KBC ର ପ୍ରଥମ ୧ କୋଟିର ବିଜେତା କହିଥିଲେ ଜିତିବା ପର ର କାହାଣୀ… କହିଲେ 

ଟିଭିର ଜଣାଶୁଣା ସୋ କନ ବନେଗା କରୋଡପତି ଏମିତି ଗୋଟେ ପ୍ଲାଟଫର୍ମ ,ଯେଉଁଥିରେ ନିଜ ପ୍ରତିଭା ଦ୍ଵାରା ବହୁତ ଲୋକ ଲକ୍ଷ ଲକ୍ଷ କୋଟି ଟଙ୍କା ଜିତିଛନ୍ତି ଓ ନିଜ ଜୀବନର ସ୍ତର କୁ ବଢେଇଛନ୍ତି । ଏହା ସହିତ ବହୁତ ଲୋକ ଏହି ସୋରେ କୋଟିପତି ହୋଇ ବାହାରକୁ ଯାଇଛନ୍ତି । ଏଥିରେ ମିତାଭ ବଚନ ଙ୍କ ପାଇଁ ଏହି ସୋକୁ ସମସ୍ତେ ପସନ୍ଦ କରନ୍ତି । ଏହାଛଡା ୨୦୦୦ ରେ ଆରମ୍ଭ ହୋଇଥିବା ଏଇ ସୋରେ ୧କୋଟି ଜିତିଥିବା ହର୍ଷବର୍ଦ୍ଧନ ନବାଥେ ଏବେ ନିଉଜରେ ଅଛନ୍ତି ।

Image Courtesy: Google

ହର୍ଷବର୍ଦ୍ଧନ କହିଥିଲେ କି ତାଙ୍କର ୧ କୋଟି ଟଙ୍କା ଜିତିବାପରେ ଅମିତାଭ ବଚନ ତାଙ୍କ ସହିତ ପାଖାପାଖି ୧ ଘଣ୍ଟା କଥା ହୋଇଥିଲେ ଓ ସେ ମୋତେ ମାତା ପିତାଙ୍କ ଯତ୍ନ ନେବାକୁ କହିଥିଲେ । ହର୍ଷବର୍ଦ୍ଧନ ଏକ କୋଟି ଟଙ୍କା ଜିତିଥିବା ଏପିଷୋଡ ବିଷୟରେ କହିଥିଲେ । ଆପଣଙ୍କ ଜାନକାରୀ ପାଇଁ କହିବାକୁ ଚାହୁଞ୍ଚୁ କି ସେ ଏକ ମିଡିଆ ରିପୋର୍ଟର କୁ କହିଥିଲେ କି ,ମୋତେ ଲାଗୁନଥିଲାକି ମୋତେ ସହଜ ବନେଇବା ପାଇଁ ତାଙ୍କଠୁ କିଛି ଦରକାର ନଥିଲା । କିନ୍ତୁ,ଯାହା ମୋର ମନେ ଅଛି ଓ ଏହା ମୁଁ ସବୁବେଳେ ମାନେ ରଖିବି ।

Image Courtesy: Google

ଯେବେ ମୁଁ ଶେଷ ୧ କୋଟି ଟଙ୍କା ର ପ୍ରଶ୍ନ ର ଉତର ଦେଲି,ସେ ଏକ ବ୍ୟବସାୟୀକ ବ୍ରେକ ନେଲେ । ଏହା ଛଡା ସୁଟିଂରେ ବ୍ୟବସାୟୀକ ରୂପରେ କନ ହୁଏ କି ସେ ୩୦ ସେକେଣ୍ଡ ପାଇଁ ଗୋଟେ ଛୋଟ ବ୍ରେକ ନିଅନ୍ତି, ଓ ସେ ପୁଣି ଆସନ୍ତି । ସେଠାରେ ଯେବେ ଏମିତି ହେଲା ,ତ ମୁଁ ଶେଷ ପ୍ରଶ୍ନର ଉତ୍ତର ଦେଇଥିଲି । ସେହି ବ୍ରେକ ସମୟରେ ସେ ତାଙ୍କ ମେକ ଅପ ମ୍ୟାନ ଶ୍ରୀମାନ ଦୀପକ ସବାତଙ୍କୁ ଫୋନ କରିଥିଲେ,ଓ ତାଙ୍କୁ ମୋର ଟଚ ଅପ କରିବା ପାଇଁ କହିଥିଲେ । ସେ ଆଗେ କହିଲେ କି,ଅମିତାଭ ବଚନ କହିଲେ କି ସାହାବଙ୍କର ଟିକେ ଟଚ ଅପ କରିଦିଅ । ସେ ଟଚ ଅପ କରିବା ଆରମ୍ଭ କରିଥିଲେ ସେତେବେଳକୁ ମୁ ୧ କୋଟି ପ୍ରଶ୍ନର ଉତର ଦେଇସାରିଥିଲି ।

Image Courtesy: Google

ଏହା ସହିତ ଦୀପକ ସାବତ ଯେତେବେଳେ ମୋର ମେକ ଅପ କଲେ ଇଏ ବହୁତ ଖାସ ଅନୁଭବ ଥିଲା କାରଣ ସେ ବିଗ ବି ଙ୍କର ନିଜ ମେକ ଅପ ମ୍ୟାନ ଥିଲେ ଓ ସେ ୩୦-୪୦ ବର୍ଷ ପର୍ଯ୍ୟନ୍ତ ବଚନ ଜି ଙ୍କ ସହିତ ଅଛନ୍ତି । ସେଠାରେ ତାଙ୍କ ତରଫରୁ ଗୋଟେ ଖାସ ଇସାରା ଥିଲା । ସୋ ପରେ ,ଏମିତି ବହୁତ ଉଦାହରଣ ଅଛି ଯେଉଁଠି ମୁଁ ବଚନଙ୍କ ସହିତ କଥାବାର୍ତା ହୋଇଥିଲିଓ ମୋ ପାଖରେ ବହୁତ ସାରା ଉଦାହରଣ ଅଛି ଯାହା କି ମୁ କହିପାରିବି । ସେଠାରେ ସେ ବହୁତ ଅଲଗା ପ୍ରକାର ବ୍ୟବହାର କରିଥିଲେ,ଓ ତାଙ୍କ ପାଖରେ ମାନବିକତା ସ୍ପର୍ଶ ଅଛି ।

Image Courtesy: Google

ସେ ଆଗରେ କହିଥିଲେ ,ଯେବେଠୁ ମୁଁ ବିଗ ବି ଙ୍କ ସହିତ ଦେଖା କରିଛି ,ସବୁବେଳେ ସେ ପିତା ମାତାଙ୍କ କଥା ପଚାରିଥାନ୍ତି କାରଣ ସେ ଜାଣିଥିଲେ କି ମୁଁ ଗୋଟେ ପୁଅ ବୋଲି । ସୋ ପରେ ସେ ମୋ ସହିତ ଗୋଟେ ଘଣ୍ଟା କଥା ହୋଇଥିଲେ । ମୋତେ ଏହି ସୋକୁ ଜିତିବା ପାଇଁ କେବେ ବି ଭବିନଥିଲି । ସେ ମୋତେ ଡ଼ାକିଥିଲେ ଓ ବହତ କଥା ହୋଇଥିଲେ । ସେଠାରେ ସେ ମୋତେ କହିଥିଲେ କୁ ହର୍ଷବର୍ଦ୍ଧନ ଆପଣ ଜାଣି ନାହାନ୍ତି ଆପଣ କନ କରିଛନ୍ତି,ଏବେ ଆପଣ ସମ୍ଭାଳିକି ରୁହନ୍ତୁ ,ଓ ନିଜ ମାତା ପିତା ଙ୍କ ଯତ୍ନ ଓ ନିଜର ଯତ୍ନ ନିଅ ।

Leave a Reply

Your email address will not be published. Required fields are marked *