଶୁ ଟି ପ୍ରଥମ ଦେଖାରେ ନିଜ ମାଲିକ କୁ ଚିହ୍ନି ପାରିଥିଲା । ଯେବେ ବ୍ୟକ୍ତି ଟି ତାକୁ ଛାଡି ଯାଉଛନ୍ତି ସେହି ସମୟରେ ଜଙ୍ଗଲି ପଶୁ ଟି ତାଙ୍କୁ ପଛ ପଟୁ କାନ୍ଦି କୁଣ୍ଢାଇ ଓ ଧରୁଥିବା ଦୃଶ୍ୟ ଏହି ଭିଡିଓ ରେ ନଜର ଆସୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *