ହେ ଭଗବାନ! ଏହି ଦୋକାନରେ ମିଳେ ମଣିଷ ଅଙ୍ଗର ଆଚାର- ଦେଖିଲେ ଉଡିଯିବ ହୋସ

ଆଜି ପର୍ଯ୍ୟନ୍ତ ଆପଣ ବହୁତ ଆଚାର ବିଷୟରେ ଶୁଣିଥିବେ କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଆଚାର ବିଷୟରେ କହିବାକୁଯାଉଛୁ,ଯାହା ଜାଣି ଆପଣଙ୍କ ଦେହ କମ୍ପିଉଠିବ । କହିବାକୁ ଚାହୁଞ୍ଚୁ କି ଲଣ୍ଡନର ଏସେକ୍ସରେ ଏମିତି ଗୋଟେ ଦୋକାନ ଅଛି,ସେଠାରେ ମନୁଷ୍ୟ ଅଙ୍ଗର ଆଚାର ବିକ୍ରି ହୁଏ । ହଁ ଆଜ୍ଞା ଏହୀ ଦୋକାନ ଭିତର କୋଉ ଭୟଙ୍କର  ଜାଗଠୁ କମ ନୁହେଁ । ଏହୀ ଦୋକାନ ଭିତରେ ଏମିତି ଭୟଙ୍କର ଜିନିଷ ରଖାଯାଇଛି କି ଯଦି କିଏ ଯିବାକୁ ଚାହିଁବ,ଜୀବ ପୂର୍ବରୁ ୧୦ ଥର ଭାବିବ ।

Image Courtesy: Google

ଏହୀ ଦୋକନ ଭିତରେ ହାତ ଗୋଡ, ଖୋପଡି, ଚୁଟି, ନଖ, ପଶୁମାନଙ୍କର ଖୋପଡି ,ତାଙ୍କ ଶରୀର,ବହୁତ ଭୟଙ୍କର ଓ ଅନୋଖା  ଜିନିଷ ଡବାରେ ବନ୍ଦ ରଖିଛନ୍ତି । ଏହୀ ଦୋକାନଟିର ନାମ ‘କ୍ୟୁରିସିଟିଜ ଫର୍ମ ଦ ଫିଫଥ କର୍ନର’ତାର ମାଲିକ ନାମ ହେନରୀ ସ୍କ୍ରେଗ । ସେହି ଦୋକାନରେ ମଣିଷର କଟାଜାଇଥିବା ହାତ,ମହିଳା ମାନଙ୍କର ଗର୍ଭ ,କେବଳ ସେତିକି ନୁହେଁ ,ଏଠି ନବଜାତ ଶିଶୁର ଶବ ବି ରଖାଯାଇଛି ।

Image Courtesy: Google

ଏହା ବିଷୟରେ ହେନରୀ କହିଛନ୍ତି କି ,’ମୁ ବୁଝୁଛିକି କିଛି ଲୋକ ଏହାକୁ କିଣିବା ପାଇଁ ପସନ୍ଦ କରୁନାହାନ୍ତି ବା ଏହାକୁ ବିକିବାକୁ ନେଇ ମୋତେ ଭୁଲ ବୁଝୁଛନ୍ତି କାରଣ ଗୋଟେ ସମାଜ ରୂପରେ ଆମେ ସାଧାରଣତ ଅନ୍ୟ ସଂସ୍କୃତିର ପରମ୍ପରା ବିଷୟରେ ଜାଣିନାହୁଁ । କିନ୍ତୁ ମୋତେ ଲାଗୁଛି କି ବହୁତ କିଛି ଜିନିଷକୁ ଲୋକ ଦେଖିପାରୁନାହାନ୍ତି । ଏମିତିରେ ଲୋକ ଏହୀ ଦୋକାନକୁ ଆସି ନିଜ ଶରୀର ସହିତ ଯୋଡା ବହୁତ ଜିନିଷ ଦେଖିପାରୁଛନ୍ତି ଓ ପସନ୍ଦ ଆସିଲେ ତାକୁ କିଣନ୍ତି ।

Image Courtesy: Google

ଆପଣଙ୍କୁ କହିବାକୁ ଚାହୁଁଚୁକି ହେନରୀ ନିଜ ଦୋକାନ ଖୋଲିବା ପାଇଁ ମେଡିକାଲ ବୋର୍ଡରୁ ଅନୁମତି ଆଣିଛନ୍ତି । ଏହା ବିଷୟରେ ହେନରୀ କହିଛନ୍ତି କି ସେ ତାଙ୍କ ଦୋକାନରେ ମଣିଷ ଅଙ୍ଗଠୁ ଆରମ୍ଭ କରି ପଶୁମାନଙ୍କ ଅଙ୍ଗ ଓ ଏହିଭଳି ଶହେରୁ ଅଧିକ ଅନୋଖି ଜିନିଷ ରଖିଛନ୍ତି । ଯାହାର ମୂଲ୍ୟ ୧୦ ୟୁରୋ ଠୁ ନେଇ ୨୬୫୦ ୟୁରୋ ମାନେ ୯୦୦ ଟଙ୍କାରୁ ନେଇ ୨.୫ ଲକ୍ଷ ପର୍ଯ୍ୟନ୍ତ ଅଛି । ହେନରୀ ଏହୀ କାମ ପାଇଁ ବୀନା ଉତରାଧିକାରୀ ବାଲା ଶବ ବା ଦାନ କରିଥିବା ଶବର ବ୍ୟବହାର କରିଥାନ୍ତି । ସର୍ବ ପ୍ରଥମେ ସେ ଏହି ଅଙ୍ଗକୁ ଫର୍ମଲଡିହାଇଡରେ ବୁଡାନ୍ତି କାରଣ ମାଂଶ ଖରାପ ନ ହେବା ପାଇଁ । ତାପରେ ତାକୁ ଆଲକହଲରେ ବୁଡାଇ ରଖନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *