ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବା ହେତୁ, ଏହି ୮ ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ

ସୂର୍ଯ୍ୟ ୧୫ ଜୁନ, ସୋମବାରରେ ମିଥୁନ ରାଶିରେ ପ୍ରବେଶ ହୋଇଛନ୍ତି । ଏହି ରାଶିରେ ସୂର୍ଯ୍ୟଙ୍କୁ ବହୁତ ବଳବାନ ମନାଯାଏ । ସୂର୍ଯ୍ୟ ୧୬ ଜୁଲାଇ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ମିଥୁନ ରାଶିରେ ସୂର୍ଯ୍ୟଙ୍କ ଉପସ୍ଥିତି ୮ ଟି ରସୀଙ୍କ ପାଇଁ ଧନ ଲାଭର ଯୋଗ ବନାଉଛି । ୪ ଟି ରାଶିର ଲୋକଙ୍କୁ ସାବଧାନ ରହିବାକୁପଡିବ । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ରାଶିର ପରିବର୍ତନରେ ସବୁ ରାଶିର ଆର୍ଥିକ ସ୍ଥିତି ଉପରେ କେମିତି ପ୍ରକାର ପ୍ରଭାବ ପଡିବ ।

Image Courtesy: Google

ମେଷ-

ମେଷ ରାଶିର ତୃତୀୟ ଭାଗରେ ସୂର୍ଯ୍ୟଙ୍କ ଗୋଚର ହେବ । ସେଥିରୁ ପରାକ୍ରମ ବଢିବ । ଚେଷ୍ଟା କରିବା ଦ୍ଵାରା ଲାଭ ମିଳିବ । ଛୋଟ ଯାତ୍ରା ବନିବାର ଯୋଗ ଅଛି । ଭାଇ ଭଉଣୀ ସହ ସମ୍ପର୍କ ସୁଧୁରିବ । ପରିବାରରେ ଖୁଶିର ମହୋଲେ ରହିବା । ପଇସା ପତ୍ରରେ ଅସୁବିଧା ଦୂର ହେବ । ବ୍ୟାପାର ଓ ଚାକିରିରେ ତରକି ମିଳିବ । ମାତା ପିତା ଙ୍କ ଆଶୀର୍ବାଦରୁ ରହିଯାଇଥିବା କାମ ପୁରା ହେବ ।

ବୃଷ-

ସୂର୍ଯ୍ୟ ବୃଷବ ରାଶିର ଅନ୍ୟ ଭାଗରେ ମାନେ ଧନର ଭାଗରେ ରହିବେ । ବାସ୍ତବରେ ଏହି ଭାଗ ରେ ସୂର୍ଯ୍ୟଙ୍କ ସହିତ ରାହୁବି ମଜୁଦ ଅଟନ୍ତି । ଗୋଟେ ମାସ ପିତୃଦୋଷ ରହିବା । ଧନ ଲାଭର ଯୋଗ ରହିଛି,କିନ୍ତୁ କଥା ଉପରେ କଣ୍ଟ୍ରୋଲ ରଖିବାକୁ ହେବ । କାହା ସହିତ ବାଦ ବିବାଦ କରି ଅସୁବିଧାରେ ପଡି ଅଧିକ କ୍ଷତି ହୋଇପାରେ । ପଶ୍ଚିମ ଦିଗରେ କାମ କଲେ ଧନରେ ବୃଦ୍ଧି ହେବ ।

ମିଥୁନ –

ମିଥୁନ ରାଶିରେ ହିଁ ସୂର୍ଯ୍ୟର ପ୍ରବେଶ ହେବାକୁ ଯାଉଛି । ସୂର୍ଯ୍ୟ ଓ ରାହୁ ଏକା ସାଥିରେ ରହିବା ପରେ ୨୫ ଜୁନ ପରେ ଟିକେ ଅସୁବିଧା ହୋଇପାରେ । ସରକାରୀ କାମ ପୁରା ହେବ । ୨୫ ଜୁନ ପରେ କାମରେ ଅସୁବିଧା ଆସିପାରେ । ପତି ପତ୍ନୀ ଭିତରେ ପ୍ରତିବନ୍ଧକ ଆସିପାରେ । ପଇସା ଦେବା ନେବାରେ ସାବଧାନୀ ରଖିବେ । କୌଣସି ବାହାର ବ୍ୟକ୍ତିକୁ କରଜ ଦିଅନ୍ତୁ ନହିଁ ।

Image Courtesy: Google

 

କର୍କଟ-

କର୍କଟ ରାଶିର ୧୦ ଭାଗରେ ସୂର୍ଯ୍ୟର ଗୋଚର ହେବାକୁ ଯାଉଛନ୍ତି । ଏହି ଗୋଚର ଆପଣଙ୍କ ପାଇଁ ଜମା ବି ଭଲ ନୁହେଁ । ଧନର କ୍ଷତି ହୋଇପାରେ । ମାନ ସନମାନର କ୍ଷତି ହୋଇପାରେ । ଆତ୍ମବିଶ୍ଵାସରେ କମି ଆସିପାରେ । ରୋଗ ପାଇଁ ବେସୀ ପଇସା ଖର୍ଚ ହୋଇପାରେ । କୋର୍ଟ କଚେରୀ ଓ ପୁଲିସ ମାମଲାରେ ସତର୍କ ରହିବା ଦରକାର । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ରଖନ୍ତୁ ।

ସିଂହ –

ସିଂହ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତିତ ବହୁତ ଶୁଭ ଅଟେ । ଧନର ଯୋଗ ରହିଛି । ଶେୟର ମାର୍କେଟିଂଗରେ ଫାଇଦା ହେବ । ଚୋରୀ ହୋଇଥିବା ଜିନିଷ ଫେରି ପାଇବା । ଚାକିରି ଓ ବ୍ୟାପାରରରେ ଲାଭର ଯୋଗ ବନୁଛି । ଆସୁଥିବା ସମୟ ବହୁତ ଭଲ ରହିବା । ପଦ ପ୍ରତିଷ୍ଠା ମିଳିପାରେ ।

କନ୍ୟା-

କନ୍ୟା ରାଶିର ୧୦ ଭାଗରେ ସୂର୍ଯ୍ୟର ଗୋଚର ଦିନ ଦୁଇଗଣ ରାତି ଚାରିଗୁଣ ବଢିବ । ବିଦେଶରେ ଲାଭର ଯୋଗ ରହିଛି । ଆସୁଥିବା ସମୟ ବହୁତ ଲାଭର ଯୋଗ ରହିଛି । ଭବିଷ୍ୟତରେ ବଡ ଉପଲବ୍ଧି ମିଳିବ । ପଢା-ଲେଖାରେ ପିଲାଙ୍କର ସମୟ ଭଲ ରହିବା । ରାଶି ପରିବର୍ତନ ପରେ କଷ୍ଟର ଫଳ ମିଳିବ । ଚାକିରି ମାମଲାରେ ବି ଶୁଭ ସମାଚାର ପ୍ରାପ୍ତି ହେବ ।

ତୁଳା-

ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତିତ ତୁଳା ରାଶି ଲୋକଙ୍କ ଜାତକରେ ଭାଗ୍ୟରେ ଚାର ଚାନ୍ଦ ଲାଗିବା । ପଦ,ପ୍ରତିଷ୍ଠା,ଧନ,ପିତାଙ୍କ ସ୍ୱାସ୍ଥ୍ୟ ବ୍ୟାପାରରେ ବୃଦ୍ଧି ଜବରଦସ୍ତ ହେବ । ଧନ ବଢିବ ଓ ଯାତ୍ରାରେ ଫାଇଦା ମିଳିବ । ବାସ୍ତବରେ ଭଲ ସମୟକୁ ଆଖି ଆଗରେ ରଖି ବାହାରକୁ ବାହାରିବାର ବିଚାର କରନ୍ତୁ । ଏହି ଗୋଟେ ମାସରେ କିଛି ଭଲ କାମ ମିଳିବ ।

Image Courtesy: Google

ବିଛା-

ଆପଣଙ୍କ ରାଶିରେ ସୂର୍ଯ୍ୟ ୮ ସ୍ଥାନରେ ରହିବେ । ଅଷ୍ଟମ ସ୍ଥାନ କଷ୍ଟ ଓ ଅସୁବିଧା ଘର ଅଟେ,ସେଥିଲାଗି ଆପଣଙ୍କୁ ସମସ୍ୟା ହୋଇପାରେ । ହଠାତ ବଡ ହାନି ହୋଇପାରେ  । କୋର୍ଟ କଚେରୀ ମାମଲାରେ ଅସୁବିଧା ହୋଇପାରେ । ବୁଢାଲୋକ ମାନଙ୍କର ସ୍ୱାସ୍ଥ୍ୟ ର ଯତ୍ନ  ରଖନ୍ତୁ ।

ଧନୁ –

ଧନୁ ରାଶି ଲୋକଙ୍କ ସପ୍ତମ ଭାଗରେ ରହିବେ,ଜୀବନସାଥୀସହିତ ସମ୍ପର୍କ ଦୃଢ କରିବା ପାଇଁ ଧ୍ୟାନଦେବେ । ରାଗ ଓ ଅହଂକାର ଆପଣଙ୍କ ଅସୁବିଧା ବଢାଇ ପରେ । ଆସୁଥିବା ସମୟରେ ବେସୀ ଅସୁବିଧା ହୋଇପାରେ । ବାସ୍ତବରେ ଏହି ସମୟ ଆପଣଙ୍କ ପାଇଁ ଜମା ବି ଭଲ ନୁହେଁ । ଅଚିହ୍ନା ଲୋକଙ୍କୁ କରଜ ଦିଅନ୍ତୁ ନହିଁ ।

ମକର-

ସୂର୍ଯ୍ୟ ମକର ରାଶିର ଷଷ୍ଠ ଭାଗରେ ପ୍ରବେଶ କରିବ । ଏହି ଗୋଚର ଆପଣଙ୍କ ପାଇଁ ଶୁଭ ନୁହେଁ । ଚାକିରିରେ ଅସୁବିଧା ଆସିପାରେ । କରଜରେ ସମସ୍ୟା ଆସିପାରେ । ସାଥି କର୍ମଚାରୀ କ୍ଷତି ପହଞ୍ଚାଇ ପାରେ । କିଛିଦିନ ପାଇଁ ସାବଧାନ ରହିବାକୁ ହେବ । ସୂର୍ଯ୍ୟ ଦେବଙ୍କ ନକରାତ୍ମକ ପ୍ରଭାବ କମ କରିବା ପାଇଁ  ସବୁଦିନେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଅମିତି କରିବା ଦ୍ଵାରା ସଙ୍କଟ ଟଳିବ ।.

Image Courtesy: Google

କୁମ୍ଭ-

ପଞ୍ଚମ ଭାଗରେ ସୂର୍ଯ୍ୟଙ୍କ ଏହି ଗୋଚର ଶେୟର ମାର୍କେଟିଂଗ ପୈତୃକ ସମ୍ପତି, ପୁତ୍ର ଓ ଶିକ୍ଷା ମାମଲାରେ ଲାଭ ଦେଇପାରେ । ଧନ ମାମଲାରେ ଧନର ସ୍ଥିତି ସାମାନ୍ୟ ରହିବା । ବିବାହ ,ପ୍ରେମ,ଆଦି ମାମଲାରେ କ୍ଷତି ହେବାର ସମ୍ଭାବନା ରହିଛି ।

ମୀନ-

ମୀନ ରାଶିର ଚତୁର୍ଥ ଭାଗରେ ସୂର୍ଯ୍ୟଙ୍କ ଗୋଚର ହେବ । ଘର, ଗାଡି, ବଙ୍ଗଳା , ପଦ, ପ୍ରତିଷ୍ଠା ସବୁରେ ବୃଦ୍ଧିର ଯୋଗ ଅଛି । ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଘରେ ଖୁସି ଆସିବ । ଜୀବନର ବଡ ଲକ୍ଷ ପୁରା ହେବ । ସମୟ ଆପଣଙ୍କ ପାଇଁ ଭଲ ଅଛି । ସରକାରୀ ଚାକିରି ତରଫରୁ ସହଯୋଗ ମିଳିବ ।

Leave a Reply

Your email address will not be published. Required fields are marked *